Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ପ୍ରଫୁଲ ମଲ୍ଲିକ ହେଲେ ଇସ୍ପାତ ଓ ଖଣି ମନ୍ତ୍ରୀ, ରଣେନ୍ଦ୍ର ପ୍ରତାପ ଖାଦ୍ୟଯୋଗାଣ ଏବଂ ନବ ଦାସ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାୟିତ୍ବ
ମତାମତ

ପ୍ରଫୁଲ ମଲ୍ଲିକ ହେଲେ ଇସ୍ପାତ ଓ ଖଣି ମନ୍ତ୍ରୀ, ରଣେନ୍ଦ୍ର ପ୍ରତାପ ଖାଦ୍ୟଯୋଗାଣ ଏବଂ ନବ ଦାସ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାୟିତ୍ବ

May 29, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
new minister;s portfolio of Odisha
new minister;s portfolio of odisha

ସମୀକ୍ଷା ବ୍ୟୁରୋ

ମନ୍ତ୍ରିମଣ୍ଡଳ ଶପଥ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ମନ୍ତ୍ରୀଙ୍କର ବିଭାଗ ବଣ୍ଟନ କରାଯାଇଛି। ଏଥିରେ ପୁରୁଣା ମନ୍ତ୍ରୀଙ୍କୁ ତାଙ୍କର ପୁରୁଣା ବିଭାଗ ଦିଆଯାଇଥିବା ବେଳେ ନୂଆ ମନ୍ତ୍ରୀଙ୍କୁ ନୂଆ ଦାୟିତ୍ବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ-ଗୃହ ସାଧାରଣ ପ୍ରଶାସନ ଏବଂ ଅନ୍ୟାନ୍ୟ ବିଭାଗ

କ୍ୟାବିନେଟ

୧-ପ୍ରଫୁଲ ମଲ୍ଲିକ- ଖଣି, ଇସ୍ପାତ ଓ ପୂର୍ତ୍ତ

୨-ନିରଂଜନ ପୂଜାରୀ- ଅର୍ଥ ଓ ଅବକାରୀ

୩-ପ୍ରତାପ ଜେନା- ପଞ୍ଚାୟତିରାଜ, ଆଇନ, ନଗର ଉନ୍ନୟନ

୪-ଅରୁଣ ସାହୁ-କୃଷି, ମତ୍ସ୍ୟ ଓ ପଶୁ ସଂପଦ

୫-ରଣେନ୍ଦ୍ର ପ୍ରତାପ ସ୍ବାଇଁ- ଖାଦ୍ୟ,ଯୋଗାଣ ଓ ସମବାୟ

୬-ସୁଶାନ୍ତ ସିଂ-ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ବିଭାଗ

୭-ସୁଦାମ ମାରାଣ୍ଡି-ରାଜସ୍ବ ଓ ବିପର୍ୟ୍ୟୟ ପ୍ରଶମନ

୮-ବିକ୍ରମ କେଶରୀ ଆରୁଖ- ଜଙ୍ଗଲ ଓ ପରିବେଶ, ସଂସଦୀୟ ବିଭାଗ

୯-ନବ ଦାସ-ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ

୧୦-ଟୁକୁନି ସାହୁ- ମହିଳା ଓ ଶିଶୁ ବିକାଶ

୧୧-ପଦ୍ମନାଭ ବେହେରା-ବାଣିଜ୍ୟ ଓ ପରିବହନ

ରାଷ୍ଟ୍ରମନ୍ତ୍ରୀ ( ସ୍ବାଧୀନ )

୧-ଜ୍ୟୋତି ପାଣିଗ୍ରାହୀ- ପର୍ଯ୍ୟଟନ,ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି

୨-ପ୍ରେମାନନ୍ଦ ନାୟକ- ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା

୩-ଅଶୋକ ପଣ୍ଡା- ବିଜ୍ଞାନ ଓ ପ୍ରଯୁକ୍ତି ,ସାଧାରଣ ଉଦ୍ୟୋଗ

୪-ସମୀର ଦାସ- ବିଦ୍ୟାଳୟ ଓ ଗଣଶିକ୍ଷା

୫-ପଦ୍ମନୀ ଦିଆନ- ହସ୍ତତନ୍ତ ଓ ବୟନ ଶିଳ୍ପ

୬-ଜଗନ୍ନାଥ ସାରକା-ଆଦିବାସୀ କଲ୍ୟାଣ ଓ ପଛୁଆ ବର୍ଗ,ସଂଖ୍ୟା ଲଘୁ

୭-ଦିବ୍ୟଶଙ୍କର ମିଶ୍ର- ଶିଳ୍ପ, ଶକ୍ତି ଓ ଏମଏସଏମଇ

୮-ରଘୁନନ୍ଦନ ଦାସ- ଜଳସଂପଦ ଓ ସୂଚନା ଓ ଲୋକ ସଂପର୍କ

୯-ତୁଶାରକାନ୍ତି ବେହେରା-ଇଲଟ୍ରୋନିକ୍ସ ଓ ସୂଚନା ବିଦ୍ୟା.  କ୍ରୀଡା

ରାଷ୍ଟ୍ରମନ୍ତ୍ରୀ

୧-ଦିବ୍ୟଶଙ୍କର ମିଶ୍ର- ଗୃହ

 

 

minister naveen
Share. Facebook Twitter LinkedIn Email WhatsApp Copy Link

Related Posts

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026

Ambani Announcement: ଡାଟା ଭଳି ଶସ୍ତା ହେବ ଏଆଇ; ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଏଆଇ ପ୍ଲାଟଫର୍ମ ଶୁଭାରମ୍ଭ

February 19, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.