Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଅନଲାଇନ୍ ଟ୍ରେଡିଂ ନାଁରେ ୬୨ ଲକ୍ଷ ଟଙ୍କା ଠକେଇ: ମାଷ୍ଟରମାଇଣ୍ଡ ସମେତ ୩ ଗିରଫ
ରାଜ୍ୟ ଖବର

ଅନଲାଇନ୍ ଟ୍ରେଡିଂ ନାଁରେ ୬୨ ଲକ୍ଷ ଟଙ୍କା ଠକେଇ: ମାଷ୍ଟରମାଇଣ୍ଡ ସମେତ ୩ ଗିରଫ

October 18, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Rs 62 lakh fraud in the name of online trading: 3 arrested, including the mastermind

ଭୁବନେଶ୍ୱର: ସାଇବର ଠକମାନଙ୍କ ଜାଲ୍ ଦିନକୁ ଦିନ ବଢିବାରେ ଲାଗିଛି। ଫେସବୁକ୍‌ରେ ଜାଲ୍ ପ୍ରୋଫାଇଲ୍ ତିଆରି କରି ଏବଂ ଅନଲାଇନ୍ ଟ୍ରେଡିଂରେ ମୋଟା ଅଙ୍କର ଲାଭ ଦେଖାଇ ଜଣଙ୍କଠାରୁ ୬୨ ଲକ୍ଷରୁ ଅଧିକ ଟଙ୍କା ଠକିଥିବା ଏକ ରାକେଟର ପର୍ଦ୍ଦାଫାଶ କରିଛି ଭୁବନେଶ୍ୱର ସାଇବର ଥାନା ପୁଲିସ। ଏହି ଘଟଣାରେ ପୁଲିସ ମାଷ୍ଟରମାଇଣ୍ଡ ସର୍ବେଶ୍ୱର ମହାନ୍ତି (୪୬)ଙ୍କ ସମେତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ମାଷ୍ଟରମାଇଣ୍ଡ ସର୍ବେଶ୍ୱରଙ୍କ ଘର ବାଲେଶ୍ୱର ଜିଲ୍ଲାରେ ହୋଇଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତ ପ୍ରଦୀପ କୁମାର ଷଡ଼ଙ୍ଗୀ (୩୨)ଙ୍କ ଘର କେନ୍ଦ୍ରାପଡ଼ାରେ ଏବଂ ସୁମନ୍ତ ମହାଲିକଙ୍କ ଘର ବାଲେଶ୍ୱରରେ ବୋଲି ଜଣାପଡ଼ିଛି।

ପୁଲିସର ସୂଚନା ଅନୁସାରେ, ଅଭିଯୋଗକାରୀଙ୍କୁ ଫେସବୁକ୍‌ରେ ‘ପ୍ରିୟା ରେଡ୍ଡୀ’ ନାମକ ଏକ ଫେକ୍ ପ୍ରୋଫାଇଲ୍‌ରୁ ଯୋଗାଯୋଗ କରାଯାଇଥିଲା। ପରେ ହ୍ୱାଟ୍ସଆପ୍ ଜରିଆରେ ଏକ ଅନଲାଇନ୍ ଟ୍ରେଡିଂ ପ୍ଲାଟଫର୍ମରେ ଟଙ୍କା ନିବେଶ କଲେ ଅଧିକ ଲାଭ ମିଳିବ ବୋଲି ପ୍ରଲୋଭିତ କରାଯାଇଥିଲା। ପ୍ରଥମେ କିଛି ଲାଭ ମିଳିବା ଦେଖି ଅଭିଯୋଗକାରୀ ସେମାନଙ୍କ କଥାକୁ ବିଶ୍ୱାସ କରିଥିଲେ ଏବଂ ନିଜର ତଥା ସମ୍ପର୍କୀୟଙ୍କ ମୋଟ ୮ଟି ବ୍ୟାଙ୍କ୍ ଆକାଉଣ୍ଟରୁ ୬୨ ଲକ୍ଷ ୮୯ ହଜାର ୮୬୫ ଟଙ୍କା ନିବେଶ କରିଥିଲେ। ତେବେ ଟଙ୍କା ଉଠାଇବାକୁ ଉଦ୍ୟମ କରିବାରୁ ଆକାଉଣ୍ଟଗୁଡ଼ିକୁ ବ୍ଲକ୍ କରିଦିଆଯାଇଥିଲା। ଏହାପରେ ନିଜେ ଠକେଇର ଶିକାର ହୋଇଥିବା ଜାଣିବା ପରେ ସେ ପୁଲିସର ଦ୍ୱାରସ୍ଥ ହୋଇଥିଲେ।

ଅନଲାଇନ୍ ଟ୍ରେଡିଂ ଗିରଫ ମାଷ୍ଟରମାଇଣ୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ାପଡ଼ା ତହସିଲଦାର ସସ୍‌ପେଣ୍ଡ

October 18, 2026

ଭୁବନେଶ୍ୱର ବିମାନବନ୍ଦରରେ ୧.୮୦ କୋଟି ଟଙ୍କାର ମାରିଜୁଆନା ଜବତ

October 18, 2026

ରଣପୁରରେ ଧୁମ୍‌ଧାମ୍‌ରେ ପାଳିତ ହେଲା ମହାସପ୍ତମୀ

October 17, 2026

ଓଡ଼ିଶା ଆସିବେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

October 17, 2026
Latest News

ବିବାହରେ କାହିଁକି ହୁଏ ଅହେତୁକ ବିଳମ୍ବ? ଜାଣନ୍ତୁ କାରଣ ଏବଂ ସରଳ ପ୍ରତିକାର

October 18, 2026

ଓଡ଼ାପଡ଼ା ତହସିଲଦାର ସସ୍‌ପେଣ୍ଡ

October 18, 2026

ଭୁବନେଶ୍ୱର ବିମାନବନ୍ଦରରେ ୧.୮୦ କୋଟି ଟଙ୍କାର ମାରିଜୁଆନା ଜବତ

October 18, 2026

ଅନଲାଇନ୍ ଟ୍ରେଡିଂ ନାଁରେ ୬୨ ଲକ୍ଷ ଟଙ୍କା ଠକେଇ: ମାଷ୍ଟରମାଇଣ୍ଡ ସମେତ ୩ ଗିରଫ

October 18, 2026

ବାଂଲାଦେଶ କକ୍ସ ବଜାର ରିସର୍ଟରେ ଅଗ୍ନିକାଣ୍ଡ: ଗୋଟିଏ ପରିବାରର ୬ ଜଣଙ୍କ ସମେତ ୧୦ ମୃତ

October 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.