ପର୍ଯ୍ୟଟକଙ୍କୁ ସୁସ୍ୱାଦୁ ଖାଦ୍ୟ ପରସିବା ପାଇଁ ପୁରୀ ‘ବ୍ଲୁ-ଫ୍ଲାଗ୍’ ବେଳାଭୂମିରେ ଓଟିଡିସିର ‘ହ୍ଵାଇଟ୍ କ୍ରାବ୍ କାଫେଟେରିଆ’ ଲୋକାର୍ପିତ ହୋଇଛି। ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ କାଫେଟେରିଆକୁ ଲୋକାର୍ପିତ କରିଛନ୍ତି। ଖୁବଶୀଘ୍ର ଏହା ପର୍ଯ୍ୟଟକଙ୍କ ଆଦୃତି ଲାଭ କରିବ ବୋଲି ସେ କହିଛନ୍ତି। ପୁରୀ ‘ବ୍ଲୁ-ଫ୍ଲାଗ୍
ମହାପ୍ରଭୃଙ୍କ ରଥଯାତ୍ରା ପାଇଁ ଦ୍ରୁତଗତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ଠାକୁରଙ୍କ ପାଇଁ ସମର୍ପିତ କାରୀଗରJune 27, 2021