Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ବିଧାସନସଭା ଆସନ ପାଇଁ ଜାରି ହେଲା ବିଜେଡ଼ି ର ପ୍ରଥମ ପ୍ରାର୍ଥୀ ତାଲିକା: ଘୋଷଣା କଲେ ନବୀନ ପଟ୍ଟନାୟକ
ରାଜ୍ୟ ଖବର

ବିଧାସନସଭା ଆସନ ପାଇଁ ଜାରି ହେଲା ବିଜେଡ଼ି ର ପ୍ରଥମ ପ୍ରାର୍ଥୀ ତାଲିକା: ଘୋଷଣା କଲେ ନବୀନ ପଟ୍ଟନାୟକ

March 27, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଆଜି ଉଭୟ ଲୋକସଭା ଏବଂ ବିଧାନସଭା ପାଇଁ ବିଜେଡ଼ି ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ସହ ଓଡିଶାବାସୀଙ୍କ ଠାରେ ଆଶୀର୍ବାଦ ଭିକ୍ଷା କରିଛନ୍ତି। ତେବେ ପ୍ରଥମ ପ୍ରାର୍ଥୀ ତାଲିକାରେ 72 ଆସନ ପାଇଁ ନାମ ଘୋଷଣା ହୋଇଛି। ସେହିଭଳି ଲୋକସଭା ଆସନ ପାଇଁ 9 ଜଣିଆ ପ୍ରାର୍ଥୀ ତାଲିକା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ବିଜେଡି ବିଧାନସଭା ପ୍ରାର୍ଥୀ

  1. ବିଷମ କଟକ– ଜଗନ୍ନାଥ ସାରକା
  2. ଗୁଣୁପୁର– ରଘୁନାଥ ଗମାଙ୍ଗ
  3. ରାୟଗଡା– ଅନୁସୂୟା ମାଝୀ
  4. ବରଗଡ– ଦେବେଶ ଆଚାର୍ଯ୍ୟ
  5. ବିଜେପୁର– ରୀତା ସାହୁ
  6. ଅତାବିରା– ସେହ୍ନାଙ୍ଗିନୀ ଛୁରିଆ
  7. ଭଟଲି– ସୁଶାନ୍ତ ସିଂ
  8. ଜଳେଶ୍ୱର– ଅଶ୍ୱିନୀ କୁମାର ପାତ୍ର
  9. ବସ୍ତା– ସୁବାସିନୀ ଜେନା
  10. ଭଣ୍ଡାରୀପୋଖରୀ– ସଞ୍ଜୀବ ମଲ୍ଲିକ
  11. ଭଦ୍ରକ– ପ୍ରଫୁଲ ସାମଲ
  12. ବାସୁଦେବପୁର– ବିଷ୍ମୁବତ୍ର ରାଉତରାୟ
  13. ଧାମନଗର– ଡକ୍ଟର ସଞ୍ଜୟ କୁମାର ଦାସ
  14. ଚାନ୍ଦବାଲି– ବ୍ୟୋମକେଶ ରାୟ
  15. ବିଞ୍ଝାରପୁର– ପ୍ରମିଳା ମଲ୍ଲିକ
  16. ଧର୍ମଶାଳା– ପ୍ରଣବ ବଳବନ୍ତରାୟ
  17. ଯାଜପୁର– ସୁଜାତା ସାହୁ
  18. ସୁକିନ୍ଦା– ପ୍ରୀତିରଞ୍ଜନ ଘଡେଇ
  19. ଢେଙ୍କାନାଳ– ସୁଧୀର ସାମଲ
  20. କାମାକ୍ଷାନଗର– ପ୍ରଫୁଲ କୁମାର ମଲ୍ଲିକ
  21. ପରଜଙ୍ଗ– ନୃସିଂହ ସାହୁ
  22. ପାଲଲହଡା– ମୁକେଶ ପାଲ
  23. ଛେଣ୍ଡିପଦା– ସୁଶାନ୍ତ କୁମାର ବେହେରା
  24. ସୋନପୁର– ନିରଞ୍ଜନ ପୂଜାରୀ
  25. ଲୋଇସିଂହା– ନିହାର ରଞ୍ଜନ ବେହେରା
  26. ପାଟଣାଗଡ– ସରୋଜ ମେହେର
  27. ବଲାଙ୍ଗୀର– କଳିକେଶ ନାରାୟଣ ସିଂହଦେଓ
  28. ଟିଟିଲାଗଡ– ଟୁକୁନି ସାହୁ
  29. ନୂଆପଡା– ରାଜେନ୍ଦ୍ର ଢୋଲକିଆ
  30. ଉମରକୋଟ– ନବୀନା ନାୟକ
  31. ଝରିଗାଁ– ରମେଶ ଚନ୍ଦ୍ର ମାଝୀ
  32. ନବରଙ୍ଗପୁର– କୌଶଲ୍ୟା ପ୍ରଧାନୀ
  33. ଡାବୁଗାଁ– ମନୋହର ରନ୍ଧାରୀ
  34. ଲାଞ୍ଜିଗଡ– ପ୍ରଦୀପ କୁମାର ଦିଶାରୀ
  35. ଜୁନାଗଡ– ଦିବ୍ୟଶଙ୍କର ମିଶ୍ର
  36. ଧର୍ମଗଡ– ପୁଷ୍ପେନ୍ଦ୍ର ସିଂ ଦେଓ
  37. ଭବାନୀପାଟଣା– ଲତିକା ନାୟକ
  38. ଜି ଉଦୟଗିରି– ସାଲୁଗା ପ୍ରଧାନ
  39. କଣ୍ଟାମାଳ– ମହିଧର ରଣା
  40. ବୌଦ୍ଧ– ପ୍ରଦୀପ କୁମାର ଅମାତ
  41. ବଡମ୍ବା– ଦେବୀ ପ୍ରସାଦ ମିଶ୍ର
  42. ବାଙ୍କୀ– ଦେବୀରଞ୍ଜନ ତ୍ରିପାଠୀ
  43. ଆଠଗଡ– ରଣେନ୍ଦ୍ର ପ୍ରତାପ ସ୍ୱାଇ
  44. କଟକ ଚୌଦାର– ସୌଭିକ ବିଶ୍ୱାଳ
  45. ନିଆଳି– ପ୍ରମୋଦ ମଲ୍ଲିକ
  46. କଟକ ସଦର– ଚନ୍ଦ୍ରସାରଥୀ ବେହେରା
  47. ପାଟକୁରା– ଅରବିନ୍ଦ ମହାପାତ୍ର
  48. ଆଳି– ପ୍ରତାପ ଦେବ
  49. ରାଜନଗର– ଧ୍ରୁବ ସାହୁ
  50. ମହାକାଳପଡା– ଅତନୁ ସବ୍ୟସାଚ୍ଚୀ ନାୟକ
  51. ପୁରୀ– ସୁନୀଲ ମହାନ୍ତି
  52. ବ୍ରହ୍ମଗିରି– ଉମାକାନ୍ତ ସାମନ୍ତରାୟ
  53. ସତ୍ୟବାଦୀ– ସଞ୍ଜୟ ଦାସବର୍ମା
  54. ପିପିଲି– ରୁଦ୍ର ପ୍ରସାଦ ମହାରଥୀ
  55. ଜଟଣୀ– ବିଭୂତି ବଳବନ୍ତରାୟ
  56. ରଣପୁର– ସତ୍ୟନାରାୟଣ ପ୍ରଧାନ
  57. ଦଶପଲ୍ଲା– ରମେଶ ଚନ୍ଦ୍ର ବେହେରା
  58. ନୟାଗଡ– ଅରୁଣ ସାହୁ
  59. ଭଞ୍ଜନଗର– ବିକ୍ରମ କେଶରୀ ଆରୁଖ
  60. ପୋଲସରା– ଶ୍ରୀକାନ୍ତ ସାହୁ
  61. କବିସୂର୍ଯ୍ୟନଗର– ଲତିକା ପ୍ରଧାନ
  62. ଛତ୍ରପୁର– ସୁବାଷ ଚନ୍ଦ୍ର ବେହେରା
  63. ସୋରଡା– ସଂଘମିତ୍ରା ସ୍ୱାଇଁ
  64. ହିଞ୍ଜିଳି– ନବୀନ ପଟ୍ଟନାୟକ
  65. ଗୋପାଳପୁର– ବିକ୍ରମ କୁମାର ପଣ୍ଡା
  66. ଦିଗପହଣ୍ଡି– ବିପ୍ଲବ ପାତ୍ର
  67. ଚିକିଟି– ଚିନ୍ମୟ ନନ୍ଦ ଶ୍ରୀରୂପଦେବ
  68. କୋଟପାଡ– ଚନ୍ଦ୍ରଶେଖର ମାଝୀ
  69. କୋରାପୁଟ– ରଘୁରାମ ପୋଡାଲ
  70. ମାଲକାନଗିରି– ମାନସ ମାକାମ୍ବୀ
  71. କାଶୀପୁର– ବଦ୍ରିନାରାୟଣ ପାତ୍ର
  72. ପାଟଣା– ଜଗନ୍ନାଥ ନାୟକ
BJD election 2024 naveen pattanayak Odisha
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026
Latest News

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026

‘ସୋଆ ପ୍ରକ୍ସିମା ୨୦୨୬’ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଲେ ସନ୍ଥ ଗୌର ଗୋପାଳ ଦାସ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.