Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Swaraj Kaushal Dies: ସୁଷମା ସ୍ବରାଜଙ୍କ ସ୍ବାମୀ ସ୍ବରାଜ କୈଶଳଙ୍କ ଦେହାନ୍ତ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ
ଜାତୀୟ ଖବର

Swaraj Kaushal Dies: ସୁଷମା ସ୍ବରାଜଙ୍କ ସ୍ବାମୀ ସ୍ବରାଜ କୈଶଳଙ୍କ ଦେହାନ୍ତ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ

December 4, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Swaraj Kaushal Dies
Swaraj Kaushal Dies: ସୁଷମା ସ୍ବରାଜଙ୍କ ସ୍ବାମୀ ସ୍ବରାଜ କୈଶଳଙ୍କ ଦେହାନ୍ତ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ

Swaraj Kaushal Dies: ଆଜି ପୂର୍ବତନ ସାଂସଦ ତଥା ମିଜୋରାମର ପୂର୍ବତନ ରାଜ୍ୟପାଳ ସ୍ବରାଜ କୌଶଳଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ 73 ବର୍ଷ ହୋଇଥିଲା। ସେ ହେଉଛନ୍ତି ପ୍ରତିଷ୍ଠିତ ବିଜେପି ନେତ୍ରୀ ସ୍ବର୍ଗତ ସୁଷମା ସ୍ବରାଜଙ୍କ ସ୍ବାମୀ। ଏ ନେଇ ତାଙ୍କର ଝିଅ ତଥା ସାଂସଦ ବନସୁରୀ ସ୍ୱରାଜ ତାଙ୍କ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଆଜି ଅପରାହ୍ନରେ ତାଙ୍କର ଶେଷକୃତ୍ୟ ସଂପର୍ଣ୍ଣ ହୋଇଛି।

ତାଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ସାଂସଦ ସ୍ୱରାଜ କୌଶଳଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ଝିଅ ତଥା ସାଂସଦ ବନସୁରୀ ସ୍ୱରାଜ, ପରିବାରର ଅନ୍ୟ ସଦସ୍ୟ ଏବଂ ପ୍ରଶଂସକଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ସେ ଆହୁରି କହିଛନ୍ତି ଯେ ଶ୍ରୀ ସ୍ୱରାଜଙ୍କ ଅବଦାନ ସର୍ବଦା ମନେ ରହିବ।

ଏହି ସମୟରେ ଏକ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି ଯେ ସ୍ୱରାଜ କୌଶଳ ଜଣେ ଓକିଲ ଏବଂ ସାଧାରଣ ଲୋକଙ୍କ ଜୀବନକୁ ଉନ୍ନତ କରିବା ପାଇଁ ଆଇନଗତ ବୃତ୍ତିକୁ ବ୍ୟବହାର କରିବାରେ ବିଶ୍ୱାସ କରୁଥିବା ବ୍ୟକ୍ତି ଭାବରେ ନିଜକୁ ପ୍ରତିଷ୍ଠିତ କରିଥିଲେ। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ସେ ଦେଶର ସର୍ବକନିଷ୍ଠ ରାଜ୍ୟପାଳ ହୋଇଥିଲେ ଏବଂ ତାଙ୍କ ରାଜ୍ୟପାଳ କାର୍ଯ୍ୟକାଳ ମଧ୍ୟରେ ମିଜୋରାମର ଲୋକଙ୍କ ଉପରେ ଏକ ସ୍ଥାୟୀ ଛାପ ଛାଡିଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ଜଣେ ସାଂସଦ ଭାବରେ ସ୍ୱରାଜ କୌଶଳଙ୍କ ଅନ୍ତର୍ଦୃଷ୍ଟି ମଧ୍ୟ ଉଲ୍ଲେଖନୀୟ।

Swaraj Kaushal Dies ସୁଷମା ସ୍ବରାଜ ସ୍ବରାଜ କୈଶଳ
Share. Facebook Twitter LinkedIn Email WhatsApp Copy Link

Related Posts

“ସମ୍ବିଧାନକୁ ପବିତ୍ର ବୋଲି ମାନିଛନ୍ତି ପ୍ରଧାନମନ୍ତ୍ରୀ’: କଂଗ୍ରେସ ପ୍ରତି ଅସନ୍ତୋଷ ଚର୍ଚ୍ଚା ମଧ୍ୟରେ କହିଲେ ଶଶି ଥରୁର

January 25, 2026

‘ବିକଶିତ ଭାରତ’ ଯାତ୍ରାରେ ଉତ୍ତର ପ୍ରଦେଶ ହେବ ଗୁରୁତ୍ଵପୂର୍ଣ୍ଣ ସ୍ତମ୍ଭ: କେନ୍ଦ୍ର ଗୃହମନ୍ତ୍ରୀ

January 25, 2026

ଆଜି ଜାନୁୟାରୀ ୨୫ ତାରିଖ ରବିବାର, ସାତୋଟି ରାଶି ଉପରେ ମହାଦେବଙ୍କ ରହିଛି ଆର୍ଶିବାଦ

January 25, 2026

ଉତ୍ତରପ୍ରଦେଶ ଦିବସରରେ ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ

January 24, 2026
Latest News

“ସମ୍ବିଧାନକୁ ପବିତ୍ର ବୋଲି ମାନିଛନ୍ତି ପ୍ରଧାନମନ୍ତ୍ରୀ’: କଂଗ୍ରେସ ପ୍ରତି ଅସନ୍ତୋଷ ଚର୍ଚ୍ଚା ମଧ୍ୟରେ କହିଲେ ଶଶି ଥରୁର

January 25, 2026

‘ବିକଶିତ ଭାରତ’ ଯାତ୍ରାରେ ଉତ୍ତର ପ୍ରଦେଶ ହେବ ଗୁରୁତ୍ଵପୂର୍ଣ୍ଣ ସ୍ତମ୍ଭ: କେନ୍ଦ୍ର ଗୃହମନ୍ତ୍ରୀ

January 25, 2026

ମତ୍ସ୍ୟ ଚାଷୀ ଓ ପ୍ରାଣିପାଳକଙ୍କ ସମୃଦ୍ଧି ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

January 25, 2026

ବିଧାନସଭାର ଗବେଷଣା ଶାଖା ପକ୍ଷରୁ ପ୍ରକାଶିତ ନେତାଜୀଙ୍କ ଜୀବନୀ ସମ୍ପର୍କିତ ଏକ ପୁସ୍ତିକା ଉନ୍ମୋଚିତ

January 25, 2026

ବାଙ୍କୀର ସମର୍ପଣ ଦ୍ୱାରା ରାଷ୍ଟ୍ରୀୟ ଯୁବ ଦିବସ: ବିବେକାନନ୍ଦ ଜୟନ୍ତୀ ଓ ନେତାଜୀ ଜୟନ୍ତୀ ପାଳିତ

January 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.