Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Odisha Cyclone Update: ସାମ୍ଭବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମନ୍ତ୍ରୀ ଓ ଆଇଏଏସ ଅଫିସରଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ବ
ଜାତୀୟ ଖବର

Odisha Cyclone Update: ସାମ୍ଭବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମନ୍ତ୍ରୀ ଓ ଆଇଏଏସ ଅଫିସରଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ବ

October 25, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Odisha Cyclone Update
Odisha Cyclone Update: ସାମ୍ଭବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆଠ ମନ୍ତ୍ରୀ ଓ ପାଞ୍ଚ ଆଇଏଏସ ଅଫିସରଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ବ

Odisha Cyclone Update: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହେବା ପରେ ତାହା ଧିରେ ଧିରେ ଘନିଭୂତ ହେବାରେ ଲାଗିଛି। ଫଳରେ ଏହି ଅବପାତ ବାତ୍ୟାରେ ପରିଣତ ହେବା ନିଶ୍ଚିତ ହୋଇଛି। ଏହା ଫଳରେ ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହିତ  ଘଣ୍ଟାପ୍ରତି ୧୧୫ ରୁ ୧୨୫ କିଲୋମିଟର ପବନ ପ୍ରବାହିତ ମଧ୍ୟ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଠ ଜଣ ମନ୍ତ୍ରଙ୍କୁ ଆଠଟି ଜିଲ୍ଲା ଦାୟିତ୍ବ ଦେଇଛନ୍ତି। ସେମାନେ ହେଲ..

  • କୋରାପୁଟ: ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ
  • ରାୟଗଡ଼ା: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
  • କନ୍ଧମାଳ: ମନ୍ତ୍ରୀ ରବି ନାଏକ
  • ଗଞ୍ଜାମ: ମନ୍ତ୍ରୀ ବିଭୂତି ଜେନା
  • ନବରଙ୍ଗପୁର: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ମାଲକାନଗିରି: ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
  • କଳାହାଣ୍ଡି: ମନ୍ତ୍ରୀ ମୁକେଶ ମହାଲିଙ୍ଗ
  • ଗଜପତି: ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ମନ୍ତ୍ରୀମାନେ ବାତ୍ୟା ସମୟରେ ସେହି ଜିଲ୍ଲାର ସ୍ଥିତି ଉପରେ ନଜର ରଖି ପଦକ୍ଷେପ ଗ୍ରହଣ କରିବେ। ସେହିପରି ରାଜ୍ୟ ସରକାର ପାଞ୍ଚ ଜଣ ଆଇଏଏସ ଅଫିସରଙ୍କୁ ମଧ୍ୟ ବାତ୍ୟା ମୁକାବିଲା ପାଇଁ ପାଞ୍ଚଟି ଜିଲ୍ଲାର ଦାୟିତ୍ବ ପ୍ରଦାନ କରାଯାଇଛି। ସେମାନେ ହେଲେ

  • କେ ସୁଦର୍ଶନ ଚକ୍ରବର୍ତ୍ତି- ରାୟଗଡା
  • ଡ ପୁମା ଟୁଡୁ- କୋରାପୁଟ
  • ବିଜୟ କୁମାର ଦାସ- ଗଜପତି
  • ଡ ୟାଦ୍ଦୁଲା ବିଜୟ- ମାଲକାନଗିରି
  • ଡ ମହେଶ୍ବର ସ୍ବାଇଁ- ନବରଙ୍ଗପୁର
cyclone Odisha Cyclone Update ବାତ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

କର୍ଣାଟକରେ ପୁଣି ଭାଷା ବିବାଦ: ଘରୋଇ କମ୍ପାନୀଗୁଡ଼ିକୁ କଡ଼ା ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ

October 25, 2026

କୋଟିଆ ପାଇଁ ବିଜେପି ସରକାରଙ୍କ ନାହିଁ ଆନ୍ତରିକତା : ବିଜେଡି

October 25, 2026

ସମ୍ଭାବ୍ୟ ବାତ୍ୟା ପ୍ରଭାବ: ଆର୍ଯ୍ୟପଲ୍ଲୀ ଜେଟିରେ ଆଶ୍ରୟ ନେଲେ ଆନ୍ଧ୍ରର ଦୁଇ ମାଛଧରା ଟ୍ରଲର

October 25, 2026

ପ୍ରଧାନମନ୍ତ୍ରୀଙ୍କ ଉପରେ ଖଡଗେଙ୍କ ବିବାଦୀୟ ବୟାନ ମାମଲା: କଡ଼ା ଆକ୍ରମଣ କଲେ ଅମିତ ଶାହା

October 25, 2026
Latest News

କର୍ଣାଟକରେ ପୁଣି ଭାଷା ବିବାଦ: ଘରୋଇ କମ୍ପାନୀଗୁଡ଼ିକୁ କଡ଼ା ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ

October 25, 2026

କୋଟିଆ ପାଇଁ ବିଜେପି ସରକାରଙ୍କ ନାହିଁ ଆନ୍ତରିକତା : ବିଜେଡି

October 25, 2026

ସମ୍ଭାବ୍ୟ ବାତ୍ୟା ପ୍ରଭାବ: ଆର୍ଯ୍ୟପଲ୍ଲୀ ଜେଟିରେ ଆଶ୍ରୟ ନେଲେ ଆନ୍ଧ୍ରର ଦୁଇ ମାଛଧରା ଟ୍ରଲର

October 25, 2026

Odisha Cyclone Update: ସାମ୍ଭବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମନ୍ତ୍ରୀ ଓ ଆଇଏଏସ ଅଫିସରଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ବ

October 25, 2026

କେନ୍ୟାରେ ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା: ୨୨ ମୃତ

October 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.