Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ସମାଦବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ, କିଛି ଅଛି କି ?
ଜାତୀୟ ଖବର

ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ସମାଦବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ, କିଛି ଅଛି କି ?

January 17, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ନବୀନ ପଟ୍ଟନାୟକ
ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ସମାଦବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ, କିଛି ଅଛି କି ?

ଭୁବନେଶ୍ବର: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ବର୍ତ୍ତମାନ ଓଡିଶା ଗସ୍ତରେ ଅଛନ୍ତି। ସେ ଭୁବନେଶ୍ବରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ତେବେ ଏହି ଗସ୍ତ ସମୟରେ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ସେ ଗତକାଲି ନବୀନ ନିବାସ ଯାଇ ନବୀନଙ୍କୁ ସାକ୍ଷାତ କରିବା ସହିତ କିଛି ସମୟ ଏକାଠି ଆଲୋଚନା ମଧ୍ୟ କରିଛନ୍ତି।

ତେବେ ଏହାକୁ ନେଇ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଚାଲିଛି। କାରଣ ଉଭୟ ବିଜେଡି ଓ ସମାଜବାଦୀ ପାର୍ଟି ବିରୋଧୀ ଦଳରେ ଅଛନ୍ତି। ତେଣୁ ଉଭୟ ଦଳ ଭିତରେ କିଛି ମେଣ୍ଟ ସମ୍ଭାବନା ଅଛିକି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏହାକୁ ଖଣ୍ଡନ କରିଛନ୍ତି ଅଖିଲେଶ। ସେ କହିଛନ୍ତି ଯେ, ନବୀନ ପଟ୍ଟନାୟକ ହେଉଛନ୍ତି ନୂଆ ଓଡିଶାର ବିନ୍ଧାଣୀ, ତାଙ୍କର ସ୍ବାସ୍ଥ୍ୟ ସଂପର୍କରେ ପଚାରିବାକୁ ଆସିଥିଲି। ଓଡିଶା ଉନ୍ନତିରେ ନବୀନ ଏବଂ ତାଙ୍କ ବାପା ବିଜୁ ପଟ୍ଟନାୟକଙ୍କ ବେଶ ଅବଦାନ ରହିଛି। ଏହି ସାକ୍ଷାତରେ କୌଣସି ରାଜନୈତିକ ଆଲୋଚନା ନ ଥିଲା ବୋଲି ଅଖିଲେଶ କହିଛନ୍ତି।

akhilesh yadav ଅଖିଲେଶ ଯାଦବ ନବୀନ ପଟ୍ଟନାୟକ ସମାଜବାଦୀ ପାର୍ଟି
Share. Facebook Twitter LinkedIn Email WhatsApp Copy Link

Related Posts

ଛୁରା ମାଡ଼ରେ ଯୁବକ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

January 17, 2026

ଆନ୍ତର୍ଜାତୀୟ ସାଇବର ଗ୍ୟାଙ୍ଗର ପର୍ଦ୍ଦାଫାସ: ନକଲି ଷ୍ଟକ୍ ବଜାର ଲାଭର ପ୍ରତିଶ୍ରୁତି ଦେଇ ୧୨ କୋଟି ଠକେଇ

January 17, 2026

SBI ଗ୍ରାହକଙ୍କ ପାଇଁ ବଡ ଖବର: ଏବେ ମହଙ୍ଗା ହେବ ATM ରୁ ଟଙ୍କା ଉଠାଣ ଏବଂ ବାଲାନ୍ସ ଯାଞ୍ଚ

January 17, 2026

ଜିଓ ପ୍ଲାଟଫର୍ମସର ତୃତୀୟ ତ୍ରୈମାସିକ ନେଟ ଲାଭ ୭୬୨୯ କୋଟି

January 17, 2026
Latest News

ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ସମାଦବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ, କିଛି ଅଛି କି ?

January 17, 2026

ଛୁରା ମାଡ଼ରେ ଯୁବକ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

January 17, 2026

“ହିନ୍ଦୁଙ୍କୁ ଭୋଟ ଦେବା ପାପ…”: ବାଂଲାଦେଶ ନିର୍ବାଚନ ପୂର୍ବରୁ ମୌଲବୀମାନଙ୍କ ଉତ୍ତେଜକ ବୟାନ

January 17, 2026

ଆନ୍ତର୍ଜାତୀୟ ସାଇବର ଗ୍ୟାଙ୍ଗର ପର୍ଦ୍ଦାଫାସ: ନକଲି ଷ୍ଟକ୍ ବଜାର ଲାଭର ପ୍ରତିଶ୍ରୁତି ଦେଇ ୧୨ କୋଟି ଠକେଇ

January 17, 2026

SBI ଗ୍ରାହକଙ୍କ ପାଇଁ ବଡ ଖବର: ଏବେ ମହଙ୍ଗା ହେବ ATM ରୁ ଟଙ୍କା ଉଠାଣ ଏବଂ ବାଲାନ୍ସ ଯାଞ୍ଚ

January 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.