Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଭୁବନେଶ୍ବରରେ ଘୋଟିଗଲା ଘୋର ଅନ୍ଧାର, ତିରିଶି ମିନିଟ ପର୍ଯ୍ୟନ୍ତ ବର୍ଷା ଓ ପବନ
ରାଜ୍ୟ ଖବର

ଭୁବନେଶ୍ବରରେ ଘୋଟିଗଲା ଘୋର ଅନ୍ଧାର, ତିରିଶି ମିନିଟ ପର୍ଯ୍ୟନ୍ତ ବର୍ଷା ଓ ପବନ

April 18, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଆଜି ରାଜଧାନୀରେ ହଠାତ ଘୋଟିଗଲା ଘୋର ଅନ୍ଧାର। ତା ସହିତ ଆରମ୍ଭ ହେଲା ପବନ। ଧିରେ ଧିରେ କୋହଲା ପବନ ପ୍ରବାହିତ ହେଲା। ଏହାପରେ ଆରମ୍ଭ ହୋଇଗଲା ତାଣ୍ଡବ। ପ୍ରବଳ ବର୍ଷା ସାଙ୍ଗକୁ ଝ଼ଡ ତୋଫାନ। ଏପରି ଅବସ୍ଥା ହେଲା ଯେ, ଯିଏ ଯେଉଁଠି ଥିଲା ସେହିଠି ରହିବାକୁ ବାଧ୍ୟ ହେଲା।

କାଳ ବୈଶାଖୀ ଯୋଗୁଁ ପୁରା ରାଜଧାନୀରେ ପ୍ରବଳ ବର୍ଷା ସହିତ ପବନ ପ୍ରବାହିତ ହୋଇଥିଲା। କେତେକ ସ୍ଥାନରେ ଗଛ ଉପୁଡିଥିବାର ଜଣାପଡିଛି। ସେହିପରି ହଠାତ ପ୍ରବଳ ବର୍ଷା ଯୋଗୁଁ ଅନେକସ୍ଥାନରେ ପାଣି ଜମିଯାଇଛି। ପ୍ରାୟ ତିରିଶ ମିନିଟ ଧରି ତାଣ୍ଡବ ପରେ ପାଗରେ ପରିବର୍ତ୍ତନ ହୋଇଛି।

କାଳବୈଶାଖୀ ବର୍ଷା ଭୁବନେଶ୍ବରରେ ବର୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

“ସେମାନେ ଆମର ମାଲିକ ନୁହଁନ୍ତି”: ସର୍ଜିଓ ଗୋରଙ୍କ ବୟାନ ଉପରେ ମେହବୁବା ମୁଫତି

August 20, 2026

ବାଂଲାଦେଶର ରାଷ୍ଟ୍ରପତି ହେବେ ମିର୍ଜା ଫଖରୁଲ ଆଲମଗିର: ଏତେ ଭୋଟରେ ଜିତିଲେ ନିର୍ବାଚନ

August 20, 2026

ରସାଳପୁର କଲେଜରେ ନିଶାମୁକ୍ତ ଭାରତ ଅଭିଯାନ ଆୟୋଜିତ

August 20, 2026

ପଞ୍ଜାବରେ ବିଜେପି-ଅକାଳୀ ଦଳ ମେଣ୍ଟ?: ସଂକେତ ଦେଲେ ହରସିମରତ କୌର

August 20, 2026
Latest News

“ସେମାନେ ଆମର ମାଲିକ ନୁହଁନ୍ତି”: ସର୍ଜିଓ ଗୋରଙ୍କ ବୟାନ ଉପରେ ମେହବୁବା ମୁଫତି

August 20, 2026

ବାଂଲାଦେଶର ରାଷ୍ଟ୍ରପତି ହେବେ ମିର୍ଜା ଫଖରୁଲ ଆଲମଗିର: ଏତେ ଭୋଟରେ ଜିତିଲେ ନିର୍ବାଚନ

August 20, 2026

ରସାଳପୁର କଲେଜରେ ନିଶାମୁକ୍ତ ଭାରତ ଅଭିଯାନ ଆୟୋଜିତ

August 20, 2026

ପଞ୍ଜାବରେ ବିଜେପି-ଅକାଳୀ ଦଳ ମେଣ୍ଟ?: ସଂକେତ ଦେଲେ ହରସିମରତ କୌର

August 20, 2026

ସୋଆ ପକ୍ଷରୁ ସଂକ୍ରମଣ ନିୟନ୍ତ୍ରଣ ରଣନୀତି ସମ୍ପର୍କିତ କମର୍ଶାଳା

August 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.