ଭୁବନେଶ୍ବର- ଆମିଷ ବାରରେ ସାଧାରଣତଃ ଆମିଷ ବଜାରରେ ବିଡ ଜମିଥାଏ। ହେଲେ କୋରନା ଘଟଣା ଆସିବା ଦିନଠାରୁ ଚାରିଆଡେ ସାମାଜିକ ଦୂରତା ରଖାଯାଉଥିଲେ ମଧ୍ୟ ଆମିଷ ବଜାରରେ ତାହା ନ ଥିଲା। ଏବେ ବିଏମସି କର୍ତ୍ତୁପକ୍ଷ ଏହାକୁ ଶୃଙ୍ଖଳିତ କରିପାରିଛନ୍ତି। CoronaInBhubaneswar SocialDistance
ମହାପ୍ରଭୃଙ୍କ ରଥଯାତ୍ରା ପାଇଁ ଦ୍ରୁତଗତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ଠାକୁରଙ୍କ ପାଇଁ ସମର୍ପିତ କାରୀଗରJune 27, 2021