Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଭାରତକୁ ପରାସ୍ତ କରିବା ପରେ ଉତ୍ସବ ମୁଖର ହେଲା ପାକିସ୍ତାନ: ଇମ୍ରାନ ଖାନ ଦେଲେ ଏଭଳି ମନ୍ତବ୍ୟ
ଅନ୍ତରାଷ୍ଟ୍ରୀୟ

ଭାରତକୁ ପରାସ୍ତ କରିବା ପରେ ଉତ୍ସବ ମୁଖର ହେଲା ପାକିସ୍ତାନ: ଇମ୍ରାନ ଖାନ ଦେଲେ ଏଭଳି ମନ୍ତବ୍ୟ

October 25, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଇସିସି ବିଶ୍ୱକପରେ ଭାରତ ବିରୋଧରେ କ୍ରମାଗତ ୧୨ଟି ମ୍ୟାଚ୍ ହାରିବା ପରେ ଗତକାଲି ଏଥିରୁ ବ୍ରେକ ଲାଗିଛି। ଗତକାଲି ଭାରତକୁ ପରାଜିତ କରିବା ପରେ ପାକିସ୍ତାନର କ୍ରିକେଟ୍ ପ୍ରଶଂସକମାନେ ଉତ୍ସବ ପାଳନ କରିବାକୁ ରାସ୍ତାକୁ ଓହ୍ଲାଇଛନ୍ତି।

ଉତ୍ସାହିତ ପ୍ରଶଂସକମାନେ କରାଚିରେ କାର୍ ହର୍ନ ବଜାଇ ଏବଂ ବାଣ ଫୁଟାଇ ଖୁସି ମନାଇଥିଲେ। ସେଠାରେ ସର୍ବସାଧାରଣ ସ୍ଥାନରେ ବଡ଼ ପରଦା ସ୍ଥାପନ କରାଯାଇଥିଲା ଏବଂ କରୋନା ପ୍ରତିବନ୍ଧକ ରିହାତି ପରେ ହୋଟେଲରେ ମଧ୍ୟ ମ୍ୟାଚ୍ ପ୍ରସାରଣ ପାଇଁ ବ୍ୟବସ୍ଥା କରାଯାଇଥିଲା। କେତେକ ସ୍ଥାନରେ ବିଜୟ ଉତ୍ସବରେ ପୋଲିସ ଗୁଳି ଚଳାଇବାର ଘଟଣା ମଧ୍ୟ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ତଥା ୧୯୯୨ ବିଶ୍ୱକପ ବିଜେତା ଦଳର ପୂର୍ବତନ ଅଧିନାୟକ ଇମ୍ରାନ ଖାନ ଟ୍ୱିଟ କରି କହିଛନ୍ତି ଯେ, ପାକିସ୍ତାନ ଦଳ ଏବଂ ବିଶେଷକରି ବାବର ଆଜମଙ୍କୁ ଅଭିନନ୍ଦନ। ରିଜୱାନ୍ ଏବଂ ଶାହିନ୍ ଶାହା ଆଫ୍ରିଦି ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ। ଦେଶ ଆପଣଙ୍କ ପାଇଁ ଗର୍ବିତ।

ଇମ୍ରାନ ଖାନ କ୍ରିକେଟ୍ ପ୍ରଶଂସକ ପାକିସ୍ତାନ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜଧାନୀ ଏକ୍ସପ୍ରେସରେ ଚଢାଉ: ଜବତ ହେଲା ମିଆଦ ଶେଷ ହୋଇଥିବା ପୋହା ଏବଂ ଉପମା

August 26, 2026

ବର୍ଷା ଦିନେ ଏହି ପନିପରିବା ଖାଇବା ଠାରୁ ଦୂରେଇ ରୁହନ୍ତୁ, ହୋଇପାରେ କ୍ଷତି

August 26, 2026

ଜସପ୍ରିତ ବୁମରାହଙ୍କ ରାଜତ୍ୱ ଶେଷ: ଏବେ ଏହି ଖେଳାଳି ହେଲେ ନମ୍ବର-୧ ଟେଷ୍ଟ ବୋଲର

August 26, 2026

ସରକାରଙ୍କୁ CJP ର ଚେତାବନୀ: ସେପ୍ଟେମ୍ବର ୫ରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା

August 26, 2026
Latest News

ରାଜଧାନୀ ଏକ୍ସପ୍ରେସରେ ଚଢାଉ: ଜବତ ହେଲା ମିଆଦ ଶେଷ ହୋଇଥିବା ପୋହା ଏବଂ ଉପମା

August 26, 2026

ବର୍ଷା ଦିନେ ଏହି ପନିପରିବା ଖାଇବା ଠାରୁ ଦୂରେଇ ରୁହନ୍ତୁ, ହୋଇପାରେ କ୍ଷତି

August 26, 2026

ଜସପ୍ରିତ ବୁମରାହଙ୍କ ରାଜତ୍ୱ ଶେଷ: ଏବେ ଏହି ଖେଳାଳି ହେଲେ ନମ୍ବର-୧ ଟେଷ୍ଟ ବୋଲର

August 26, 2026

ସରକାରଙ୍କୁ CJP ର ଚେତାବନୀ: ସେପ୍ଟେମ୍ବର ୫ରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା

August 26, 2026

ଏସୀୟ କ୍ରୀଡ଼ା ପାଇଁ କ୍ରିକେଟ୍ ସୂଚୀ ଜାରି: ଜାଣନ୍ତୁ କେବେ ଖେଳିବ ଟିମ୍ ଇଣ୍ଡିଆ?

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.