Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପଞ୍ଚମ ରାଜ୍ୟ ନରେନ୍ଦ୍ର ଜେନା ସ୍ମାରକୀ ଫୁଟ୍‌ବଲ ଟେନିିସ୍ ପ୍ରତିଯୋଗିତା ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ
ଆଞ୍ଚଳିକ

ପଞ୍ଚମ ରାଜ୍ୟ ନରେନ୍ଦ୍ର ଜେନା ସ୍ମାରକୀ ଫୁଟ୍‌ବଲ ଟେନିିସ୍ ପ୍ରତିଯୋଗିତା ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ

February 26, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ୨୬ ତାରିଖ ଅପରାହ୍ନରେ ନୟାପଲ୍ଲୀ ସୟଦ ମମତାଜ ଅଲ୍ଲୀ ସ୍କୁଲ୍ ପ୍ରାଙ୍ଗଣରେ ପଞ୍ଚମ ରାଜ୍ୟ ଦିବାରାତ୍ର ନରେନ୍ଦ୍ର ଜେନା ସ୍ମାରକୀ ଫୁଟ୍‌ବଲ ଟେନିସ୍ ପ୍ରତିଯୋଗିତା (ପୁରୁଷ ଓ ମହିଳା) ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଅଛି। ଏଥିରେ ମୋଟ ୧୪ଟି ପୁରୁଷ ଦଳ ଓ ୪ଟି ମହିଳା ଦଳ ଅଂଶଗ୍ରହଣ କରିଛନ୍ତି। ପ୍ରତିଯୋଗିତା ନକ୍ ଆଉଟ ପଦ୍ଧତିରେ ଖେଳ ହେବ।

ଏହି ପ୍ରତିଯୋଗିତା ୨ଦିନ ଧରି ଚାଲିବ। ତା ୨୬.୨.୨୦୨୨ ଓ ୨୭.୦୨.୨୦୨୨ ପ୍ରତିଯୋଗିତାରୁ ବଛା ବଛା ଖେଳାଳୀମାନେ ରାଜ୍ୟ ପାଇଁ ମହାରାଷ୍ଟ୍ର,ସୋଲାପୁରଠାରେ ମେ ମାସରେ ଜାତୀୟ ପ୍ରତିଯୋଗିତାରେ ଯୋଗଦେବେ। ଏହି ପ୍ରତିଯୋଗିତାଟିକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ଭୁବନେଶ୍ୱରର କ୍ରୀଡ଼ା ସଂସଦର ସାଧାରଣ ସମ୍ପାଦକ ଡଃ ସୌର୍ଯ୍ୟରଞ୍ଜନ ପରିଜା।

ଅନ୍ୟତମ ସମ୍ମାନିତ ଅତିଥିମାନେ ହେଲେ ସମରେନ୍ଦ୍ର ଜେନା, ସଭାପତି ନଳିନୀକାନ୍ତ ମିଶ୍ର, ପ୍ରସନ୍ନ ରାଉତ, ମହେନ୍ଦ୍ର ବଳବନ୍ତରାୟ, ପ୍ରତିଭା ମିଶ୍ର, ସ୍ନିଗ୍ଧା ମହାପାତ୍ର, ଚିତା ବେହେରା, ସରିତା ଶତପଥୀ, କ୍ଷୀରୋଦ ବେହେରା, ଜଲ୍ଲିନ ଖାନ୍ ଓ ସମ୍ପାଦକ ପ୍ରଦୀପ କୁମାର ରାଉତରାୟ ଉଦ୍‌ଘାଟନ ଉତ୍ସବକୁ ପରିଚାଳନା କରିଥିଲେ। ଆସନ୍ତା କାଲି ଅପରାହ୍ନ ୪.୩୦ରେ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହେବ।

ନୟାପଲ୍ଲୀ
Share. Facebook Twitter LinkedIn Email WhatsApp Copy Link

Related Posts

ଟିମ୍ ଇଣ୍ଡିଆର କ୍ୟାପ୍ଟେନ୍ସି ଛାଡ଼ିଲେ ହରମନପ୍ରୀତ କୌର

October 6, 2026

ପିସିବିର ସର୍ତ୍ତ ପ୍ରତ୍ୟାଖ୍ୟାନ: ଡବ୍ଲ୍ୟୁସିଏଲ୍‌ରୁ ଓହରିଲା ପାକିସ୍ତାନ

October 6, 2026

ରଣଜୀ ଟ୍ରଫି: ପ୍ରଥମ ମ୍ୟାଚ୍‌ ପାଇଁ ମୁମ୍ବାଇ ଦଳରୁ ବାଦ୍ ପଡ଼ିଲେ ସୂର୍ଯ୍ୟକୁମାର

October 6, 2026

ଟିମ୍ ଇଣ୍ଡିଆକୁ ଫେରିଲେ ଭୁବନେଶ୍ୱର କୁମାର: ଏହି ଦିନ ଖେଳିବେ ମ୍ୟାଚ

October 5, 2026
Latest News

Collage Election Rules: କଲେଜ ନିର୍ବାଚନ ପାଇଁ ଜାରୀ ହେଲା ୧୯ ନିୟମ, ନ ମାନିଲେ କଟିବ ପ୍ରାର୍ଥିପତ୍ର

October 6, 2026

ନାଇଜେରିଆରେ ସେନା ବିମାନ ଦୁର୍ଘଟଣା: ୩୨ ମୃତ

October 6, 2026

ଛାତ୍ର ସଂସଦ ନିର୍ବାଚନ: କ୍ୟାମ୍ପସରେ ଅଣଛାତ୍ରଙ୍କ ଅନୁପ୍ରବେଶ ରୋକିବାକୁ DGPଙ୍କ ନିର୍ଦ୍ଦେଶ

October 6, 2026

କେରଳ ଯିବାକୁ ପ୍ଲାନ୍ କରୁଛନ୍ତି କି? IRCTCର ୮ ଦିନିଆ ପ୍ୟାକେଜ୍‌ରେ ମିଳିବ ହାଉସବୋଟ୍‌ର ମଜା

October 6, 2026

ପାର୍ବଣ ପୂର୍ବରୁ ବିମାନ ଯାତ୍ରୀଙ୍କୁ ଝଟକା: ଆଜିଠାରୁ ନୂଆ ଦର ଲାଗୁ କଲା ଇଣ୍ଡିଗୋ

October 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.