Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର, ଫଟୋ ଜାରୀ କଲା ଏମ୍ସ
ରାଜ୍ୟ ଖବର

ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର, ଫଟୋ ଜାରୀ କଲା ଏମ୍ସ

September 26, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର
ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର, ଫଟୋ ଜାରୀ କଲା ଏମ୍ସ

ଭୁବନେଶ୍ବର:ସଂଗୀତ ପ୍ରେମୀଙ୍କ ପାଇଁ ଏକ ଭଲ ଖବର। ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଛି। ଏ ନେଇ ଭୁବନେଶ୍ବର ଏମ୍ସ ତରଫରୁ ଏକ ସ୍ବାସ୍ଥ୍ୟ ବୁଲେଟିନରେ ଏହା କୁହାଯାଇଛି। ଏଥିସହିତ ଏମ୍ସ ତରଫରୁ ଅଭିଜିତଙ୍କ ଏକ ଫଟୋ ମଧ୍ୟ ପ୍ରକାଶ କରାଯାଇଛି। ଯେଉଁଥିରେ ଦେଖାଯାଇଛି ଯେ, ଅଭିଜିତ ଏକ ସାଧାରଣ ବେଡରେ ଚିକିତ୍ସିତ ହେଉଛନ୍ତି।

ଅଭିଜିତ ଲିଭର ସିରୋସିସ ରୋଗରେ ପିଡିତ ହୋଇ ଭୁବନେଶ୍ବରର ଏମ୍ସରେ ଭର୍ତ୍ତି ହୋଇଛନ୍ତି। ସେ ପ୍ରଥମେ ଆଇସିୟୁରେ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଥିଲେ। ବର୍ତ୍ତମାନ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବା ପରେ ପ୍ରଥମେ ଭେଣ୍ଟିଲେଟର ବାହାର କରାଯାଇଥିଲା। ଏହାପରେ ବର୍ତ୍ତମାନ ସାଧାରଣ ରୋଗୀଙ୍କ ପରି ସାଧାରଣ ବେଡରେ ରହି ଚିକିତ୍ସିତ ହେଉଛନ୍ତି।

AZORTE’s New Campaign Redefines ‘Mid’ with Khushi Kapoor & Vedang Raina

ଅଭିଜିତ ମଜୁମଦାର ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର
Share. Facebook Twitter LinkedIn Email WhatsApp Copy Link

Related Posts

ଜଗନ୍ନାଥ ଚେତନା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ

September 26, 2025

ଓଏଏସ ସ୍ତରରେ ବଡ ଅଦଳବଦଳ, ବଦଳିଲେ 12 ଅଧିକାରୀ, ଜାଣନ୍ତୁ କିଏ କେଉଁଠାକୁ ଗଲେ

September 26, 2025

କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଡକ୍ଟର ଏଲ. ମୁରଗନଙ୍କ ସଫଳ କୋରିଆ ଗସ୍ତ

September 26, 2025

ଶନିବାର ଦିନ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ, ଝାରସୁଗୁଡାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

September 26, 2025
Latest News

ଥାଇଲ୍ୟାଣ୍ଡ ଭ୍ରମଣ ପାଇଁ IRCTC ଦ୍ଵାରା ସୁଲଭ ପ୍ୟାକେଜ୍: 4 ଦିନ ପର୍ଯ୍ୟନ୍ତ ମାଗଣା ସବୁକିଛି

September 26, 2025

ଜଗନ୍ନାଥ ଚେତନା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ

September 26, 2025

ପୁଣି ଭାରତ-ପାକିସ୍ତାନ ମହାଲଢେଇ: ଏସିଆ କପ ଫାଇନାଲରେ ପ୍ରଥମ ଥର ହେବେ ମୁହାଁମୁହିଁ

September 26, 2025

ଓଏଏସ ସ୍ତରରେ ବଡ ଅଦଳବଦଳ, ବଦଳିଲେ 12 ଅଧିକାରୀ, ଜାଣନ୍ତୁ କିଏ କେଉଁଠାକୁ ଗଲେ

September 26, 2025

ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର, ଫଟୋ ଜାରୀ କଲା ଏମ୍ସ

September 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.