ଭୁବନେଶ୍ଵର ରାଜଭବନ ସାମ୍ନା ପେଟ୍ରୋଲ ପମ୍ପରେ ବିସ୍ଫୋରଣ ହୋଇ ଅଗ୍ନିକାଣ୍ଡ ଘଟିଛି। ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ହୁ ହୁ ହୋଇ ଜଳୁଥିବା ବେଳେ ଘଟଣାସ୍ଥଳରେ ୩ ଗୋଟି ଅଗ୍ନିଶମ ବିଭାଗର ଗାଡି ପହଞ୍ଚିଛି, ନିଆଁକୁ ଶୀଘ୍ର ଆୟତ୍ତ କରିବା ପାଇଁ ଚାଲିଛି ପଦକ୍ଷେପ