Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»NCERTର ଅନଲାଇନ୍ ଆବେଦନ ଆରମ୍ଭ
ଜାତୀୟ ଖବର

NCERTର ଅନଲାଇନ୍ ଆବେଦନ ଆରମ୍ଭ

May 20, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
୭ ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି ହେଲା ଏନସିଇଆରଟିର ସିଇଇ-୨୦୨୬ ପାଇଁ ଆବେଦନର ଶେଷ ତାରିଖ
୭ ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି ହେଲା ଏନସିଇଆରଟିର ସିଇଇ-୨୦୨୬ ପାଇଁ ଆବେଦନର ଶେଷ ତାରିଖ

ଭୁବନେଶ୍ୱର :  ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନ୍ସିଇଆରଟି – NCERT), ଶିକ୍ଷା ମନ୍ତ୍ରାଳୟ, ଭାରତ ସରକାରଙ୍କ ଅଧୀନସ୍ଥ ଏକ ସ୍ୱୟଂଶାସିତ ସଂସ୍ଥା, ଯାହା ୧୯୬୧ ମସିହାରେ ସ୍କୁଲ ଶିକ୍ଷା ଓ ଶିକ୍ଷକ ଶିକ୍ଷାର ଗୁଣବତ୍ତା ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସହଯୋଗ ଓ ପରାମର୍ଶ ପ୍ରଦାନ କରିବା ଉଦ୍ଦେଶ୍ୟରେ ସ୍ଥାପିତ ହୋଇଥିଲା।
ଦେଶର ବିଭିନ୍ନ ପ୍ରାନ୍ତରେ ଅବସ୍ଥିତ ଏନ୍ସିଇଆରଟିର ନଅଟି ଏକକ- ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଅଜମେର, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ,ଭୋପାଳ, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱର, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ମୈସୁର, ଉତ୍ତର-ପୂର୍ବ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଶିଲଂ, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ନେଲ୍ଲୋର, ଜାତୀୟ ଶିକ୍ଷା ପ୍ରତିଷ୍ଠାନ , କେନ୍ଦ୍ରୀୟ ଶିକ୍ଷା ପ୍ରଯୁକ୍ତି ପ୍ରତିଷ୍ଠାନ, ନୂଆଦିଲ୍ଲୀ ଏବଂ ପଣ୍ଡିତ ସୁନ୍ଦରଲାଲ ଶର୍ମା କେନ୍ଦ୍ରୀୟ ବ୍ୟବସାୟିକ ଶିକ୍ଷା ପ୍ରତିଷ୍ଠାନ, ଭୋପାଳ ଅଛନ୍ତି।
ବିଭିନ୍ନ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ, ଯେପରିକି (i) ଛଅ ବର୍ଷିୟ ଏମ୍.ଏସ୍.ସି.ଏଡ୍, (ii) ଦୁଇ ବର୍ଷିୟ ବି.ଏଡ୍, (iii) ତିନି ବର୍ଷିୟ ସମନ୍ୱିତ ବି.ଏଡ୍.-ଏମ୍.ଏଡ୍, (iv) ଦୁଇ ବର୍ଷିୟ ଏମ୍.ଏ. (ଶିକ୍ଷା ପ୍ରଯୁକ୍ତି) ଏବଂ (v) ଦୁଇ ବର୍ଷିୟ ଏମ୍.ଏଡ୍ କାର୍ଯ୍ୟକ୍ରମରେ ନାମ ଲେଖା ପାଇଁ ଯୋଗ୍ୟ ପ୍ରାର୍ଥୀମାନଙ୍କଠାରୁ ଅନଲାଇନ୍ରେ ଆବେଦନ ଆହ୍ୱାନ କରାଯାଉଛି। ଏହି କାର୍ଯ୍ୟକ୍ରମଗୁଡ଼ିକରେ ନାମ ଲେଖା ସାଧାରଣ ପ୍ରବେଶ ପରୀକ୍ଷା (ସି.ଇ.ଇ)-୨୦୨୬ ମାଧ୍ୟମରେ କରାଯିବ। ଅନଲାଇନ୍ ଆବେଦନ ପ୍ରକ୍ରିୟା ୧୫ ମଇ, ୨୦୨୬ ରୁ ଆରମ୍ଭ ହୋଇଛି ଏବଂ ୫ ଜୁନ୍, ୨୦୨୬ ପର୍ଯ୍ୟନ୍ତ ଚାଲିବ। ଆଗ୍ରହୀ ପ୍ରାର୍ଥୀମାନେ ଆବେଦନ ଓ ବିସ୍ତୃତ ସୂଚନା ପାଇଁ ସିଇଇ-୨୦୨୬ ପୋର୍ଟାଲ୍କୁ ଯାଇପାରିବେ। ସିଇଇ-୨୦୨୬ ର ଆୟୋଜନ ୨୮ ଜୁନ୍, ୨୦୨୬ (ରବିବାର) ଦିନ ଦେଶବ୍ୟାପୀ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ ।
ଅଧିକ ସୂଚନା ପାଇଁ, ସିଇଇ-୨୦୨୬ ହେଲ୍ପଡେସ୍କ ମୋବାଇଲ୍ ନମ୍ବର +918280337189 / +918280337190 କିମ୍ବା ଇ-ମେଲ୍ ଆଇଡି [ceesupport2026@riebbs.ac.in](mailto:ceesupport2026@riebbs.ac.in) ରେ ଯୋଗାଯୋଗ କରିବାକୁ ପ୍ରତିଷ୍ଠାନର ପ୍ରେସ୍ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

NCERT
Share. Facebook Twitter LinkedIn Email WhatsApp Copy Link

Related Posts

ପାଖରେ ନାହିଁ କି କ୍ରେଡିଟ୍ କାର୍ଡ?: ଜରୁରୀକାଳୀନ ପରିସ୍ଥିତିରେ କିପରି ପାଇବେ ଶସ୍ତା ଋଣ?

July 13, 2026

ରାମ ମନ୍ଦିର ଦାନ ଚୋରି ମାମଲା: ଟ୍ରଷ୍ଟକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

July 13, 2026

ତାମିଲନାଡୁରେ ସମ୍ପୂର୍ଣ୍ଣ ଗୋହତ୍ୟା ନିଷେଧ ମାମଲା: ହାଇକୋର୍ଟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

July 13, 2026

ଆଶ୍ଚର୍ଯ୍ୟ!: ୮୨ ବର୍ଷୀୟ ବୃଦ୍ଧ ଏବଂ ରିକ୍ସା ଚାଳକଙ୍କ ବ୍ୟାଙ୍କ ଖାତାରେ ଜମା ହେଲା ୭୫୯ କୋଟି

July 13, 2026
Latest News

“ଆକସ୍ମିକ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହନ୍ତୁ”: ଆମେରିକୀୟ ସିନେଟରଙ୍କ ମୃତ୍ୟୁ ପରେ ଟ୍ରମ୍ପଙ୍କୁ ଚେତାବନୀ

July 13, 2026

ଡ୍ରାଇଭରକୁ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗରେ ଯୁବକ କୋର୍ଟ ଚାଲାଣ

July 13, 2026

ପାଖରେ ନାହିଁ କି କ୍ରେଡିଟ୍ କାର୍ଡ?: ଜରୁରୀକାଳୀନ ପରିସ୍ଥିତିରେ କିପରି ପାଇବେ ଶସ୍ତା ଋଣ?

July 13, 2026

ରାମ ମନ୍ଦିର ଦାନ ଚୋରି ମାମଲା: ଟ୍ରଷ୍ଟକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

July 13, 2026

ତାମିଲନାଡୁରେ ସମ୍ପୂର୍ଣ୍ଣ ଗୋହତ୍ୟା ନିଷେଧ ମାମଲା: ହାଇକୋର୍ଟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

July 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.