ନିଜ ଫାର୍ମ ହାଉସରେ ଧାନ ତଳି ରୁଆଇଲେ ବରିଷ୍ଠ ଅଭିନେତା ସଲମନ ଖାନ, ବିଭିନ୍ନ ମହଲରେ ଚର୍ଚ୍ଚା

Published: Jul 20, 2020, 10:50 pm IST

ମୁମ୍ବାଇ, ନିକଟରେ ଦେହ ସାରା ମାଟି ବୋଲି ହୋଇଥିବାର ଏକ ଫଟୋ ସଲମନ ନିଜ ସାମାଜିକ ଗଣମାଧ୍ୟମରେ ଛାଡିବା ପରେ ତାହା ବେଶ ଭାଇରାଲ ହେଲା। ହେଲେ ଏବେ ସେ ନିଜ ଜମିରେ ଧାନ ତଳି ରୁଆଉଥିବାର ଫଟୋ ଛାଡିଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଓ ସମାଲୋଚନା ହେବାରେ ଲାଗିଛି।

Related posts