ଆଜି ରଥ ଖଳା ଠାରେ, ଅର ନିର୍ମାଣ ଓ ପଇ କାମ ସହ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଆଗେଇ ଚାଲିଛି । ତିନି ରଥର ସମୁଦାୟ ୨୯ ଟି ଚକ କାର୍ଯ୍ୟ ଶେଷ ହୋଇଛି । ରଥ ଖଳା
ମହାପ୍ରଭୃଙ୍କ ରଥଯାତ୍ରା ପାଇଁ ଦ୍ରୁତଗତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ଠାକୁରଙ୍କ ପାଇଁ ସମର୍ପିତ କାରୀଗରJune 27, 2021