ବର୍ତ୍ତମାନ ସାରା ଭାରତରେ ଲକ ଡାଉନ, ରାସ୍ତାଘାଟ ଶୂନଶାନ। କେଉଁଠି ବି ଗାଡିଟିଏ ଗଡିବା ଦେଖିବାକୁ ମିଳୁ ନାହିଁ। ଏପରି ପରିସ୍ଥିତିରେ ରାସ୍ତାଘାଟକୁ ଅକ୍ତିୟାର କରିଛନ୍ତି ଶିଶୁ। ବିହାରର ପାଟନା ସହରର ମୁଖ୍ୟ ରାସ୍ତା ଉପରେ ଶିଶୁଟିଏ ଖେଳରେ ନିମଗ୍ନ। Lockdown ଲକଡାଇନ
ମହାପ୍ରଭୃଙ୍କ ରଥଯାତ୍ରା ପାଇଁ ଦ୍ରୁତଗତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ଠାକୁରଙ୍କ ପାଇଁ ସମର୍ପିତ କାରୀଗରJune 27, 2021