ମଣିପୁରରେ ନୂଆ ମନ୍ତ୍ରୀଙ୍କୁ ଶପଥପାଠ କରାଉଛନ୍ତି ରାଜ୍ୟପାଳ ନେଜମା ହେପତୁଲ୍ଲା

Published: Sep 24, 2020, 11:25 pm IST

ମଣିପୁରରେ ମୁଖ୍ୟମନ୍ତ୍ରୀ 6 ଜଣ ମନ୍ତ୍ରୀଙ୍କୁ ବାହାର କରି 5 ଜଣଙ୍କୁ ନୂଆ ମନ୍ତ୍ରୀ ଭାବେ ନିଯୁ୍କ୍ତି ଦେଇଛନ୍ତି। ସେମାନେ ହେଲେ Shri S. Rajen, Shri V. Valte, Shri O. Lukhoi Singh, Shri Th. Satyabrata Singh and Shri O. Henry Singh । ସେମାନଙ୍କୁ ରାଜ୍ୟପାଳ ନେଜମା ହେପତୁଲ୍ଲା ଶପଥପାଠ କରାଉଛନ୍ତି।

Related posts