ନୂଆଦିଲ୍ଲୀ: ଆଇପିଏଲ-୧୪ ସଂସ୍କରଣରେ ଆଜିର ମ୍ୟାଚକୁ ବାତିଲ କରାଯାଇଛି। କୋଲକୋତା ନାଇଟ ରାଇଡ଼ର୍ସ ସହ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗୁଲୁରୁ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ ବାତିଲ ହୋଇଛି। କେକେଆର ଟିମର ଦୁଇ ଖେଳାଳି ପଜିଟିଭ ଚିହ୍ନଟ ହେବା ପରେ ଆଜିର ଖେଳକୁ ବାତିଲ କରି ଦିଆଯାଇଛି। ଆଇପିଏଲ ଆଜିର ମ୍ୟାଚ ଦୁଇ ଖେଳାଳି ପଜିଟିଭ ଚିହ୍ନଟ ବାତିଲ
ବିଜେବି କଲେଜଠାରେ ଭିନ୍ନକ୍ଷମମାନଙ୍କ ଅଧିକାର ସମ୍ପର୍କରେ ସଚେତନତା ଓ କୁଇଜ ପ୍ରତିଯୋଗିତା କାର୍ଯ୍ୟକ୍ରମSeptember 15, 2025