Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଏଣ୍ଟ ଟେବୁଲର ଶୀର୍ଷରେ ରାଜସ୍ଥାନ, ଅରେଞ୍ଜ ଏବଂ ପର୍ପଲ କ୍ୟାପ୍ ଦଖଲ କଲେ ଏହି ଖେଳାଳି
ଆଜିର ଖବର

ପଏଣ୍ଟ ଟେବୁଲର ଶୀର୍ଷରେ ରାଜସ୍ଥାନ, ଅରେଞ୍ଜ ଏବଂ ପର୍ପଲ କ୍ୟାପ୍ ଦଖଲ କଲେ ଏହି ଖେଳାଳି

April 23, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୨ ର ପଏଣ୍ଟ ଟେବୁଲରେ ରାଜସ୍ଥାନ ରୟାଲ୍ସ ଶୀର୍ଷରେ ପହଞ୍ଚିଛି। ଦିଲ୍ଲୀ ବିପକ୍ଷରେ ୧୫ ରନ୍ ବିଜୟ ପରେ ରାଜସ୍ଥାନର ସ୍ଥିତିରେ ଉନ୍ନତ ହୋଇଛି। ଏହି ଦଳ ୭ ଟି ମ୍ୟାଚରେ ୫ ଟି ବିଜୟ ସହିତ ୧୦ ପଏଣ୍ଟ ପାଇଛି। ରାଜସ୍ଥାନ ସହିତ ଗୁଜୁରାଟ ଟାଇଟାନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ମଧ୍ୟ ୧୦-୧୦ ପଏଣ୍ଟ ରହିଛି। କିନ୍ତୁ ରନ୍ ହାର ଦୃଷ୍ଟିରୁ ଏହି ଦୁଇ ଦଳ ରାଜସ୍ଥାନଠାରୁ ପଛରେ ଅଛନ୍ତି।

ରାଜସ୍ଥାନର ଖେଳାଳିମାନେ ପର୍ପଲ ଏବଂ ଅରେଞ୍ଜ କ୍ୟାପ୍ ମଧ୍ୟ ରଖିଛନ୍ତି। ଏପର୍ଯ୍ୟନ୍ତ ୟୁଜଭେନ୍ଦ୍ର ଚହଲ ୧୮ ଟି ୱିକେଟ୍ ନେଇ ପର୍ପଲ କ୍ୟାପ ନିଜ ପାଖରେ ରଖିଛନ୍ତି। ଏଥିସହିତ ରାଜସ୍ଥାନ ରୟାଲ୍ସର ଓପନର୍ ଜୋସ୍ ବଟଲର୍ ଚଳିତ ସିଜିନର ସର୍ବାଧିକ ରନ୍ ସ୍କୋରରଙ୍କ ଉପରେ ରହିଛନ୍ତି। ଆଇପିଏଲ ପଏଣ୍ଟ ଟେବୁଲର ସର୍ବଶେଷ ସ୍ଥିତି ବିଷୟରେ ଆସନ୍ତୁ ଜାଣିବା…

.ନଂ ଦଳ ମ୍ୟାଚ ବିଜୟ ପରାଜୟ ନେଟ ରନ ରେଟ ପଏଣ୍ଟସ୍
୧ ରାଜସ୍ଥାନ ୭ ୫ ୨ ୦.୪୩୨ ୧୦
୨ ଗୁଜୁରାଟ ୬ ୫ ୧ ୦.୩୯୫ ୧୦
୩ ବେଙ୍ଗୁଲୁରୁ ୭ ୫ ୨ ୦.୨୫୧ ୧୦
୪ ଲକ୍ଷ୍ନୌ ୭ ୪ ୩ ୦.୧୨୪ ୮
୫ ହାଇଦ୍ରାବାଦ ୬ ୪ ୪ -୦.୦୭୭ ୮
୬ ଦିଲ୍ଲୀ ୭ ୩ ୪ ୦.୭୧୫ ୬
୭ କୋଲକୋତା ୭ ୩ ୪ ୦.୧୬୦ ୬
୮ ପଞ୍ଜାବ ୭ ୩ ୪ -୦.୫୬୨ ୬
୯ ଚେନ୍ନାଇ ୬ ୨ ୫ -୦.୫୩୪ ୪
୧୦ ମୁମ୍ବାଇ ୬ ୦ ୭ -୦.୮୯୨ ୦

 ଅରେଞ୍ଜ କ୍ୟାପ:

କ୍ର.ନଂ ବ୍ୟାଟ୍ସମ୍ୟାନ ମ୍ୟାଚ ରନ
୧ ଜୋସ ବଟଲର ୭ ୪୯୧
୨ କେ ଏଲ ରାହୁଲ ୭ ୨୬୫
୩ ପୃଥ୍ବୀ ଶ’ ୭ ୨୫୪

 ପର୍ପଲ କ୍ୟାପ:

କ୍ର.ନଂ ବୋଲର ମ୍ୟାଚ ୱିକେଟ
୧ ୟୁଜବେନ୍ଦ୍ର ଚହଲ ୭ ୧୮
୨ କୁଳଦୀପ ଯାଦବ ୭ ୧୩
୩ ଡ୍ୱେନ ବ୍ରାଭୋ ୭ ୧୨
ଇଣ୍ଡିଆନ୍ ପ୍ରିମିୟର ଲିଗ୍-୨୦୨୨ ପଏଣ୍ଟ ଟେବୁଲ ପର୍ପଲ କ୍ୟାପ୍ ରାଜସ୍ଥାନ ରୟାଲ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.