ଭୁବନେଶ୍ବର, ଆଜି ବିଧାନସଭା ଆରମ୍ଭ ହୋଇଛି। କୋଭିଡ ମହାମାରୀ ସମୟରେ ଏହା ହେଉଛି ପ୍ରଥମ ଅଧିବେଶନ। ଆଜି ନିର୍ଦ୍ଧାରିତ ସମୟରେ ବାଚସ୍ପତି ବିଧାନସଭା ପରିସରରେ ପହଁଞ୍ଚିବା ପରେ ନିୟମ ଅନୁସାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ବିଧାନସଭା