ବରଗଡ : ବୋରୱେଲ ଗାଡିକୁ ଧକ୍କା ଦେଲା ସ୍କୁଟି । ଘଟଣାସ୍ଥଳରେ ମାର ମୃତ୍ୟୁ ହୋଇଥିବାବେଳେ ଗୁରୁତର ଅବସ୍ଥାରେ ପୁଅକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏପରି ଏକ ହୃଦୟବିଦାରକ ଘଟଣା ସୋହୋଲା ଥାନା ଲେଖାପଥର ଛକ ନିକଟରେ ଘଟିଛି ।