Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଭୁବନେଶ୍ବରରେ ଉଦଘାଟିତ ହେଲା ‘ପାଣ୍ଡା କବସ’ର ଦ୍ଵିତୀୟ ଶାଖା
ରାଜ୍ୟ ଖବର

ଭୁବନେଶ୍ବରରେ ଉଦଘାଟିତ ହେଲା ‘ପାଣ୍ଡା କବସ’ର ଦ୍ଵିତୀୟ ଶାଖା

March 10, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରରେ ଉଦଘାଟିତ ହେଲା 'ପାଣ୍ଡା କବ୍ସ'ର ଦ୍ଵିତୀୟ ଶାଖା

ଭୁବନେଶ୍ୱର: ପଟିଆ ସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲ ପରିସରରେ ତା -୯/୩/୨୦୨୫ ରିଖ ରବିବାର ଦିନ ‘ପାଣ୍ଡା କବ୍’ସ ଦ୍ୱିତୀୟ ଶାଖା ଉଦ୍ଘାଟିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୂଖ୍ୟ ଅତିଥି ରୂପେ ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ତଥା ଓଡିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ପୂର୍ବତନ ଅଧ୍ୟକ୍ଷ କୁନା ତ୍ରିପାଠୀ ଯୋଗଦେଇ ‘ପାଣ୍ଡା କବସ୍’ ର ଉଦ୍ଘାଟନ କରିଥିଲେ ।

ପିଲାମାନଙ୍କର ଅନ୍ତର୍ନିହିତ ଗୁଣାବଳି ର ବିକାଶ, କୌଶଳଭିତ୍ତିକ ପାଠ୍ୟକ୍ରମ ଏଵଂ ଆଧୁନିକ ପାଠ୍ୟ ଖସଡ଼ା ପଦ୍ଧତିରେ ଶିକ୍ଷାଦାନ ଆଦି ‘ପାଣ୍ଡା କବସ ‘ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରୋତ୍ସାହକ ଜନ୍ମେଜୟ ଜେନା ,ଅଜନ୍ତା କଳା ମିଶ୍ର ,ଅମିତ୍ ଖୁଣ୍ଟିଆ , ସେଣ୍ଟ ଜାଭିୟର୍ସ ଗ୍ରୁପ ଅଫ ସ୍କୁଲ ର ନିର୍ଦେଶକ ଡ଼ା. ପ୍ରଭୁଚରଣ ମହାନ୍ତି , ମେନେଜିଙ୍ଗ ଟ୍ରଷ୍ଟି ସ୍ନିଗ୍ଧା ମହାନ୍ତି , ଡମ୍ବୁରୁ ପାଠଶାଳାର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସମ୍ୟକ ମହାନ୍ତି, ‘ପାଣ୍ଡାକବ୍ସ’ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସମର୍ଥ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ବିଦ୍ୟାଳୟର ଅଧ୍ୟକ୍ଷା ପି.ଏସ. ପ୍ରିୟଦର୍ଶିନୀଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମଟିକୁ ସୁଚାରୁ ରୂପେ ପରିଚାଳନା କରାଯାଇଥିଲା । ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମଧ୍ୟ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ କୁନି କୁନି ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇ ଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଅରୁଣାଚଳ ପ୍ରଦେଶ ଓ ତ୍ରିପୁରା ଗସ୍ତ କରିବେ ପ୍ରଧାନମନ୍ତ୍ରୀ

September 22, 2025

ଭୁବନେଶ୍ୱର ଏମ୍ସର ତ୍ରୟୋଦଶ ବାର୍ଷିକୋତ୍ସବ

September 22, 2025

ଛକା ମାରିବାରେ ବିଶ୍ଵ ରେକର୍ଡ କଲେ ଅଭିଷେକ ଶର୍ମା: ପଛରେ ପଡିଲେ କ୍ରିସ୍ ଗେଲ୍, ସୂର୍ଯ୍ୟକୁମାର

September 22, 2025

ଲୋଇସିଂହାଠାରେ ନମୋ ଯୁବ ଗଣଦୌଡ଼ର ଶୁଭାରମ୍ଭ କଲେ ସ୍ବାସ୍ଥ୍ୟମନ୍ତ୍ରୀ

September 22, 2025
Latest News

ଆଜି ଅରୁଣାଚଳ ପ୍ରଦେଶ ଓ ତ୍ରିପୁରା ଗସ୍ତ କରିବେ ପ୍ରଧାନମନ୍ତ୍ରୀ

September 22, 2025

ଭୁବନେଶ୍ୱର ଏମ୍ସର ତ୍ରୟୋଦଶ ବାର୍ଷିକୋତ୍ସବ

September 22, 2025

ଛକା ମାରିବାରେ ବିଶ୍ଵ ରେକର୍ଡ କଲେ ଅଭିଷେକ ଶର୍ମା: ପଛରେ ପଡିଲେ କ୍ରିସ୍ ଗେଲ୍, ସୂର୍ଯ୍ୟକୁମାର

September 22, 2025

ଲୋଇସିଂହାଠାରେ ନମୋ ଯୁବ ଗଣଦୌଡ଼ର ଶୁଭାରମ୍ଭ କଲେ ସ୍ବାସ୍ଥ୍ୟମନ୍ତ୍ରୀ

September 22, 2025

କାର୍ତ୍ତିକ ମାସ ପୂର୍ବରୁ ଛତିଶା ନିଯୋଗ ଓ ନୀତି ସବ୍ କମିଟିର ବୈଠକ

September 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.