Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଫଟୋ ଖବର»କୋଭିଡ ଯୁଦ୍ଧରେ ସାମିଲ ହୋଇଥିବା ପୋଲିସ ଓ କର୍ମଚାରୀଙ୍କୁ ଭୁବନେଶ୍ବରରେ ସମ୍ବର୍ଦ୍ଧନା
ଫଟୋ ଖବର

କୋଭିଡ ଯୁଦ୍ଧରେ ସାମିଲ ହୋଇଥିବା ପୋଲିସ ଓ କର୍ମଚାରୀଙ୍କୁ ଭୁବନେଶ୍ବରରେ ସମ୍ବର୍ଦ୍ଧନା

May 17, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ଡାକ୍ତର, ପୋଲିସ, ବ୍ୟାଙ୍କ ଓ ବିଏମ୍‌ସି କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୧୫/୫: କରୋନା ଯୁଦ୍ଧରେ ସାମିଲ ଥିବା ଡାକ୍ତର, ପୋଲିସ, ବ୍ୟାଙ୍କ ଓ ବିଏମ୍‌ସି କର୍ମଚାରୀଙ୍କୁ ଆଜି ମାଉସି’ମା ଛକ ନିକଟ ଦିନବନ୍ଧୁ ଭିଲ୍ଲାଠାରେ ଦିନବନ୍ଧୁ ଭିଲ୍ଲା ୱେଲଫାୟାର ଆସୋସିଏସନ୍ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା । ଏସିପି ବିଷ୍ଣୁ ଚରଣ ପାତ୍ର, ଏସିପି ଟ୍ରାଫିକ୍ ଶାଶ୍ୱତ ପଣ୍ଡା, ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର, ଡ଼ଃ ପ୍ରଜ୍ଞା ମହାନ୍ତି, ଡ଼ଃ ରାଧା ଦଳେଇ, ଡ଼ଃ ରଂଜିତା ମହାନ୍ତି, ଡ଼ଃ ଏସ୍ ପଣ୍ଡା, ବ୍ୟାଙ୍କ କର୍ମଚାରୀ ସଂଗ୍ରାମ ସାହୁ, ମିହିର ତ୍ରିପାଠୀ, ସୁଶାନ୍ତ ନାୟକ, ହୁଲାସ ସାମନ୍ତରାୟ, ଅନ୍ୟ ପୋଲିସ କର୍ମଚାରୀ ଓ ବିଏମ୍‌ସି କର୍ମଚାରୀଙ୍କୁ ପୁଷ୍ପ ପକାଯାଇ ଉତରୀୟ ପ୍ରଦାନ କରଯାଇ ସମ୍ବର୍ଦ୍ଧନା କରାଯାଇଥିଲା । ଏହାକୁ ପ୍ରସନ୍ନ କୁମାର ଚୌଧୁରୀ, ଗଦାଧର ଦାସ, ଦୁର୍ଗା ପ୍ରସାଦ ସାହୁ, ଶଶୀ ଭୂଷଣ ଦାସ, ରାଜ ମିଶ୍ର, ଧିରଜ ମହାପାତ୍ର, ମନୋରଞ୍ଜନ ମହାପାତ୍ର ପ୍ରମୁଖ ପରିଚାଳଣା କରିଥିଲେ ।

କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା
Share. Facebook Twitter LinkedIn Email WhatsApp Copy Link

Related Posts

ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ପରେ କଣ କଲା ତାଣ୍ଡବ, ଦେଖନ୍ତୁ ଏହି ସବୁ ଫଟୋ

October 25, 2024

ପୁରୀରେ ଉଦଘାଟିତ ହେଲା ଓଟିଡିସିର ନିମନ୍ତ୍ରଣ ରେଷ୍ଟୁରାଣ୍ଟ, ମିଳିବ ଖାଣ୍ଟି ଓଡିଆ ଖାଦ୍ୟ

December 24, 2021

କମାର ଶାଳରେ ଚାଲିଛି ତିନି ରଥ ପାଇଁ ଭୁଇଁ କଣ୍ଟା, ଛିଅଣ କଣ୍ଟା, ତୃତୀୟ ଭୁଇଁ ଓରା କଣ୍ଟା କାର୍ଯ୍ୟ

June 27, 2021

ମହାପ୍ରଭୃଙ୍କ ରଥଯାତ୍ରା ପାଇଁ ଦ୍ରୁତଗତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ଠାକୁରଙ୍କ ପାଇଁ ସମର୍ପିତ କାରୀଗର

June 27, 2021
Latest News

ଚଳିତ ଧାନ କ୍ରୟ ଋତୁରେ ଉଲ୍ଲେଖନୀୟ ସଫଳତା ହାସଲ କଲା ଗଞ୍ଜାମ: ୮୮ ପ୍ରତିଶତ ଲକ୍ଷ୍ୟ ହାସଲ

February 17, 2026

କଟନୀ-ଛଟନୀ ନେଇ ବିଧାନସଭାରେ ସରକାରଙ୍କୁ ଘେରିବ ବିଜେଡି, ବିଧାୟକ ଦଳ ବୈଠକରେ ନିଷ୍ପତି

February 17, 2026

ଟି-୨୦ ବିଶ୍ୱକପରୁ ଅଷ୍ଟ୍ରେଲିଆର ସ୍ଵପ୍ନ ଧୂଳିସାତ୍!: ସୁପର ୮ରେ ଶ୍ରୀଲଙ୍କା, ଜିମ୍ବାୱେ ପାଇଁ ବଡ ସୁଯୋଗ

February 17, 2026

ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା: ଫେକ୍ ନ୍ୟୁଜ୍ ଠାରୁ ଦୂରେଇ ରହିବାକୁ CBSE ର ପରାମର୍ଶ

February 17, 2026

କୃଷି ସାମଗ୍ରୀ ବଣ୍ଟନ ଏବଂ ବନାଗ୍ନି ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ

February 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.