Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୋଶ୍ ବଟଲରଙ୍କ ସହ ବିବାଦ ଘଟଣା: ନିଲମ୍ବିତ ହୋଇପାରନ୍ତି ବିରାଟ କୋହଲୀ
ଆଜିର ଖବର

ଜୋଶ୍ ବଟଲରଙ୍କ ସହ ବିବାଦ ଘଟଣା: ନିଲମ୍ବିତ ହୋଇପାରନ୍ତି ବିରାଟ କୋହଲୀ

March 21, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଅନ୍ତିମ ଟି-୨୦ରେ ଇଂଲଣ୍ଡର ଜୋଶ୍ ବଟଲର ଆଉଟ ହେବା ପରେ ଭାରତୀୟ ଅଧିନାୟକ ଆକ୍ରମଣାତ୍ମକ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଯେଉଁଥିରେ ଗଣମାଧ୍ୟମ ଏବଂ ଖେଳାପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାଫଳରେ ଏହି ଖବର ମ୍ୟାଚ ଅଧିକାରୀମାନଙ୍କ ପର୍ଯ୍ୟନ୍ତ ପହଞ୍ଚିସାରିଛି। ସେଥିପାଇଁ ବିରାଟଙ୍କ ଉପରେ ପ୍ରତିବନ୍ଧକ ଲାଗିପରେ। କିନ୍ତୁ ଏହି ପ୍ରତିବନ୍ଧକ କେଉଁ ପ୍ରକାର ହେବ, ତାହା ଦେଖିବା ବାକି ରହିଛି।

ଉଲ୍ଲେଖ ଯୋଗ୍ୟ ଯେ, ଅନ୍ତିମ ମ୍ୟାଚରେ ଇଂଲଣ୍ଡର ପ୍ରାରମ୍ଭିକ ପାଳି ଖରାପ ଥିଲା। ଜେସନ ରୟ କୌଣସି ରନ କରିବା ପୂର୍ବରୁ ଆଉଟ ହୋଇଯାଇଥିଲେ। ହେଲେ ଏହାପରେ ଯଶ ବଟଲର ଏବଂ ଡ଼େବିଡ଼ ମଲାନ ଧୂଆଁଧାର ବ୍ୟାଟିଂ କରି ୧୩୦ ରନର ପାର୍ଟନରଶିପ କରିଥିଲେ। ବଟଲର ୫୨ ରନ କରିଥିବା ବେଳେ ଭୁବନେଶ୍ଵର କୁମାରଙ୍କ ଶିକାର ହୋଇଥିଲେ।

ତେବେ ବଟଲର ଆଉଟ ହେବା ପରେ ଭାରତୀୟ ଅଧିନାୟକଙ୍କ ମଧ୍ୟରେ କିଛି ବାର୍ତ୍ତାଳାପ କ୍ୟାମେରାରେ ଦେଖିବାକୁ ମିଳିଥିଲା। ଯାହାଦ୍ବାରା ବଟଲର ପ୍ୟାବିଲିଅନକୁ ଯିବା ସମୟରେ କ୍ରୋଦ୍ଧାନ୍ଵିତ ହୋଇ ବାରମ୍ବାର ପଛକୁ ଦେଖୁଥିବାର ଦେଖିବାକୁ ମିଳିଥିଲା। ହେଲେ ସେମାନଙ୍କ ମଧ୍ୟରେ କେଉଁପ୍ରକାରର ବାର୍ତ୍ତାଳାପ ହୋଇଥିଲା, ତାହା ସ୍ପଷ୍ଟ ହୋଇନାହିଁ। ଏହାପରେ ବିରାଟ, ଅମ୍ପାୟାର ଏବଂ ଇଂଲଣ୍ଡର ବୈରଷ୍ଟୋଙ୍କ ମଧ୍ୟରେ ଲାମ୍ବା ସମୟ ଧରି ଆଲୋଚନା ହୋଇଥିଲା।

ଅନ୍ତିମ ଟି-୨୦ ବିରାଟ କୋହଲୀ
Share. Facebook Twitter LinkedIn Email WhatsApp Copy Link

Related Posts

ଦ୍ୱିତୀୟ ଟେଷ୍ଟ ପୂର୍ବରୁ କୋଚ୍ ଗମ୍ଭୀରଙ୍କୁ ଚେତାବନୀ: କୁଲଦୀପଙ୍କ ପ୍ରସଙ୍ଗରେ ଚର୍ଚ୍ଚା ଜୋର

August 22, 2026

ସେପ୍ଟେମ୍ବର ୧ରୁ ନୂଆ ନିୟମ!: ଅନ୍ତର୍ଜାତୀୟ ଯାତ୍ରୀମାନଙ୍କୁ ଆବଶ୍ୟକ ନାହିଁ ଶାରୀରିକ ବୋର୍ଡିଂ ପାସ୍ 

August 22, 2026

ପିଲାମାନଙ୍କୁ ମିଳିବ ସୁନା ମୁଦି: ଅଳଙ୍କାର କମ୍ପାନୀକୁ କାର୍ଯ୍ୟାଦେଶ ଦେଲେ ବିଜୟ ସରକାର

August 22, 2026

ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ କାର୍ଯ୍ୟାଳୟକୁ ସିଲ୍ କଲା ଉତ୍ତର ପ୍ରଦେଶର ପ୍ରଶାସନ 

August 22, 2026
Latest News

ଦ୍ୱିତୀୟ ଟେଷ୍ଟ ପୂର୍ବରୁ କୋଚ୍ ଗମ୍ଭୀରଙ୍କୁ ଚେତାବନୀ: କୁଲଦୀପଙ୍କ ପ୍ରସଙ୍ଗରେ ଚର୍ଚ୍ଚା ଜୋର

August 22, 2026

ସେପ୍ଟେମ୍ବର ୧ରୁ ନୂଆ ନିୟମ!: ଅନ୍ତର୍ଜାତୀୟ ଯାତ୍ରୀମାନଙ୍କୁ ଆବଶ୍ୟକ ନାହିଁ ଶାରୀରିକ ବୋର୍ଡିଂ ପାସ୍ 

August 22, 2026

ପିଲାମାନଙ୍କୁ ମିଳିବ ସୁନା ମୁଦି: ଅଳଙ୍କାର କମ୍ପାନୀକୁ କାର୍ଯ୍ୟାଦେଶ ଦେଲେ ବିଜୟ ସରକାର

August 22, 2026

ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ କାର୍ଯ୍ୟାଳୟକୁ ସିଲ୍ କଲା ଉତ୍ତର ପ୍ରଦେଶର ପ୍ରଶାସନ 

August 22, 2026

ରେଳ ଧାରଣାରୁ ଦୁଇ ମୃତଦେହ ଉଦ୍ଧାର

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.