Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଭାରତ ବିରୋଧ ଟେଷ୍ଟ ସିରିଜ ପାଇଁ ଘୋଷଣା ହେଲା ଇଂଲଣ୍ଡ ଦଳ: ଏହି ବିପଦଜ୍ଜନକ ବୋଲରଙ୍କୁ ମିଳିଲାନି ସ୍ଥାନ
ଅନ୍ତରାଷ୍ଟ୍ରୀୟ

ଭାରତ ବିରୋଧ ଟେଷ୍ଟ ସିରିଜ ପାଇଁ ଘୋଷଣା ହେଲା ଇଂଲଣ୍ଡ ଦଳ: ଏହି ବିପଦଜ୍ଜନକ ବୋଲରଙ୍କୁ ମିଳିଲାନି ସ୍ଥାନ

July 21, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ବିପକ୍ଷ ଆଗାମୀ ଟେଷ୍ଟ ସିରିଜର ପ୍ରାରମ୍ଭିକ ଦୁଇଟି ମ୍ୟାଚ୍ ପାଇଁ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି)  ୧୭ ଜଣିଆ ଦଳ ଘୋଷଣା କରିଛି। ଦଳର ଅଧିନାୟକ ଜୋ ରୁଟ୍ ରହିଥିବା ବେଳେ ପେସର ଓଲି ରବିନସନ ଇଂଲଣ୍ଡ ଦଳକୁ ଫେରିଛନ୍ତି। ପେସର୍ ଜୋଫ୍ରା ଆର୍ଚର ଏବଂ କ୍ରିସ୍ ୱକ୍ସ ଆଘାତ ହେତୁ ଦଳରୁ ବାଦ ପଡିଛନ୍ତି। ଇଂଲଣ୍ଡ ଦୁଇଟି ମ୍ୟାଚ୍‌ ପାଇଁ ବେନ୍ ଷ୍ଟୋକ୍ସ, ଜୋସ୍ ବଟଲର୍, ଜନି ବେୟାରଷ୍ଟୋ ଏବଂ ସାମ୍ କୁରାନଙ୍କୁ ଦଳରେ ସାମିଲ କରିଛି। ଏହି ଖେଳାଳିମାନେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଜଡିତ ନଥିଲେ। ଏହି ସିରିଜରେ ଇଂଲଣ୍ଡକୁ ୧-୦ ରେ ପରାସ୍ତ ହେବାକୁ ପଡିଥିଲା।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଅଗଷ୍ଟ ୪ ରୁ ସେପ୍ଟେମ୍ବର ୧୪ ମଧ୍ୟରେ ଖେଳାଯିବ। ଏହି ସିରିଜ୍ ନଟିଂହାମରେ ଆରମ୍ଭ ହେବ। ଦ୍ୱିତୀୟ ଟେଷ୍ଟ ଅଗଷ୍ଟ ୧୨ ରୁ ଖେଳାଯିବ।

ତୃତୀୟ ଟେଷ୍ଟ ଅଗଷ୍ଟ ୨୫ ତାରିଖରୁ ଲିଡସରେ ଖେଳାଯିବ। ଚତୁର୍ଥ ଟେଷ୍ଟ ସେପ୍ଟେମ୍ବର ୨ ତାରିଖରୁ ଲଣ୍ଡନର ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ପଞ୍ଚମ ତଥା ଅନ୍ତିମ ଟେଷ୍ଟ ସେପ୍ଟେମ୍ବର ୧୦ ରୁ ମାଞ୍ଚେଷ୍ଟରରେ ଖେଳାଯିବ।

ଇଂଲଣ୍ଡ ଦଳ: ଜୋ ରୁଟ୍ (ଅଧିନାୟକ), ଜେମ୍ସ ଆଣ୍ଡରସନ, ଜନି ବେୟାରଷ୍ଟୋ, ଡୋମ ବେସ, ଷ୍ଟୁଆର୍ଟ ବ୍ରଡ, ରୋରୀ ବର୍ନସ, ଜୋସ ବଟଲର, ଜ୍ୟାକ କ୍ରୋଲେ, ସାମ କୁରାନ, ହସିବ ହମିଦ, ଡାନ ଲରେନ୍ସ, ଜ୍ୟାକ ଲିଚ, ଓଲି ପୋପ, ଓଲି ରବିନସନ, ଡୋମ ସିବଲି, ବେନ ଷ୍ଟୋକ୍ସ, ମାର୍କ ଉଡ।

୨୦ ଜଣିଆ ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ (ଉପ-ଅଧିନାୟକ), ରୋହିତ ଶର୍ମା, ଶୁଭମାନ ଗିଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ରିଷଭ ପନ୍ତ, ଆର ଅଶ୍ୱିନ୍, ରବିନ୍ଦ୍ର ଜାଡେଜା, ଆକ୍ସର ପଟେଲ, ୱାଶିଂଟନ୍ ସୁନ୍ଦର, ଜସପ୍ରୀତ ବୁମ୍ରା, ଇଶାନ୍ତ ଶର୍ମା, ମହମ୍ମଦ ସିରାଜ, ମହମ୍ମଦ ଶାମି, ଶାର୍ଦ୍ଦୁଲ ଠାକୁର, ଉମେଶ ଯାଦବ, କେ.ଏଲ୍ ରାହୁଲ, ରିଦ୍ଧିମାନ ସାହା।

ଷ୍ଟାଣ୍ଡବାଇ ଖେଳାଳୀ- ଅଭିମନ୍ୟୁ ଈଶ୍ବରନ, ପ୍ରସିଦ୍ଧ କୃଷ୍ଣ, ଆବେଶ ଖାନ୍, ଅର୍ଜନ୍ ନାଗସ୍ୱାଲା ଏବଂ କେ.ଏସ୍ ଭରତ।

ଇଂଲଣ୍ଡ ଟେଷ୍ଟ ସିରିଜ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁଶୁଡ଼ିଲା ନିର୍ମାଣାଧୀନ ଛାତ: ୫ ମୃତ , ୩୦ରୁ ଅଧିକ ଭକ୍ତ ଫସି ରହିଥିବା ଆଶଙ୍କା

June 20, 2026

NEET UG ପୁନଃପରୀକ୍ଷାରେ ବାୟୋମେଟ୍ରିକ୍ସ ବିଫଳ ହେଲେ କ’ଣ କରିବେ?: ପଢନ୍ତୁ NTA ର ଯୋଜନା

June 20, 2026

ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଉପହାର ଦେଲେ ମୋଦି, ପାହାଡପୁର ହେବ ସୂର୍ଯ୍ୟ ଗାଁ, ପ୍ରତିଷ୍ଠା ହେବ ନବୋଦୟ ବିଦ୍ୟାଳୟ

June 20, 2026

କର୍ଣ୍ଣାଟକ ସରକାରଙ୍କ RSSକୁ ଚିଠି: ପ୍ରତିକ୍ରିୟା ପ୍ରକାଶ କଲେ ମହେଶ ଜେଠମଲାନି

June 20, 2026
Latest News

ନାରୀ ସୁରକ୍ଷା ଓ ଆଇନଶୃଙ୍ଖଳା ପ୍ରସଙ୍ଗରେ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

June 20, 2026

ଭୁଶୁଡ଼ିଲା ନିର୍ମାଣାଧୀନ ଛାତ: ୫ ମୃତ , ୩୦ରୁ ଅଧିକ ଭକ୍ତ ଫସି ରହିଥିବା ଆଶଙ୍କା

June 20, 2026

NEET UG ପୁନଃପରୀକ୍ଷାରେ ବାୟୋମେଟ୍ରିକ୍ସ ବିଫଳ ହେଲେ କ’ଣ କରିବେ?: ପଢନ୍ତୁ NTA ର ଯୋଜନା

June 20, 2026

ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଉପହାର ଦେଲେ ମୋଦି, ପାହାଡପୁର ହେବ ସୂର୍ଯ୍ୟ ଗାଁ, ପ୍ରତିଷ୍ଠା ହେବ ନବୋଦୟ ବିଦ୍ୟାଳୟ

June 20, 2026

ନାବାଳିକା ଦୁଷ୍କର୍ମ ଅଭିଯୋଗ: ଯୁବକକୁ ଗିରଫ କଲା ହିଞ୍ଜିଳି ଥାନା ପୋଲିସ

June 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.