Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଦ୍ରୁତ ବୋଲର ଟି. ନଟରାଜନ କରୋନା ପଜିଟିଭ: ଜାଣନ୍ତୁ, ଆଜିର ମ୍ୟାଚକୁ ନେଇ କ’ଣ କହିଲା ବିସିସିଆଇ
ଅନ୍ତରାଷ୍ଟ୍ରୀୟ

ଦ୍ରୁତ ବୋଲର ଟି. ନଟରାଜନ କରୋନା ପଜିଟିଭ: ଜାଣନ୍ତୁ, ଆଜିର ମ୍ୟାଚକୁ ନେଇ କ’ଣ କହିଲା ବିସିସିଆଇ

September 22, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦ ଦ୍ରୁତ ବୋଲର ଟି ନଟରାଜନ କରୋନା ପଜିଟିଭ ବୋଲି ଜଣାପଡିଛି। ଆଜି ସନ୍ଧ୍ୟାରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। କିନ୍ତୁ ଦୁଇ ଦଳ ମଧ୍ୟରେ ମ୍ୟାଚ୍ ଠିକ ସମୟରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ ବୋଲି ବିସିସିଆଇ ସ୍ପଷ୍ଟ କରିଛି। ବର୍ତ୍ତମାନ, ନଟରାଜନ୍ ଏବଂ ତାଙ୍କ ସହ ଯୋଗାଯୋଗରେ ଆସିଥିବା ଖେଳାଳି ଏବଂ ଅନ୍ୟ କର୍ମଚାରୀମାନେ ଅଲଗା ହୋଇଯାଇଛନ୍ତି ଏବଂ ଡାକ୍ତରୀ ଦଳ ସେମାନଙ୍କ ଉପରେ ନଜର ରଖିଛନ୍ତି।

ମେଡିକାଲ ଟିମ୍ ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ୍ ବିଜୟ ଶଙ୍କର, ଟିମ୍ ମ୍ୟାନେଜର ବିଜୟ କୁମାର, ଫିଜିଓଥେରାପିଷ୍ଟ ଶ୍ୟାମ ସୁନ୍ଦର ଜେ, ଡା. ଅଞ୍ଜନା ଭନ୍ନନ, ଲଜିଷ୍ଟିକ୍ସ ମ୍ୟାନେଜର ତୁଶର ଖେଡକର ଏବଂ ନେଟ୍ ବୋଲର ପେରିଆସାମି ଗଣେଶନଙ୍କ ସମେତ ୬ଜଣ ସଦସ୍ୟଙ୍କୁ ଚିହ୍ନଟ କରାଯାଇଛି। ଏବଂ ଏମାନଙ୍କୁ ଅଲଗା ରଖାଯାଇଛି।

ବିସିସିଆଇ ଅନୁଯାୟୀ, “ଆରଟି- ପିସିଆର ପରୀକ୍ଷଣରେ ସନରାଇଜର୍ସ ହାଇଦ୍ରାବାଦ ଖେଳାଳି ଟି ନାଟାରାଜନ କରୋନା ପଜିଟିଭ୍ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର କୌଣସି ଲକ୍ଷଣ ନାହାଁ। ଦଳର ବାକି ସଦସ୍ୟଙ୍କୁ ଆଜି ସକାଳ ୫ ଟାରେ ଆରଟି- ପିସିଆର ପରୀକ୍ଷା କରାଯାଇଥିଲା, ସମ୍ପର୍କରେ ଆସିଥିବା ସମସ୍ତ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ ଆସିଛି। ତେଣୁ ପୂର୍ବ ନିର୍ଦ୍ଧାରିତ ସମୟ ଅନ୍ୟଯାୟୀ, ଆଜି ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ।

ଆଜିର ମ୍ୟାଚ କରୋନା ପଜିଟିଭ ଟି.ନଟରାଜନ ଦିଲ୍ଲୀ କ୍ୟାପିଟାଲ୍ସ ସନରାଇଜର୍ସ ହାଇଦ୍ରାବାଦ
Share. Facebook Twitter LinkedIn Email WhatsApp Copy Link

Related Posts

ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ରାକେଟ୍ ମାମଲା: ୫ ଅଭିଯୁକ୍ତଙ୍କୁ ୩ ବର୍ଷ କାରାଦଣ୍ଡ

September 19, 2026

ମୁଖ୍ୟମନ୍ତ୍ରୀ ମାନଙ୍କ ଗାଡ଼ି ଉପରକୁ ମଦ ବୋତଲ ଫିଙ୍ଗିବ ମାମଲା: ରଭନୀତ ସିଂହ ବିଟ୍ଟୁ ଅଟକ

September 19, 2026

ରୋହିତ ଶର୍ମା କ’ଣ ଅଜିତ ଅଗରକରଙ୍କ ବିଦାୟର କାରଣ?: ବଡ଼ ନିଷ୍ପତ୍ତି ନେଲେ ମୁଖ୍ୟ ଚୟନକର୍ତ୍ତା

September 19, 2026

ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୩ ଶିଶୁଙ୍କ ସହ ୭ ଓଡ଼ିଆ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

September 19, 2026
Latest News

ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ରାକେଟ୍ ମାମଲା: ୫ ଅଭିଯୁକ୍ତଙ୍କୁ ୩ ବର୍ଷ କାରାଦଣ୍ଡ

September 19, 2026

ସରକାରୀ ଚାକିରିର ନିଯୁକ୍ତିପତ୍ର ବାଣ୍ଟିଲେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ

September 19, 2026

ମୁଖ୍ୟମନ୍ତ୍ରୀ ମାନଙ୍କ ଗାଡ଼ି ଉପରକୁ ମଦ ବୋତଲ ଫିଙ୍ଗିବ ମାମଲା: ରଭନୀତ ସିଂହ ବିଟ୍ଟୁ ଅଟକ

September 19, 2026

ରୋହିତ ଶର୍ମା କ’ଣ ଅଜିତ ଅଗରକରଙ୍କ ବିଦାୟର କାରଣ?: ବଡ଼ ନିଷ୍ପତ୍ତି ନେଲେ ମୁଖ୍ୟ ଚୟନକର୍ତ୍ତା

September 19, 2026

ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୩ ଶିଶୁଙ୍କ ସହ ୭ ଓଡ଼ିଆ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

September 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.