ଆନ୍ତର୍ଜାତିକ ମହିଳା ଦିବସ ପୂର୍ବରୁ ‘ଜୟ ଓଡ଼ିଶା’ ପକ୍ଷରୁ ଯୁବତୀଙ୍କ ମଟର ସାଇକେଲ ରାଲି, ସହିଦ ନଗର ଦୁର୍ଗା ମଣ୍ଡପରୁ ମହିଳା ଥାନାରେ ପହଁଚିଥିଲା ବାଇକ ରାଲି। ମହିଳା ପୋଲିସଙ୍କୁ ସମ୍ବର୍ଦ୍ଧନା ଦେଲା ‘ଜୟ ଓଡ଼ିଶା’। ଆନ୍ତର୍ଜାତିକ ମହିଳା ଦିବସ ଜୟ ଓଡ଼ିଶା ଯୁବତୀଙ୍କ ମଟର ସାଇକେଲ ରାଲି