
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଚିକିଟି ଧାନଘର ଫାଣ୍ଡି ଅନ୍ତର୍ଗତ ବାଳକୁମାରୀ ମନ୍ଦିର ରାସ୍ତା କଡ଼ରେ ଜଣେ ଯୁବକଙ୍କ ଶବ ପଡି ରହିଥିବା ବେଳେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ମୃତ ଯୁବକ ଜଣକ ନିକଟସ୍ଥ ରାମଚନ୍ଦ୍ର ପୁର ଗ୍ରାମର ବୋଲି ଜଣାପଡିଛି ଓ ତାଙ୍କର ବେକରେ ଗଭୀର ଆଘାତ ଲାଗିଥିବା ଯୋଗୁଁ ଏହି ଘଟଣା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ଜଣାପଡୁନାହିଁ।
Tags: ଗଞ୍ଜାମ ଜିଲ୍ଲା, ଚିକିଟି ଧାନଘର ଫାଣ୍ଡି