Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଧଉଳି ଶାନ୍ତି ସ୍ତୁପରେ ପାଳିତ ହେଲା ବିଶ୍ୱ ଶାନ୍ତି ଉତ୍ସବ
ରାଜ୍ୟ ଖବର

ଧଉଳି ଶାନ୍ତି ସ୍ତୁପରେ ପାଳିତ ହେଲା ବିଶ୍ୱ ଶାନ୍ତି ଉତ୍ସବ

September 22, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଧଉଳି ଶାନ୍ତି ସ୍ତୁପ
ଧଉଳି ଶାନ୍ତି ସ୍ତୁପରେ ପାଳିତ ହେଲା ବିଶ୍ୱ ଶାନ୍ତି ଉତ୍ସବ

ଭୁବନେଶ୍ବର: ବିଶ୍ୱ ଶାନ୍ତି ଦିବସ ଅବସରରେ ଇନର୍ ୱିଲ୍ ୱୁମେନ୍ ଇଣ୍ଟରନ୍ୟାସନାଲ୍ ଅର୍ଗାନାଇଜେଶନ୍, ପ୍ରେସିଡେଣ୍ଟ ମଧୁସ୍ମିତା ତ୍ରିପାଠୀଙ୍କ ନେତୃତ୍ୱରେ, ଭୁବନେଶ୍ୱରର ଧଉଳି ସ୍ତୂପ ପରିସରରେ ଏକ ଅନୁଷ୍ଠାନ ଆୟୋଜିତ କରିଥିଲା । ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ସମଗ୍ର ବିଶ୍ୱରେ ସାମ୍ପ୍ରଦାୟିକ ସମ୍ମିଳନ, ଅହିଂସା ଓ ସାର୍ବଭୌମ ଭାଇଚାରାର ସନ୍ଦେଶ ପ୍ରସାର କରିବା ଥିଲା ।

ଅନେକ ସଦସ୍ୟ, ସାମାଜିକ କର୍ମୀ ଓ ଶାନ୍ତିପ୍ରିୟ ଲୋକମାନେ ଉତ୍ସାହର ସହିତ ଯୋଗଦେଇଥିଲେ । ଧୌଳି ସ୍ତୂପର ଶାନ୍ତିମୟ ପରିବେଶ ଏହି କାର୍ଯ୍ୟକ୍ରମକୁ ଅଧିକ ଅର୍ଥବାହୀ କରିଥିଲା ।

ବ୍ରହ୍ମା କୁମାରୀଜ୍‌ ଭୁବନେଶ୍ୱର ସବ୍-ଜୋନ୍ ଇନଚାର୍ଯ୍ୟ ବିକେ ଗୀତା ଦିଦି ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ । ସେ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, ବିଶ୍ୱ ଶାନ୍ତି ପାଇଁ ପ୍ରଥମ ପଦକ୍ଷେପ ଆନ୍ତରିକ ଶାନ୍ତି ଅଟୁଟ ରହିବା ଆବଶ୍ୟକ । ସକାରାତ୍ମକ ଚିନ୍ତା, ଧ୍ୟାନ ଓ ମୂଲ୍ୟାଧାରିତ ଜୀବନଚର୍ଯ୍ୟା ମାଧ୍ୟମରେ ସମାଜରେ ସହଯୋଗ ଓ ସମନ୍ୱୟ ଆଣାଯାଇପାରେ ।

କାର୍ଯ୍ୟକ୍ରମ ଶେଷରେ ଶାନ୍ତି ପ୍ରତିଜ୍ଞା ଓ ସାମୂହିକ ଧ୍ୟାନର ମାଧ୍ୟମରେ ମାନବଜାତିର କଲ୍ୟାଣ ପାଇଁ ସ୍ନେହ ଓ ଏକତାର ସନ୍ଦେଶ ପ୍ରେରଣ କରାଗଲା ।

Next-Gen GST Reforms: PM Addresses Nation Ahead of Sept 22 Rollout 

ଧଉଳି ଶାନ୍ତି ସ୍ତୁପ ବିଶ୍ୱ ଶାନ୍ତି ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ଜନଗଣନା ପାଇଁ SOP

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଆଜି ହୋଇପାରେ ସ୍କୁଲ ଛୁଟି ଘୋଷଣା

April 23, 2026

ଆଉ ଦରମାରୁ କଟିବନି ପ୍ରଫେସନାଲ ଟିକସ

April 23, 2026
Latest News

ଜନଗଣନା ପାଇଁ SOP

April 23, 2026

ଗୋପାଳପୁର ବ୍ୟବସାୟୀ ଅପହରଣ ଓ ହତ୍ୟାକାଣ୍ଡ ଘଟଣା: ୮ଜଣ ଅଟକ

April 23, 2026

ଆଜି ହୋଇପାରେ ସ୍କୁଲ ଛୁଟି ଘୋଷଣା

April 23, 2026

ଆଉ ଦରମାରୁ କଟିବନି ପ୍ରଫେସନାଲ ଟିକସ

April 23, 2026

ମୁର୍ଶିଦାବାଦରେ ନିର୍ବାଚନୀ ହିଂସା

April 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.