Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»RathJatra»ଟ୍ୟୁସନ ଯାଇ ଘରକୁ ଫେରିଲେନି ଅଷ୍ଟମ ଶ୍ରେଣୀ ଛାତ୍ର, ନିଖୋଜ ନେଇ ଥାନାରେ ଅଭିଯୋଗ
RathJatra

ଟ୍ୟୁସନ ଯାଇ ଘରକୁ ଫେରିଲେନି ଅଷ୍ଟମ ଶ୍ରେଣୀ ଛାତ୍ର, ନିଖୋଜ ନେଇ ଥାନାରେ ଅଭିଯୋଗ

November 27, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଟ୍ୟୁସନ ଯାଇଥିଲେ, ହେଲେ ଆଉ ଘରକୁ ଫେରିଲେନି। ନିର୍ଦ୍ଧାରିତ ସମୟ ବିତିଯିବା ପରେ ମଧ୍ୟ ପୁଅ ଘରେ ନ ପହଞ୍ଚିବାରୁ ଚିନ୍ତାରେ ପରିବାର। ଭୁବନେଶ୍ୱର ଶିରିପୁର ନୂଆସାହି ଅଞ୍ଚଳର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ନିଖୋଜ ହୋଇଯାଇଛନ୍ତି। ଏହାକୁ ନେଇ ପରିବାର ପକ୍ଷରୁ କ୍ୟାପିଟାଲ ଥାନାରେ ଅଭିଯୋଗ କରାଯାଇଛି।

ସୂଚନା ଅନୁସାରେ, ଛାତ୍ର ଜଣକ ଟ୍ୟୁସନ ଯିବାକୁ ଘରୁ ବାହାରିଥିଲେ। ହେଲେ ନିର୍ଦ୍ଧାରିତ ସମୟରେ ଘରକୁ ଫେରିନଥିଲେ। ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। କିନ୍ତୁ କୌଣସି ଖୋଜଖବର ନମିଳିବାରୁ ଶେଷରେ କ୍ୟାପିଟାଲ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି।

ଅନ୍ୟପଟେ ଛାତ୍ରଙ୍କ ପାଖରେ ମୋବାଇଲ ଫୋନ୍ ଥିବାରୁ ତାଙ୍କ ସହ ଯୋଗାଯୋଗ ପାଇଁ ଫୋନ୍ କରାଯାଇଛି। ପୋଲିସ ଅଭିଯୋଗ ଆଧାରରେ ଛାତ୍ରଙ୍କୁ ଖୋଜାଖୋଜି ଜାରି ରଖିଛି। ଛାତ୍ର ଜଣକ କେଉଁଠି ଅଛନ୍ତି ଏବଂ କେଉଁ ପରିସ୍ଥିତିରେ ନିଖୋଜ ହେଲେ, ତାହା ଜଣାପଡ଼ିନାହିଁ।

#MissingStudent Bhubaneswar Missing Student Capital Police Station
Share. Facebook Twitter LinkedIn Email WhatsApp Copy Link

Related Posts

ପବିତ୍ର ରଥଯାତ୍ରା ଉପଲକ୍ଷେ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ

July 16, 2026

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଶ୍ରୀ ଜିଉଙ୍କ ଅପେକ୍ଷାରେ ତିନି ରଥ

July 16, 2026

ପାଖେଇଲା ଦେବସ୍ନାନ ପୂର୍ଣ୍ଣିମା, ଏହାପରେ ରଥଯାତ୍ରା, ତାପରେ ରଜ, ଜାଣନ୍ତୁ ଆଗକୁ ଆହୁରି କଣ ରହିଛି ପର୍ବପର୍ବାଣୀ

June 4, 2025

ପୁରୀରେ ଆଡପ ମଣ୍ଡପ ବିଜେ ବେଳେ ବଡ ଅଘଟଣ, ଚାରମାଳ ଉପରେ ଖସିପଡିଲେ ବଡ ଠାକୁର

July 9, 2024
Latest News

ରାଜଧାନୀରେ ପାରଦ ଖସିବା ସହ ବଢ଼ିଲା ଶୀତ

November 27, 2026

ଟ୍ୟୁସନ ଯାଇ ଘରକୁ ଫେରିଲେନି ଅଷ୍ଟମ ଶ୍ରେଣୀ ଛାତ୍ର, ନିଖୋଜ ନେଇ ଥାନାରେ ଅଭିଯୋଗ

November 27, 2026

କଂଗ୍ରେସ ବିଧାୟକ ପୀରଜାଦା ମହମ୍ମଦ ସୟିଦଙ୍କ ପରଲୋକ

November 27, 2026

କିଏ ହେବେ ନୂଆ କଂସ ମହାରାଜ? ୪୪ କଳାକାରଙ୍କ ମଧ୍ୟରେ କଡ଼ା ଟକ୍କର, ଆଜି ଭାଗ୍ୟ ପରୀକ୍ଷା

November 27, 2026

ସିବିଏସ୍ଇ ତ୍ରି-ଭାଷା ନୀତିକୁ ନେଇ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟୀକରଣ : ତିନୋଟି ଭାଷା ପଢ଼ା ଜାରି ରଖିପାରିବେ ଛାତ୍ରଛାତ୍ରୀ

November 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.