Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ବିଧାୟକ ତାରାବାହିନୀ ପତିଙ୍କୁ ଚାପୁଡା ମାରିଲା ଜଣେ ଯୁବକ, କାବୁ କଲେ ସମର୍ଥକ
ରାଜ୍ୟ ଖବର

ବିଧାୟକ ତାରାବାହିନୀ ପତିଙ୍କୁ ଚାପୁଡା ମାରିଲା ଜଣେ ଯୁବକ, କାବୁ କଲେ ସମର୍ଥକ

August 16, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିଧାୟକ ତାରାବାହିନୀ ପତି
ବିଧାୟକ ତାରାବାହିନୀ ପତିଙ୍କୁ ଚାପୁଡା ମାରିଲା ଜଣେ ଯୁବକ, କାବୁ କଲେ ସମର୍ଥକ

ଭୁବନେଶ୍ବର: ଜୟପୁର ବିଧାୟକ ତାରାବାହିନୀ ପତିଙ୍କୁ ଚାପୁଡା ମାରିଛି ଜଣେ ଯୁବକ। ତାଙ୍କ ନାମ ହେଲା କୃଷ୍ଣ ଚନ୍ଦ୍ର କୁଲଦୀପ। କୃଷ୍ଣଙ୍କୁ ସେହିଠାରେ ତାରାଙ୍କ ସମର୍ଥକମାନେ କାବୁ କରି ନେଇ ପୋଲିସକୁ ଦେଇଥିଲେ। ତେବେ ସେ କାହିଁକି ହଠାତ ଏପରି ଚାପୁଡା ମାରିଲା ତାହା ଜଣାପଡି ନାହିଁ।

ଘଟଣାରୁ ଜଣାପଡିଛି ଯେ, କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ଭୋଟ ଚୋର ଗାଦି ଛୋଡ ମଶାଲ ଶୋଭାଯାତ୍ରା ସହରରେ ଅନିଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରାରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଓ କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡମ ଯୋଗଦେଇଥିଲେ।

ଵସଷ୍ଟାଣ୍ଡ ନିକଟରେ ହଠାତ ଯୁବକ ଜଣଙ୍କ ବିଧାୟକ ଶ୍ରୀ ବାହିନୀ ପତି ଙ୍କୁ ଅଚାନକ ଆକ୍ରମଣ କରିଥିଲେ। ଉଭୟଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବ୍ରହ୍ମପୁର ଓ ପୁରୀ ମଧ୍ୟରେ ବିଶେଷ ପାସେଞ୍ଜର ଟ୍ରେନ, ଜାଣନ୍ତୁ ସମୟ

November 4, 2025

ଚିଲିକା ନିର୍ବାଚନ ମଣ୍ଡଳିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

November 4, 2025

ପରମାଣୁ ବୋମାଠାରୁ ଅଧିକ ବିନାଶକାରୀ ବୋମା ପରୀକ୍ଷା କରିବ ଭାରତ?, ଆତଙ୍କିତ ପାକିସ୍ତାନ!

November 4, 2025

ଭୁବନେଶ୍ୱରରେ ସୁଭଦ୍ରା ଶକ୍ତି ମେଳା: ପାରମ୍ପରିକ ସାମଗ୍ରୀର ବିକ୍ରିରେ ନିୟୋଜିତ ୮୦୦ ମହିଳା

November 4, 2025
BJP Ads
Latest News

ବିହାରର ଐତିହାସିକ ସ୍ଥଳୀ ପରିଦର୍ଶନ କଲେ ୨୪ ବିଦେଶୀ ପର୍ଯ୍ୟଟକ

November 4, 2025

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବ୍ରହ୍ମପୁର ଓ ପୁରୀ ମଧ୍ୟରେ ବିଶେଷ ପାସେଞ୍ଜର ଟ୍ରେନ, ଜାଣନ୍ତୁ ସମୟ

November 4, 2025

ଚିଲିକା ନିର୍ବାଚନ ମଣ୍ଡଳିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

November 4, 2025

ଟିଭିଏସ୍ ମୋଟର୍ସ ସହିତ ବୁଝାମଣାପତ୍ର ସ୍ୱାକ୍ଷର କଲେ ଉତ୍ତରାଖଣ୍ଡ ସରକାର: ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ

November 4, 2025

୩୫ ତମ ଦିନରେ ପହଞ୍ଚିଲା ଆମେରିକା ବନ୍ଦ: ରିପବ୍ଲିକାନ ଏବଂ ଡେମୋକ୍ରାଟଙ୍କ ମଧ୍ୟରେ ଗତିରୋଧ ଜାରି

November 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.