
ପୁରୀ, ଶ୍ରୀମନ୍ଦିର ପରମ୍ପରା ସହିତ ଜଡ଼ିତ ବିଭିନ୍ନ ନୀତିକାନ୍ତି ତଥା ଯାନିଯାତ୍ରାରେ ଶ୍ରୀବିଗ୍ରହମାନେ ଲୋକକଲ୍ୟାଣ ନିମିତ୍ତ ତଥା ବିଭିନ୍ନ କାର୍ଯ୍ୟର ପ୍ରାରମ୍ଭ ନିମିତ୍ତ ଆଜ୍ଞା ବା ଆଦେଶ ପ୍ରଦାନ ପୂର୍ବକ ପ୍ରତିନିଧିମାନଙ୍କୁ ଶ୍ରୀଅଙ୍ଗରୁ ଯେଉଁ ମାଳ ଦେଇଥାନ୍ତି, ତାହାର ନାମ ହେଉଛି ଆଜ୍ଞାମାଳ।
Tags: ଆଜ୍ଞାମାଳ, ପୁରୀ ବାହୁଡା ଯାତ୍ରା