Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ହସ୍ପିଟାଲରେ ଭର୍ତ୍ତି ହେଲେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ
ଜାତୀୟ ଖବର

ହସ୍ପିଟାଲରେ ଭର୍ତ୍ତି ହେଲେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ

December 9, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିପିଆଇ(ଏମ୍) ନେତା  ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆଜି ଅପରାହ୍ନରେ କୋଲକାତାର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ‘ଫ୍ଲୁ କ୍ଲିନିକ୍’ରେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କୁ ଭର୍ତ୍ତି କରାଯାଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଦ୍ଧଦେବଙ୍କ ଆରୋଗ୍ୟ କାମନା କରିଛନ୍ତି।

ସୂଚନାଯୋଗ୍ୟ, 2000 ମସିହାରୁ 2011 ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ  ଦାୟିତ୍ବ ତୁଲାଇଥିଲେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ । 2018 ମସିହାରେ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ସିପିଏମର ପଲ୍ଟିବ୍ୟୁରୋ, କେନ୍ଦ୍ରୀୟ ସମିତିରୁ ଓହରିଯାଇଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ଯୋଗ ଦେଇଥିବା ଆପ ସାଂସଦ ସନ୍ଦୀପ ପାଠକଙ୍କ ବିରୋଧରେ ଏଫଆଇଆର ରୁଜୁ

May 2, 2026

ଏବେ ଘରୋଇ ସିଲିଣ୍ଡରର ପାଳି!: ୪୦ ରୁ ୫୦ ଟଙ୍କା ହୋଇପାରେ ମହଙ୍ଗା

May 2, 2026

ବାଜିଲା ସତର୍କର ଘଣ୍ଟି!: ଆଗାମୀ ୫-୭ ଦିନ ମଧ୍ୟରେ ବୃଦ୍ଧି ପାଇପାରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ

May 2, 2026

ଭାରତକୁ ଲାଇଭ୍‌ କାର୍ଯ୍ୟକ୍ରମର କେନ୍ଦ୍ର ସ୍ଥଳୀରେ ପରିଣତ କରିବା ଲାଗି ରୂପରେଖର ସମୀକ୍ଷା

May 2, 2026
Latest News

ଏମର୍ଜେନ୍ସି ଆଲର୍ଟ : ଭୟଭୀତ ହୁଅନ୍ତୁ ନାହିଁ

May 2, 2026

ବିଜେପିରେ ଯୋଗ ଦେଇଥିବା ଆପ ସାଂସଦ ସନ୍ଦୀପ ପାଠକଙ୍କ ବିରୋଧରେ ଏଫଆଇଆର ରୁଜୁ

May 2, 2026

ଏବେ ଘରୋଇ ସିଲିଣ୍ଡରର ପାଳି!: ୪୦ ରୁ ୫୦ ଟଙ୍କା ହୋଇପାରେ ମହଙ୍ଗା

May 2, 2026

ବାଜିଲା ସତର୍କର ଘଣ୍ଟି!: ଆଗାମୀ ୫-୭ ଦିନ ମଧ୍ୟରେ ବୃଦ୍ଧି ପାଇପାରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ

May 2, 2026

ଶିଳପୁଆରେ ଛେଚି ବାପାକୁ ମାରିଲା ପୁଅ

May 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.