ବାରିପଦା, ଅମ୍ଫାନ ବାତ୍ୟାର ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାହାର ପ୍ରକୋପ ଦେଖାଇ ଫେରିଯାଇଛି। ଏଙି ସମୟରେ ବାତ୍ୟା ମୟୁରଭଂଜ ଜିଲ୍ଲାର ମଧ୍ୟ କିଛି କ୍ଷୟକ୍ଷତି କରିଦେଇଛି। ଜିଲ୍ଲାର ଶରତ ଥାନା ଅଧିକାରୀମାନେ ରାସ୍ତାରେ ଉପୁଡିପଡିଥିବା ଗଛଗୁଡିକୁ ସଫା କରିବା କାମରେ ଲାଗିଛନ୍ତି। amphan ଅମ୍ଫାନ ବାତ୍ୟା ମୟୁରଭଂଜ ଜିଲ୍ଲା ଶରତ ଥାନା