ଭୁବନେଶ୍ବରର ଏକ ପ୍ରସିଦ୍ଧ ଅଟା କଳର ସମସ୍ତ କର୍ମଚାରୀ ପଜେଟିଭ ପରେ ସିଲ୍ ହେଲା ମିଲ

Published: Jul 23, 2020, 11:02 pm IST

ଭୁବନେଶ୍ବର, ମଞ୍ଚେଶ୍ବରରେ ଥିବା ଏକ ପ୍ରସିଦ୍ଧ ଅଟା କଳର ସମସ୍ତ 61 ଜଣ କର୍ମଚାରୀ ଏବଂ ମାଲିକଙ୍କୁ କରୋନା19 ପଜେଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ବିଏମସି ତରଫରୁ ଅଟା କଳକୁ ସିଲ କରି ଦିଆଯାଇଛି।

Related posts