Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ରାସ୍ତାରେ ଗାଡି ଯାଞ୍ଚ ଓ ଜରିମାନା ଆଦାୟ କ୍ଷମତା ପୋଲିସକୁ ପ୍ରଦାନ ନେଇ ଆରମ୍ଭ ହେଲା ବିରୋଧ
ରାଜ୍ୟ ଖବର

ରାସ୍ତାରେ ଗାଡି ଯାଞ୍ଚ ଓ ଜରିମାନା ଆଦାୟ କ୍ଷମତା ପୋଲିସକୁ ପ୍ରଦାନ ନେଇ ଆରମ୍ଭ ହେଲା ବିରୋଧ

June 3, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ରାସ୍ତାରେ ଗାଡି ଯାଞ୍ଚ ଓ ଜରିମାନା ଆଦାୟ କ୍ଷମତା ପୋଲିସକୁ ପ୍ରଦାନ ନେଇ ଆରମ୍ଭ ହେଲା ବିରୋଧ

ଭୁବନେଶ୍ବର: ଏଣିକି ରାସ୍ତାରେ ଗାଡି ଯାଞ୍ଚ ଏମଭିଆଇ ନୁହେଁ ପୋଲିସ କରିବ। ଏ ନେଇ  ରାଜ୍ୟ ପରିବହନ କମିଶନର ରାଜ୍ୟ ସରକାରଙ୍କୁ ଏକ ଚିଠି ଲେଖିଛନ୍ତି। ପୋଲିସ ପରି ଏମଭିଆଇମାନେ କ୍ଷମତା ପ୍ରାପ୍ତ ହୋଇ ନ ଥିବାରୁ ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି ହେଉଛି। ସେଥିପାଇଁ ରାସ୍ତାରେ ଗାଡି ଯାଞ୍ଚ ଏବଂ ଜରିମାନା ଆଦାୟ କ୍ଷମତା ପୋଲିସକୁ ଦିଆଯାଉ ବୋଲି ଚିଠିରେ ଉଲ୍ଲେଖ ରହିଛି।

ତେବେ ଏହାକୁ ନେଇ ବିଭିନ୍ନ ମହଲରେ ବିରୋଧ ଆରମ୍ଭ ହୋଇଛି। ଓଡିଶା ବସ ମାଲିକ ସଂଘ ଏହି ନିଷ୍ପତିକୁ ନେଇ ବିରୋଧ କରିଛି। ସଂଘ କହିଛି ଯେ, ପୋଲିସ କ୍ଷମତା ଦେଲେ ସେମାନେ ରାସ୍ତାରେ ବାରମ୍ବାର ଗାଡି ଯାଞ୍ଚ କରିବେ। ଫଳରେ ରାସ୍ତାରେ ଅଯଥା ଯାତ୍ରୀମାନେ ହଇରାଣ ହେବେ।

ସେମାନେ ଉଦାହରଣ ଦେଇ କହିଛନ୍ତି ଯେ, ଯଦି ଭୁବନେଶ୍ବରରୁ ବାଲେଶ୍ବରକୁ ଏକ ବସ ଯାତ୍ରା କରୁଛି ବାଟରେ ଦଶଟି ଥାନା ପଡୁଛି। ସବୁ ଥାନା ଯଦି ଯାଞ୍ଚ କରିବେ ତେବେ ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ କେତେବେଳେ ପହଞ୍ଚିବେ ବୋଲି ପ୍ରଶ୍ନ କରିଛି ସଂଘ। ଯଦି ଟୋଲ ଗେଟରେ ଗାଡିର କାଗଜପତ୍ର ଯାଞ୍ଚ ହୋଇପାରୁଛି ତେବେ ପୋଲିସକୁ କାହିଁକି ଏପରି କ୍ଷମତା ଦିଆଯିବ ବୋଲି ସଂଘ କହିଛି।

Share. Facebook Twitter LinkedIn Email WhatsApp Copy Link

Related Posts

SBI ଗ୍ରାହକଙ୍କ ପାଇଁ ବଡ ଖବର: ଏବେ ମହଙ୍ଗା ହେବ ATM ରୁ ଟଙ୍କା ଉଠାଣ ଏବଂ ବାଲାନ୍ସ ଯାଞ୍ଚ

January 17, 2026

ଜିଓ ପ୍ଲାଟଫର୍ମସର ତୃତୀୟ ତ୍ରୈମାସିକ ନେଟ ଲାଭ ୭୬୨୯ କୋଟି

January 17, 2026

ଆଜିଠୁ ପ୍ରଧାନମନ୍ତ୍ରୀଙ୍କ ଦୁଇଦିନିଆ ଆସାମ ଗସ୍ତ

January 17, 2026

ମାଲଦାରେ ୩,୨୫୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

January 17, 2026
Latest News

SBI ଗ୍ରାହକଙ୍କ ପାଇଁ ବଡ ଖବର: ଏବେ ମହଙ୍ଗା ହେବ ATM ରୁ ଟଙ୍କା ଉଠାଣ ଏବଂ ବାଲାନ୍ସ ଯାଞ୍ଚ

January 17, 2026

ଜିଓ ପ୍ଲାଟଫର୍ମସର ତୃତୀୟ ତ୍ରୈମାସିକ ନେଟ ଲାଭ ୭୬୨୯ କୋଟି

January 17, 2026

ଆଜିଠୁ ପ୍ରଧାନମନ୍ତ୍ରୀଙ୍କ ଦୁଇଦିନିଆ ଆସାମ ଗସ୍ତ

January 17, 2026

ଭାରତ ଉର୍ଜ୍ଜା ସପ୍ତାହ ୨୦୨୬: ବିଶ୍ୱ ପାଇଁ ଭାରତର ଉର୍ଜ୍ଜା ରୂପାନ୍ତରଣ ମଡେଲ

January 17, 2026

ମାଲଦାରେ ୩,୨୫୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

January 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.