ଭଦ୍ରକ, ବର୍ତ୍ତମାନ ଚାରିଆଡେ ଲକଡାଉନ ଚାଲିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଭତ୍ତା ଟଙ୍କା ଠିକ୍ ଭାବେ ବଣ୍ଟନ ଚାଲିଛି। ଏହା ହେଉଛି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକର ତେନ୍ତୁଳିଡିହ ଗ୍ରାମ ପଞ୍ଚାୟତର ଫଟୋ। OldagePension ବାର୍ଦ୍ଧକ୍ୟ ଭତ୍ତା
ଆଜିଠାରୁ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିଲା ମାସିକ ୩୫୦୦ ଟଙ୍କା ପେନସନ, ମୁଖ୍ୟମନ୍ତ୍ରୀ କଲେ ପ୍ରଦାନJanuary 15, 2025