ବରଗଡ, ବରଗଡ ଜିଲ୍ଲାରେ କରୋନା ପାଇଁ ହୋଇଥିବା ଲକ ଡାଉନ ସମୟରେ ପୋଲିସମାନେ କିପରି କାର୍ଯ୍ୟ କରୁଛନ୍ତି ତାହାର ତଦାରଖ କରୁଛନ୍ତି ଡିଜିପି ଅଭୟ। ସେ ବରଗଡ ଜିଲ୍ଲାର ବରଗଡ ଟାଉନ ଥାନାକୁ ଯାଇ ପୋଲିସ ଅଧିକାରୀଙ୍କ ସହିତ ଆଲୋଚନା କରୁଛନ୍ତି। Lockdown
ମହାପ୍ରଭୃଙ୍କ ରଥଯାତ୍ରା ପାଇଁ ଦ୍ରୁତଗତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ଠାକୁରଙ୍କ ପାଇଁ ସମର୍ପିତ କାରୀଗରJune 27, 2021