Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଘୋଷଣା ହେଲା ଭାରତ-ଶ୍ରୀଲଙ୍କା କ୍ରିକେଟ ସିରିଜର ନୂଆ ତାରିଖ: ଜାଣନ୍ତୁ କେବେଠୁ ଆରମ୍ଭ ହେବ ଖେଳ
ଆଜିର ଖବର

ଘୋଷଣା ହେଲା ଭାରତ-ଶ୍ରୀଲଙ୍କା କ୍ରିକେଟ ସିରିଜର ନୂଆ ତାରିଖ: ଜାଣନ୍ତୁ କେବେଠୁ ଆରମ୍ଭ ହେବ ଖେଳ

July 10, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
'ସୂର୍ଯ୍ୟକୁମାରଙ୍କ ନୁହେଁ... ଏହି ଖେଳାଳି ଟି-୨୦ ଅଧିନାୟକ ହେବା ଉଚିତ': ଗାଙ୍ଗୁଲିଙ୍କ ବଡ଼ ବୟାନ
'ସୂର୍ଯ୍ୟକୁମାରଙ୍କ ନୁହେଁ... ଏହି ଖେଳାଳି ଟି-୨୦ ଅଧିନାୟକ ହେବା ଉଚିତ': ଗାଙ୍ଗୁଲିଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ସୀମିତ ଓଭର ସିରିଜ ପାଇଁ ତାରିଖ ଘୋଷଣା ହୋଇଛି। ଶ୍ରୀଲଙ୍କା ଟିମ ଶିବିରରେ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ସିରିଜର ତାରିଖରେ ପରିବର୍ତ୍ତନ କରାଯାଇଥିଲା। ଏହି ସିରିଜର ପ୍ରଥମ ମ୍ୟାଚ ୧୩ ତାରିଖରୁ ଆରମ୍ଭ ହେବାର ଥିଲା। କିନ୍ତୁ ଏବେ ଏହାର ପ୍ରଥମ ମ୍ୟାଚ ୧୮ ତାରିଖରୁ ଆରମ୍ଭ ହେବ। ଏହି ସିରିଜରେ ୩ ଟି ଦିନିକିଆ ଏବଂ ୩ ଟି ଟି-୨୦ ମ୍ୟାଚ ଖେଳାଯିବ। ତେବେ ପ୍ରଥମ ଦିନିକିଆ ଜୁଲାଇ ୧୮ ତାରିଖରେ ଖେଳାଯିବାକୁ ଥିବା ବେଳେ ଦ୍ଵିତୀୟ ମ୍ୟାଚ ୨୦ ତାରିଖ ଏବଂ ତୃତୀୟ ମ୍ୟାଚଟି ୨୩ ତାରିଖରେ ଖେଳାଯିବ। ଏନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଶ୍ରୀଲଙ୍କାର ବ୍ୟାଟିଂ କୋଚ ଗ୍ରାଣ୍ଟ ଫ୍ଲାୱାର ଏବଂ ଡାଟା ବିଶ୍ଳେଷକ ଜିଟି ନିରୋସନ ବ୍ରିଟେନରୁ ଫେରିବା ପରେ ପଜିଟିଭ ଚିହ୍ନଟ ହୋଇଥିଲେ। ଯାହା ଫଳରେ ଶ୍ରୀଲଙ୍କା ଖେଳାଳିଙ୍କୁ ୩ ଦିନ ପୃଥକବାସ ରହିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି।

ତେବେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଦିନିକିଆ ସିରିଜ ୧୩ ତାରିଖ ଠାରୁ ଆରମ୍ଭ ହେବାର ଥିଲା ଏବଂ ଦ୍ଵିତୀୟ ଓ ତୃତୀୟ ମ୍ୟାଚ ୧୬ ତାରିଖ ଏବଂ ୧୮ ତାରିଖରେ ହେବାକୁ ଥିଲା।

ସେହିଭଳି ଟି-୨୦ ସିରିଜର ପ୍ରଥମ ମ୍ୟାଚ ୨୧ ତାରିଖରେ ଖେଳାଯିବାକୁ ଥିବା ବେଳେ ଦ୍ଵିତୀୟ ମ୍ୟାଚ ୨୩ ତାରିଖ ଏବଂ ତୃତୀୟ ତଥା ଅନ୍ତିମ ମ୍ୟାଚ ୨୫ ତାରିଖରେ ଖେଳାଯିବାକୁ ଥିଲା।

ଭାରତ-ଶ୍ରୀଲଙ୍କା
Share. Facebook Twitter LinkedIn Email WhatsApp Copy Link

Related Posts

ମୋଦୀଙ୍କୁ ପ୍ରଶଂସା କଲେ ଟ୍ରମ୍ଫ: ଯୁଦ୍ଧ ମଧ୍ୟରେ ବଡ଼ ବିବୃତ୍ତି ଦେଲେ ଆମେରିକା ରାଷ୍ଟ୍ରପତି

March 27, 2026

ମାତ୍ର ୩୫ ବର୍ଷ ବୟସରେ ନେପାଳର ପ୍ରଧାନମନ୍ତ୍ରୀ ହେଲେ ବାଲେନ୍ ଶାହ: ଜାଣନ୍ତୁ ସେ କିଏ?

March 27, 2026

ପ୍ରବେଶ ଉତ୍ସବର ଉତ୍ସାହ: ଶିକ୍ଷା ପାଇଁ ଦ୍ୱାର ଦ୍ୱାର ବୁଲି ଶିଶୁଙ୍କୁ ନିମନ୍ତ୍ରଣ ଜଣାଇଲେ ବାଚସ୍ପତି

March 27, 2026

ଆଉ କିଛି ସମୟ ପରେ ଅଯୋଧ୍ୟାରେ ରାମ ଲଲ୍ଲାଙ୍କ ସୂର୍ଯ୍ୟ ତିଳକ!: ଦେଖନ୍ତୁ ସିଧାପ୍ରସରଣ

March 27, 2026
Latest News

ମୋଦୀଙ୍କୁ ପ୍ରଶଂସା କଲେ ଟ୍ରମ୍ଫ: ଯୁଦ୍ଧ ମଧ୍ୟରେ ବଡ଼ ବିବୃତ୍ତି ଦେଲେ ଆମେରିକା ରାଷ୍ଟ୍ରପତି

March 27, 2026

ମାତ୍ର ୩୫ ବର୍ଷ ବୟସରେ ନେପାଳର ପ୍ରଧାନମନ୍ତ୍ରୀ ହେଲେ ବାଲେନ୍ ଶାହ: ଜାଣନ୍ତୁ ସେ କିଏ?

March 27, 2026

ପ୍ରବେଶ ଉତ୍ସବର ଉତ୍ସାହ: ଶିକ୍ଷା ପାଇଁ ଦ୍ୱାର ଦ୍ୱାର ବୁଲି ଶିଶୁଙ୍କୁ ନିମନ୍ତ୍ରଣ ଜଣାଇଲେ ବାଚସ୍ପତି

March 27, 2026

ଆଉ କିଛି ସମୟ ପରେ ଅଯୋଧ୍ୟାରେ ରାମ ଲଲ୍ଲାଙ୍କ ସୂର୍ଯ୍ୟ ତିଳକ!: ଦେଖନ୍ତୁ ସିଧାପ୍ରସରଣ

March 27, 2026

ଦେଶବ୍ୟାପୀ ଲକଡାଉନ୍ ହେବ କି?: ଜାଣନ୍ତୁ କ’ଣ କହିଲେ ଭାରତ ସରକାରର ମନ୍ତ୍ରୀ ହରଦୀପ ପୁରୀ?

March 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.