Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଖୋଲିବ ରତ୍ନ ଭଣ୍ଡାର, ମନ୍ଦିର ପରିଚାଳନା ବୈଠକରେ ନିଆଗଲା ବଡ ନିଷ୍ପତି, ଜାଣନ୍ତୁ କେବେ
ରାଜ୍ୟ ଖବର

ଖୋଲିବ ରତ୍ନ ଭଣ୍ଡାର, ମନ୍ଦିର ପରିଚାଳନା ବୈଠକରେ ନିଆଗଲା ବଡ ନିଷ୍ପତି, ଜାଣନ୍ତୁ କେବେ

August 4, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ଖୋଲିବ ରତ୍ନ ଭଣ୍ଡାର, ମନ୍ଦିର ପରିଚାଳନା ବୈଠକରେ ନିଆଗଲା ବଡ ନିଷ୍ପତି, ଜାଣନ୍ତୁ କେବେ

ପୁରୀ:ଶେଷରେ ବହୁ ବାଦବିବାଦ ପରେ ମହାପ୍ରଭୃଙ୍କ ରତ୍ନଭଣ୍ଡାର ଖୋଲାଯିବ। ଆଜି ପୁରୀରେ ବସିଥିବା ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏହି ନିଷ୍ପତି ନିଆଯାଇଛି। ତେବେ ଏହି ବୈଠକର ନିଷ୍ପତି ଅନୁସାରେ ଆସନ୍ତା ବର୍ଷ ରଥଯାତ୍ରା ବେଳକୁ ଏହା ଖୋଲାଯିବ। ସେଥିପାଇଁ ଏହି ବୈଠକରେ ଏଏସଆଇ କୁ ଅନୁମତି ପ୍ରଦାନ କରିବାକୁ ନିଷ୍ପତି କରାଯାଇଛି।

ରଥଯାତ୍ରା ବେଳେ ତିନିଠାକୁର ଶ୍ରୀମନ୍ଦିରରେ ନ ଥିବେ ଏବଂ ଏହି ସର୍ଭେ କରିବା ପାଇଁ ସୁବିଧା ହେବା ନେଇ ପରିଚାଳନା ବୈଠକରେ ନିଷ୍ପତି ନିଆଯାଇଛି। ଏ ନେଇ ବୈଠକେ ବହୁ ସମୟ ଆଲୋଚନା କରାଯାଇଥିଲା। ଠାକୁର ମନ୍ଦିରରେ ରହିବା ସମୟରେ ନା ନ ଥିବା ସମୟରେ ରତ୍ନଭଣ୍ଡାର ଯାଞ୍ଚ ହେଲେ ଭଲ ସେ ନେଇ ଆଲୋଚନା ହୋଇ ନ ଥିଲା। ଶେଷରେ ତିନିଠାକୁର ନ ଥିବା ବେଳେ ଅର୍ଥାତ ଆସନ୍ତା ରଥଯାତ୍ରାରେ ଏହି ଯାଞ୍ଚ କରାଯିବ।

ତେବେ ଏ ନେଇ ମନ୍ଦିର ପରିଚାଳନା କମିଟ ରାଜ୍ୟ ସରକାରଙ୍କୁ ଏକ ଚିଠି କରିବେ। ଏହି ଯାଞ୍ଚ ବେଳେ ଏକ ବିଚାରବିଭାଗୀୟ କମିଟ ଗଠନ ଉପସ୍ଥିତ ରହିବାକୁ ଅନୁରୋଧ କରିବେ। ରାଜ୍ୟ ସରକାର ସେହି କମିଟ ଗଠନ କରିବେ। ଏଥିସହିତ ଶ୍ରୀମନ୍ଦିର ପ୍ରଶାସନ ଆଉ ଏକ କମିଟ ଗଠନ କରିବେ। ଏଥିରେ ଏଏସଆଇ ଟିମ ସହିତ ବୈଷୟିକ ଦଳ ଏବଂ ସେବାୟତ ଓ ପ୍ରଶାସକ ସାମିଲ ହେବେ।

ଏହି ବୈଠକ ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ମିଡିଆକୁ କହିଛନ୍ତି ଯେ, ଏଏସଆଇ ରତ୍ନ ଭଣ୍ଡାର ଯାଞ୍ଚ କରିବା ପାଇଁ ମନ୍ଦିର ପ୍ରଶାସନଙ୍କୁ ଏକ ଚିଠି କରିଥିଲେ। ସେହି ଚିଠି ଉପରେ ବିସ୍ତୁତ ଆଲୋଚନା ହେବା ପରେ ପରିଚାଳନା କମିଟ ଏହି ନିଷ୍ପତି କରିଛନ୍ତି। ତେବେ ଏଏସଆଇ ଏହି ଯାଞ୍ଚ ବେଳେ ଯେପରି ଅତ୍ୟାଧୁନିକ ତଥା ଡିଜିଟାଲ ଉପକରଣ ବ୍ୟବହାର କରିବ ସେ ନେଇ ଅନୁରୋଧ କରାଯାଇଛି।

ରତ୍ନଭଣ୍ଡାର ଶ୍ରୀମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ବ ଅସ୍ଥିରତା ସମୟରେ ଭାରତର ସୁଦୃଢ ତୈଳ ନିରାପତ୍ତା

March 8, 2026

ପଶ୍ଚିମବଙ୍ଗରେ ରାଷ୍ଟ୍ରପତିଙ୍କ ଅପମାନ ଏବଂ ସାନ୍ତାଳ ସଂସ୍କୃତିର ଅନାଦରକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ

March 8, 2026

ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ ଚଳାଚଳରେ ଅସ୍ଥାୟୀ ପରିବର୍ତ୍ତନ

March 7, 2026

ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳିତ

March 7, 2026
Latest News

T20 World Cup: ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ନିର୍ଣ୍ଣାୟକ ଲଢେଇ

March 8, 2026

ବିଶ୍ବ ଅସ୍ଥିରତା ସମୟରେ ଭାରତର ସୁଦୃଢ ତୈଳ ନିରାପତ୍ତା

March 8, 2026

ଏନଏଚଆରସିଙ୍କ ହସ୍ତକ୍ଷେପ ପରେ ଥାଇଲ୍ୟାଣ୍ଡରୁ ଫେରିଲେ ନିର୍ଯାତିତ ଛଅ ଓଡ଼ିଆ ଶ୍ରମିକ

March 8, 2026

ଅନ୍ତର୍ଜାତୀୟ ମହିଳା ଦିବସରେ କର୍ତ୍ତବ୍ୟ ପଥ ଠାରେ ଆୟୋଜିତ ହେବ ‘ଶକ୍ତି ପଦଯାତ୍ରା’

March 8, 2026

ପଶ୍ଚିମବଙ୍ଗରେ ରାଷ୍ଟ୍ରପତିଙ୍କ ଅପମାନ ଏବଂ ସାନ୍ତାଳ ସଂସ୍କୃତିର ଅନାଦରକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ

March 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.