Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସେପ୍ଟେମ୍ବର ୧୭ରେ ‘ସେମିକନ୍ ଇଣ୍ଡିଆ ୨୦୨୬’ର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
ଜାତୀୟ ଖବର

ସେପ୍ଟେମ୍ବର ୧୭ରେ ‘ସେମିକନ୍ ଇଣ୍ଡିଆ ୨୦୨୬’ର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

September 16, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
PM Maan Ki Baat
ସେପ୍ଟେମ୍ବର ୧୭ରେ ‘ସେମିକନ୍ ଇଣ୍ଡିଆ ୨୦୨୬’ର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ ସେପ୍ଟେମ୍ବର ୨୦୨୬ ସକାଳ ପ୍ରାୟ ୧୦ଟା ସମୟରେ ନୂଆଦିଲ୍ଲୀର ଯଶୋଭୂମିଠାରେ ‘ସେମିକନ୍ ଇଣ୍ଡିଆ ୨୦୨୬’ ର ଉଦ୍ଘାଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ଜନସାଧାରଣଙ୍କୁ ମଧ୍ୟ ସମ୍ବୋଧିତ କରିବେ।

୧୭ ରୁ ୧୯ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ତିନି ଦିନିଆ ସମ୍ମିଳନୀ ଓ ପ୍ରଦର୍ଶନୀ ‘ସିଲିକନ୍ ଟୁ ସିଷ୍ଟମ୍ସ: ବିଲ୍ଡିଂ ଦ ଇକୋସିଷ୍ଟମ୍’ ବିଷୟବସ୍ତୁ ଉପରେ ଆଧାରିତ ହେବ। ଏହା ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ମୂଲ୍ୟ ଶୃଙ୍ଖଳା ସହ ଜଡ଼ିତ ବିଶ୍ୱସ୍ତରୀୟ ଓ ଭାରତୀୟ କମ୍ପାନୀ, ନୀତି ନିର୍ଦ୍ଧାରକ, ନିବେଶକ, ଗବେଷକ, ଷ୍ଟାର୍ଟଅପ୍, ଶିକ୍ଷାନୁଷ୍ଠାନ ଏବଂ ଛାତ୍ରଛାତ୍ରୀମାନଙ୍କୁ ଏକତ୍ରିତ କରିବ। ଏହି ସମ୍ମିଳନୀ ଭାରତରେ ସହଯୋଗ, ନିବେଶ, ନବାଚାର ଏବଂ ପ୍ରତିଭା ବିକାଶକୁ ଆଗକୁ ବଢ଼ାଇବା ଉପରେ ଗୁରୁତ୍ୱାରୋପ କରିବ । ସମାନ୍ତରଳ ଅଧିବେଶନଗୁଡିକ ମଧ୍ୟରେ ଡିସ୍ପ୍ଲେ ଶିଳ୍ପରେ ଅଗ୍ରଗତି, ସହଯୋଗ ଓ ମିଳିତ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ଛଅଟି ଦେଶର ‘ରାଉଣ୍ଡଟେବଲ୍ ବୈଠକ ଏବଂ ମହିଳା ନେତୃତ୍ୱ ଉପରେ ଏକ ଫୋରମ୍ ଆଦି ଅନ୍ତର୍ଭୁକ୍ତ ରହିବ।

‘ସେମିକନ୍ ଇଣ୍ଡିଆ ୨୦୨୬’ ଏକ ବ୍ୟାପକ ମୂଲ୍ୟ-ଶୃଙ୍ଖଳା ଦୃଷ୍ଟିକୋଣ ଗ୍ରହଣ କରିବ, ଯେଉଁଥିରେ ସେମିକଣ୍ଡକ୍ଟର ସାମଗ୍ରୀ, ଉପକରଣ ଏବଂ ଚିପ୍ ଡିଜାଇନ୍ଠାରୁ ଆରମ୍ଭ କରି ଫ୍ୟାବ୍ରିକେସନ୍, ଉନ୍ନତ ପ୍ୟାକେଜିଂ, ଇଲେକ୍ଟ୍ରୋନିକ୍ସ ଏବଂ ସିଷ୍ଟମ୍ ପର୍ଯ୍ୟନ୍ତ ଯାତ୍ରା ପ୍ରଦର୍ଶିତ ହେବ। ନୂତନ ‘ସ୍ୟାଣ୍ଡ୍ ଟୁ ସିଲିକନ୍ ଟୁ ସିଷ୍ଟମ୍ସ’ ମୂଲ୍ୟ ଶୃଙ୍ଖଳା ଅଭିଜ୍ଞତା କାର୍ଯ୍ୟକ୍ରମ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ମଧ୍ୟରେ ଏହି ଯାତ୍ରାକୁ ଉପସ୍ଥାପନ କରିବ।

ସେମିକନ୍ ଇଣ୍ଡିଆ ୨୦୨୬ରେ ୬୦୦ରୁ ଅଧିକ କମ୍ପାନୀ ଅଂଶଗ୍ରହଣ କରିବେ ଏବଂ ଏଥିରେ ପ୍ରାୟ ୫୦,୦୦୦ ଦର୍ଶକଙ୍କ ସମାଗମ ହେବାର ଆଶା କରାଯାଉଛି। ଏଥିରେ ୫୨ଟି ଦେଶର ପ୍ରତିନିଧି, ୪୦୦ରୁ ଅଧିକ ବରିଷ୍ଠ ଅଧିକାରୀ ଏବଂ ୧୫୦ରୁ ଅଧିକ ବକ୍ତା ସାମିଲ ହେବେ। ଏହି ପ୍ରଦର୍ଶନୀରେ ଜାପାନ, ଦକ୍ଷିଣ କୋରିଆ, ମାଲେସିଆ, ନେଦରଲ୍ୟାଣ୍ଡ, ସିଙ୍ଗାପୁର ଓ ସ୍ୱିଡେନର ପ୍ରତିନିଧିତ୍ୱ କରୁଥିବା ଛଅଟି କଣ୍ଟ୍ରି ପାଭିଲିଅନ୍ ସହିତ ୧୨ଟି ରାଜ୍ୟସ୍ତରୀୟ ବୁଥ୍, ଏକ ଷ୍ଟାର୍ଟଅପ୍ ପାଭିଲିଅନ୍, ଇନୋଭେସନ୍ ଶୋ-କେସ୍, ଷ୍ଟୁଡେଣ୍ଟ୍ ହ୍ୟାକାଥନ୍ ଏବଂ କର୍ମଜୀବୀ ବିକାଶ ପାଭିଲିଅନ୍ ରହିବ।

ଜାପାନ୍ ଦକ୍ଷିଣ କୋରିଆ ନେଦରଲ୍ୟାଣ୍ଡ ମାଲେସିଆ ସିଙ୍ଗାପୁର ସେପ୍ଟେମ୍ବର ୧୭ ସେମିକନ୍ ଇଣ୍ଡିଆ ୨୦୨୬' ସ୍ୱିଡେନ
Share. Facebook Twitter LinkedIn Email WhatsApp Copy Link

Related Posts

ଜିଓ ବ୍ୟବହାରକାରୀଙ୍କୁ ମିଳିବ ୧୨ ମାସ ପାଇଁ ମାଗଣା କାନଭା ପ୍ରୋ: ୪ ହଜାର ପର୍ଯ୍ୟନ୍ତ ସଞ୍ଚୟର ସୁଯୋଗ

September 16, 2026

ଅନନ୍ତ ନାଗଙ୍କୁ ମିଳିବ ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ‘ଦାଦାସାହେବ ଫାଲକେ ପୁରସ୍କାର’

September 16, 2026

ସମ୍ବଲପୁରରୁ ପାଣିପାଗ ଉପରେ ନଜର ରଖିବ ‘ମେକ୍ ଇନ୍ ଇଣ୍ଡିଆ’ ଡପ୍‌ଲର ରାଡାର୍

September 16, 2026

ସୁପ୍ରିମକୋର୍ଟରେ ପହଞ୍ଚିଲା UPI ପେମେଣ୍ଟ ମାମଲା: ଦାୟର ହେଲା ଜନସ୍ୱାର୍ଥ ମାମଲା

September 16, 2026
Latest News

ସେପ୍ଟେମ୍ବର ୧୭ରେ ‘ସେମିକନ୍ ଇଣ୍ଡିଆ ୨୦୨୬’ର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

September 16, 2026

ଜିଓ ବ୍ୟବହାରକାରୀଙ୍କୁ ମିଳିବ ୧୨ ମାସ ପାଇଁ ମାଗଣା କାନଭା ପ୍ରୋ: ୪ ହଜାର ପର୍ଯ୍ୟନ୍ତ ସଞ୍ଚୟର ସୁଯୋଗ

September 16, 2026

ସୋଆର ଫ୍ୟାକଲ୍ଟି ଅଫ୍ ନର୍ସିଂ ଏବଂ ଫାର୍ମାସୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ

September 16, 2026

ଅନନ୍ତ ନାଗଙ୍କୁ ମିଳିବ ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ‘ଦାଦାସାହେବ ଫାଲକେ ପୁରସ୍କାର’

September 16, 2026

ସମ୍ବଲପୁରରୁ ପାଣିପାଗ ଉପରେ ନଜର ରଖିବ ‘ମେକ୍ ଇନ୍ ଇଣ୍ଡିଆ’ ଡପ୍‌ଲର ରାଡାର୍

September 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.