Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ତିଆରି ହେବ ଏକ ନୂଆ ଭୁବନେଶ୍ବର, ସିଙ୍ଗାପୁର ସରକାର କରିବେ ଯୋଜନା ପ୍ରସ୍ତୁତ
ରାଜ୍ୟ ଖବର

ତିଆରି ହେବ ଏକ ନୂଆ ଭୁବନେଶ୍ବର, ସିଙ୍ଗାପୁର ସରକାର କରିବେ ଯୋଜନା ପ୍ରସ୍ତୁତ

September 1, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ତିଆରି ହେବ ଆଉ ଏକ ନୂଆ ଭୁବନେଶ୍ବର, ସିଙ୍ଗାପୁର ସରକାର କରିବେ ଯୋଜନା ପ୍ରସ୍ତୁତ

ଭୁବନେଶ୍ବର: ତିଆରି ହେବ ଏକ ନୂଆ ଭୁବନେଶ୍ବର। ରାଜଧାନୀର ପାଖ ଅଞ୍ଚଳକୁ ନେଇ ଏହି ପରିକଳ୍ପନା କରାଯାଇଛି। ପ୍ରାୟ 800 ଏକର ପରିମିତ ସ୍ଥାନରେ ଏହି ନୂଆ ଭୁବନେଶ୍ବର ସ୍ଥାପନ କରାଯିବ। ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ବାୟତ ଶାସନ ଦିବସ ଉପଲକ୍ଷେ ଏହା ଘୋଷଣା କରାଯିବା ପରେ ଚାରିଆଡେ ଉତ୍କଣ୍ଠା ସୃଷ୍ଟି ହୋଇଛି।

ଏହି ନୂଆ ଭୁବନେଶ୍ବର ଅନ୍ଧାରୁଆ, ଗୋଠପାଟଣା, ଦାସପୁର, ମଳିପଡା ପରି ରାଜସ୍ବ ଗ୍ରାମକୁ ନେଇ ଗଠନ କରାଯିବ। ଏହାର ନକ୍ସା ପ୍ରସ୍ତୁତ କରିବା ପାଇଁ ସିଙ୍ଗାପୁର ସରକାର କାମ ଆରମ୍ଭ କରିଛନ୍ତି। ସେଥିପାଇଁ ସେମାନେ ରାଜ୍ୟ ସରକାରଙ୍କଠାରୁ ଅର୍ଥ ମଧ୍ୟ ନେଇସାରିଛନ୍ତି। ସେମାନେ ଏହାର ନକ୍ସା ଦେବା ପରେ ଏହି ନୂଆ ଭୁବନେଶ୍ବରର ଭିତ୍ତି ପ୍ରସ୍ତର ସ୍ଥାପନ ହେବ।

ଏହି ନୂଆ ଭୁବନେଶ୍ବରରେ ଉଚ୍ଚ ମାନର ହସପିଟାଲ, ଶିକ୍ଷା ଅନୁଷ୍ଠାନ, ପାର୍କ, ମଲ, ମନୋରଞ୍ଜନ ବ୍ୟବସ୍ଥା ପରି ବହୁ ସୁବିଧା ରହିବ। ସେହିପରି ବ୍ୟାଙ୍କ, ବୀମା ଏବଂ ସରକାରୀ କାର୍ଯ୍ୟାଳୟ ସ୍ଥାପନ ମଧ୍ୟ କରାଯିବ।

bhubaneswar ତିଆରି ହେବ ଏକ ନୂଆ ଭୁବନେଶ୍ବର ନୂଆ ଭୁବନେଶ୍ବର
Share. Facebook Twitter LinkedIn Email WhatsApp Copy Link

Related Posts

କଂଗ୍ରେସ ଆରମ୍ଭ କଲା ସଙ୍ଗଠନ ସୃଜନ ଅଭିଯାନ, ବଛାହେବେ ନୂତନ ଜିଲ୍ଲା ସଭାପତି

September 1, 2025

ଦୀକ୍ଷା ୨.୦’ ସମେତ ବିଭିନ୍ନ ଶିକ୍ଷାଗତ ପଦକ୍ଷେପ ଉଦଘାଟନ ଏବଂ ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

September 1, 2025

ଡିଏଭି କଳିଙ୍ଗ ନଗର ଅଧ୍ୟକ୍ଷ ବଳରାମ ମହାପାତ୍ରଙ୍କୁ ଓଡ଼ିଶା ଗୌରବ ସମ୍ମାନ-୨୦୨୫ ପ୍ରଦାନ

September 1, 2025

ଇଗ୍ନୋର ନାମଲେଖା ସମୟ ବୃଦ୍ଧି ପାଇଲା, ଜାଣନ୍ତୁ କେତେ ତାରିଖ

September 1, 2025
Latest News

କଂଗ୍ରେସ ଆରମ୍ଭ କଲା ସଙ୍ଗଠନ ସୃଜନ ଅଭିଯାନ, ବଛାହେବେ ନୂତନ ଜିଲ୍ଲା ସଭାପତି

September 1, 2025

ଦୀକ୍ଷା ୨.୦’ ସମେତ ବିଭିନ୍ନ ଶିକ୍ଷାଗତ ପଦକ୍ଷେପ ଉଦଘାଟନ ଏବଂ ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

September 1, 2025

ଡିଏଭି କଳିଙ୍ଗ ନଗର ଅଧ୍ୟକ୍ଷ ବଳରାମ ମହାପାତ୍ରଙ୍କୁ ଓଡ଼ିଶା ଗୌରବ ସମ୍ମାନ-୨୦୨୫ ପ୍ରଦାନ

September 1, 2025

ଇଗ୍ନୋର ନାମଲେଖା ସମୟ ବୃଦ୍ଧି ପାଇଲା, ଜାଣନ୍ତୁ କେତେ ତାରିଖ

September 1, 2025

ପରିତ୍ୟକ୍ତ ଅବସ୍ଥାରେ ବରପୁତ୍ର ନୀଳମଣି ବିଦ୍ୟାରତ୍ନଙ୍କ ସମାଧିପୀଠ, ପୁନରୁଦ୍ଧାର ପାଇଁ ଦାବି

September 1, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.