ଅଭିନେତା ସୋହିଲ ଖାନ ନିଜ ପରିବାର ସହିତ ହସପିଟାଲ ଆସି ନେଇ ଗଲେ ଏକ ନୂଆ ପରିଚୟ

Published: Dec 27, 2019, 8:08 pm IST

ମୁମ୍ବାଇ, ଅଭିନେତା ସୋହିଲ ଖାନ ଏବଂ ତାଙ୍କ ପତ୍ନୀ ସୀମା ଖାନ, ପୁତ୍ର ନିର୍ବାଣ ଖାନ ଓ ଓହାନ୍ ଖାନ ହିନ୍ଦୁଜା ହସପିଟାଲ ଆସି ନେଲେ ଏକ ନୂଆ ପରିଚୟ। ତାହା ହେଲେ ସୋହିଲ ଖାନ ହେଲେ ମାମୁଁ। ତାଙ୍କ ଭଉଣୀ ଅର୍ପିତା ଖାନଙ୍କର ଏକ ଝିଅ ହୋଇଥିବାରୁ ପରିବାର ସହିତ ତାଙ୍କୁ ଦେଖିବା ପାଇଁ ଆସିଥିଲେ ସୋହିଲ।

 

Related posts