ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ନାମାଙ୍କନ ପ୍ରକ୍ରିୟା ଜାନୁଆରୀ ୧୯ ତାରିଖ ଦିନ ଅପରାହ୍ନ ୨ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ହେବ। ଜାନୁଆରୀ ୨୦ ତାରିଖରେ ଆନୁଷ୍ଠାନିକ ଘୋଷଣା କରାଯିବ।