Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ଭାରତ-ଶ୍ରୀଲଙ୍କା ସିରିଜ: ଜାଣନ୍ତୁ ସମସ୍ତ ମ୍ୟାଚର ତାରିଖ ଏବଂ ସମୟ, କେଉଁ ଚ୍ୟାନେଲରେ ହେବ ସିଧା ପ୍ରସାରଣ
ଖେଳ

ଭାରତ-ଶ୍ରୀଲଙ୍କା ସିରିଜ: ଜାଣନ୍ତୁ ସମସ୍ତ ମ୍ୟାଚର ତାରିଖ ଏବଂ ସମୟ, କେଉଁ ଚ୍ୟାନେଲରେ ହେବ ସିଧା ପ୍ରସାରଣ

July 8, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପ ଫାଇନାଲ ମ୍ୟାଚରେ ହାରିବା ପରେ ଭାରତର କ୍ରିକେଟପ୍ରେମୀ ନିରାଶ ହୋଇପଡିଛନ୍ତି। କିନ୍ତୁ ଜୁଲାଇ ୧୩ ତାରିଖରେ ଆରମ୍ଭ ହେବାକୁ ଥିବା ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜ ଉପରେ ବର୍ତ୍ତମାନ ଖେଳପ୍ରେମୀଙ୍କ ନଜର ରହିଛି। ଶିଖର ଧବନଙ୍କ ନେତୃତ୍ଵରେ ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷରେ ୩ ଟି ଦିନିକିଆ ଏବଂ ୩ଟି ଟି-୨୦ ମ୍ୟାଚ ଖେଳିବ। ଏହି ସିରିଜ ବଡ ରୋମାଞ୍ଚକ ହେବ ବୋଲି ଅନୁମାନ କରାଯାଉଛି। କାରଣ ଏହି ସିରିଜ ପାଇଁ ଅଭିଜ୍ଞ ଖେଳାଳିକୁ ବିଶ୍ରାମ ଦିଆଯାଇ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି। ଏହି ଟିମରୁ ଆଗାମୀ ଟି-୨୦ ବିଶ୍ବକପ ମ୍ୟାଚ ପାଇଁ ମଧ୍ୟ କିଛି ଖେଳାଳି ମନୋନୀତ ହୋଇପାରନ୍ତି। ତେଣୁ ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବଙ୍କ ଭଳି ଖେଳାଳି ଜଲୱା ଦେଖାଇବା ପାଇଁ ଆତୁର ହୋଇପଡିଛନ୍ତି।

କେଉଁ ଚ୍ୟାନେଲରେ ହେବ ସିଧା ପ୍ରସାରଣ:

ଟୁର୍ଣ୍ଣାମେଣ୍ଟର ପ୍ରସାରଣ ଅଧିକାର ସୋନି ଚ୍ୟାନେଲକୁ ଦିଆଯାଇଛି। ଦିନିକିଆ ଏବଂ ଟି-୨୦ ସିରିଜର ସିଧା ପ୍ରସାରଣ ସୋନି ଟେନ-୧, ସୋନି ଟେନ-୩, ସୋନି ଟେନ-୪ ଏବଂ ସୋନି ସିକ୍ସରେ କରାଯିବ।

ଦିନିକିଆ ମ୍ୟାଚ:

୧- ପ୍ରଥମ ଦିନିକିଆ- ଜୁଲାଇ ୧୩ ତାରିଖ- ଅପରାହ୍ନ ୧ ଟା ୩୦ ମିନିଟ

୨- ଦ୍ଵିତୀୟ ଦିନିକିଆ- ୧ଜୁଲାଇ ୧୬ ତାରିଖ- ଅପରାହ୍ନ ୧ ଟା୩୦ ମିନିଟ

୩- ତୃତୀୟ ଦିନିକିଆ- ଜୁଲାଇ ୧୮ ତାରିଖ- ଅପରାହ୍ନ ୧ ଟା ୩୦ ମିନିଟ

ଟି-୨୦ ସିରିଜ:

-ପ୍ରଥମ ଟି-୨୦- ଜୁଲାଇ ୨୧ ତାରିଖ (ବୁଧବାର)- ସନ୍ଧ୍ୟା ୭ ଟା

-ଦ୍ଵିତୀୟ ଟି-୨୦- ଜୁଲାଇ ୨୩ ତାରିଖ (ଶୁକ୍ରବାର)- ସନ୍ଧ୍ୟା ୭ ଟା

-ତୃତୀୟ ତ-୨୦- ଜୁଲାଇ ୨୫ ତାରିଖ (ରବିବାର)- ସନ୍ଧ୍ୟା ୭ ଟା

ଭାରତ-ଶ୍ରୀଲଙ୍କା ସିରିଜ ସିଧା ପ୍ରସାରଣ
Share. Facebook Twitter LinkedIn Email WhatsApp Copy Link

Related Posts

U19 ବିଶ୍ୱକପ୍-2026: ଦ୍ଵିତୀୟ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ

February 4, 2026

‘ଆମ ନିଷ୍ପତ୍ତିରେ ଆମେରିକାର କ’ଣ ଅଧିକାର?’: ବାଣିଜ୍ୟ ଚୁକ୍ତି ଉପରେ ସଚିନ ପାଇଲଟ୍ ଙ୍କ ଟାର୍ଗେଟ

February 4, 2026

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର, ଶିମିଳିପାଳ ଜଙ୍ଗଲରୁ ମିଳିଲା ରୋଗ ପ୍ରତିରୋଧୀ ଯୌଗିକ

February 4, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026
Latest News

U19 ବିଶ୍ୱକପ୍-2026: ଦ୍ଵିତୀୟ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ

February 4, 2026

‘ଆମ ନିଷ୍ପତ୍ତିରେ ଆମେରିକାର କ’ଣ ଅଧିକାର?’: ବାଣିଜ୍ୟ ଚୁକ୍ତି ଉପରେ ସଚିନ ପାଇଲଟ୍ ଙ୍କ ଟାର୍ଗେଟ

February 4, 2026

ସ୍ୱତନ୍ତ୍ର ପରୀକ୍ଷା ପେ ଚର୍ଚ୍ଚା ଏପିସୋଡ୍ ଦେଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

February 4, 2026

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

February 4, 2026

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର, ଶିମିଳିପାଳ ଜଙ୍ଗଲରୁ ମିଳିଲା ରୋଗ ପ୍ରତିରୋଧୀ ଯୌଗିକ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.