ମୁମ୍ବାଇ, ନିକଟରେ ଦେହ ସାରା ମାଟି ବୋଲି ହୋଇଥିବାର ଏକ ଫଟୋ ସଲମନ ନିଜ ସାମାଜିକ ଗଣମାଧ୍ୟମରେ ଛାଡିବା ପରେ ତାହା ବେଶ ଭାଇରାଲ ହେଲା। ହେଲେ ଏବେ ସେ ନିଜ ଜମିରେ ଧାନ ତଳି ରୁଆଉଥିବାର ଫଟୋ ଛାଡିଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଓ ସମାଲୋଚନା ହେବାରେ ଲାଗିଛି। Salman Khan ସଲମନ ଖାନ
କେବେ ଆସିବ ଭାରତ-ଚୀନ ସୈନିକଙ୍କ ଲଢେଇ ଉପରେ ଫିଲ୍ମ ‘ବ୍ୟାଟଲ୍ ଅଫ୍ ଗଲୱାନ୍’?: ସ୍ପଷ୍ଟ କଲେ ସଲମାନ୍ ଖାନJuly 17, 2025