Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସୋନମ ୱାଙ୍ଗଚୁକ୍‌ଙ୍କୁ ଉଠାଇନେଲା ପୋଲିସ: କଡ଼ା ପ୍ରତିକ୍ରିୟା ରଖିଲେ ପତ୍ନୀ
ଜାତୀୟ ଖବର

ସୋନମ ୱାଙ୍ଗଚୁକ୍‌ଙ୍କୁ ଉଠାଇନେଲା ପୋଲିସ: କଡ଼ା ପ୍ରତିକ୍ରିୟା ରଖିଲେ ପତ୍ନୀ

July 18, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୋନମ ୱାଙ୍ଗଚୁକ
ନ୍ୟୁୟର୍କରୁ ଲଣ୍ଡନ ପର୍ଯ୍ୟନ୍ତ ବ୍ୟାପିଲା ସୋନମ ୱାଙ୍ଗଚୁକଙ୍କ ପାଇଁ ପ୍ରତିବାଦ

ନୂଆଦିଲ୍ଲୀ: ପ୍ରସିଦ୍ଧ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକ୍‌, ଯିଏ ୨୦ ଦିନ ଧରି ଦିଲ୍ଲୀର ଜନ୍ତର ମନ୍ତରରେ ଅନଶନରେ ବସିଥିଲେ, ତାଙ୍କୁ ଆଜି ସକାଳେ ପୋଲିସ ବଳପୂର୍ବକ ବାହାର କରିଦେଇଛି। ତାଙ୍କୁ ହସ୍ପିଟାଲକୁ ନିଆଯାଇଥିବା ସୂଚନା ମିଳିଛି। ତାଙ୍କ ପତ୍ନୀ ଗୀତାଞ୍ଜଳି ଜେ. ଅଙ୍ଗମୋ ଏବେ ଏହି ବିଷୟରେ ଏକ ବିବୃତ୍ତି ଜାରି କରିଛନ୍ତି।

ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଛ ଯେନ୍ତି, “ମୁଁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଅଛି, ଯେଉଁଠାରେ ସୋନମ ୱାଙ୍ଗଚୁକ୍‌ଙ୍କୁ ଭର୍ତ୍ତି କରାଯାଇଛି। ମୋର ସମ୍ମତି ବିନା, ତାଙ୍କ ପରିବାରର ସମ୍ମତି ବିନା ଏବଂ ଗତ ୨୦ ଦିନ ଧରି ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖୁଥିବା ଡାକ୍ତରଙ୍କ ସମ୍ମତି ବିନା ତାଙ୍କୁ କୌଣସି ଔଷଧ କିମ୍ବା ପଦାର୍ଥ ମୌଖିକ କିମ୍ବା ଶିରାଭ୍ୟନ୍ତର ଭାବରେ ଦିଆଯିବା ଉଚିତ୍ ନୁହେଁ।”

ସୋନମ ୱାଙ୍ଗଚୁକ୍‌ଙ୍କ ପତ୍ନୀ ଗୀତାଞ୍ଜଳି କହିଛନ୍ତି ଯେ, “ସେ ସଫଦରଜଙ୍ଗ ହସ୍ପିଟାଲରେ ଅଛନ୍ତି। ମୋ ଅନୁମତି ବିନା ମୁଁ ତାଙ୍କୁ କିଛି ଦେବାକୁ ବାରଣ କରିଛି।” ସେ ଆହୁରି କହିଛନ୍ତି ଯେ, ମୋ ଅନୁମୋଦନ ବିନା କୌଣସି ଚିକିତ୍ସା ଆରମ୍ଭ ହେବା ଉଚିତ୍ ନୁହେଁ।

ସୋନମ ୱାଙ୍ଗଚୁକଙ୍କ ହସ୍ପିଟାଲରେ ଭର୍ତ୍ତି ସମ୍ପର୍କରେ ସେ କହିଛନ୍ତି ଯେ, ସେ ଶୁକ୍ରବାର ଦିନ ସୁସ୍ଥ ମନେ ହେଉଥିଲେ। ଗୀତାଞ୍ଜଳି ଅଙ୍ଗମୋ କହିଛନ୍ତି ଯେ, ସେ ଗତକାଲି ପର୍ଯ୍ୟନ୍ତ ସୁସ୍ଥ ଥିଲେ ଏବଂ ତାଙ୍କୁ ହସ୍ପିଟାଲ ଆଣିବାର କୌଣସି ଆବଶ୍ୟକତା ନଥିଲା। ୱାଙ୍ଗଚୁକଙ୍କ ପତ୍ନୀ ଅଙ୍ଗମୋ କହିଛନ୍ତି ଯେ, ଧାରା ୩୨ ଅନୁଯାୟୀ, ଏହା ମୋର ଅଧିକାର ଯେ ମୋର ଏବଂ ମୋର ଡାକ୍ତରଙ୍କ ସମ୍ମତି ବିନା କିଛି ଦିଆଯାଇପାରିବ ନାହିଁ।

ଏହି ବିଷୟ ସମ୍ପର୍କରେ କକ୍ରୋଚ ଜନତା ପାର୍ଟି ନେତା ଅଭିଜିତ ଦୀପକ କହିଛନ୍ତି ଯେ, ଦିଲ୍ଲୀ ପୋଲିସ ୨୦ ଦିନ ଧରି ଅନଶନରେ ଥିବା ଜଣେ ୬୦ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ଜୋରଜବରଦସ୍ତ ଟାଣି ନେଇଛି। ସେ ଆହୁରି କହିଛନ୍ତି ଯେ, ଦିଲ୍ଲୀ ପୋଲିସ ତାଙ୍କ ବନ୍ଧୁଙ୍କ ଘରୁ ଜନ୍ତର ମନ୍ତରକୁ ଯାଉଥିବା ସମୟରେ ତାଙ୍କୁ ଆକ୍ରମଣ କରିଥିଲା। ସେ ଦିଲ୍ଲୀ ପୋଲିସକୁ ଆରଏସଏସ ଗୁଣ୍ଡା ବୋଲି କହିଥିଲେ।

Breaking News delhi police Gitanjali J Angmo Sonam Wangchuk
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନ ବୈଦେଶିକ ମୁଦ୍ରା ଭଣ୍ଡାରରେ ରେକର୍ଡ ବୃଦ୍ଧି: ୩ ବର୍ଷରେ ୭ ଗୁଣ ବଢ଼ିଲା ପାଣ୍ଠି

September 20, 2026

ପିଏସ୍‌ୟୁ କର୍ମଚାରୀଙ୍କୁ ଦଶହରା ଭେଟି, ୨% ବଢିଲା ମହଙ୍ଗା ଭତ୍ତା

September 20, 2026

ନୂଆଦିଲ୍ଲୀ ଗସ୍ତରୁ ଫେରିଲେ ମୁଖ୍ୟମନ୍ତ୍ରୀ, କ୍ଲିନ୍ ଏନର୍ଜି ଉତ୍ପାଦନ ଦିଗରେ ଓଡ଼ିଶା ଅଗ୍ରସର

September 20, 2026

ଡିଜିଟାଲ୍ ପେମେଣ୍ଟ ବନାମ MDR: ବ୍ୟବସାୟୀଙ୍କ ଅସନ୍ତୋଷ, ରାଜନୀତି ସରଗରମ

September 20, 2026
Latest News

ଆସନ୍ତୁ ଜାଣିବା ଲାଲ ଅଙ୍ଗୁର ଆମ ଦେହ ପାଇଁ କେତେ ଉପକାରୀ

September 20, 2026

ଟ୍ରକକୁ ପିଟିଲା ଟ୍ରକ : ୨ ମୃତ 

September 20, 2026

ମହଙ୍ଗା ପଡ଼ିଲା ଜେଲ ଭିତରେ ମୋବାଇଲ ଦେବା ଘଟଣା: ଡାକ୍ତର ସୁଶାନ୍ତ ପାଣିଗ୍ରାହୀ ସସ୍‌ପେଣ୍ଡ

September 20, 2026

ଭିଜିଲାନ୍ସ ଜାଲରେ ଆଇସିଡିଏସ୍ ସୁପରଭାଇଜର ଓ ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ

September 20, 2026

ପାକିସ୍ତାନ ବୈଦେଶିକ ମୁଦ୍ରା ଭଣ୍ଡାରରେ ରେକର୍ଡ ବୃଦ୍ଧି: ୩ ବର୍ଷରେ ୭ ଗୁଣ ବଢ଼ିଲା ପାଣ୍ଠି

September 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.