Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପର୍ପଲ କ୍ୟାପ୍ ଦୌଡରୁ ବାହାରିଲେ ଏହି ତିନୋଟି ବୋଲର, ବର୍ତ୍ତମାନ ଚହଲ ଏବଂ ହାସ୍ରଙ୍ଗା ମଧ୍ୟରେ ପ୍ରତିଯୋଗୀତା
ଆଜିର ଖବର

ପର୍ପଲ କ୍ୟାପ୍ ଦୌଡରୁ ବାହାରିଲେ ଏହି ତିନୋଟି ବୋଲର, ବର୍ତ୍ତମାନ ଚହଲ ଏବଂ ହାସ୍ରଙ୍ଗା ମଧ୍ୟରେ ପ୍ରତିଯୋଗୀତା

May 23, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ଆଇପିଏଲର ଏହି ସଂସ୍କରଣରେ ପର୍ପଲ କ୍ୟାପ୍ ଦୌଡରେ ଜଡିତ ଶ୍ରେଷ୍ଠ- ୫ ବୋଲରଙ୍କ ମଧ୍ୟରୁ ୩ ଜଣ ବୋଲରଙ୍କର ଲିଗ୍ ପର୍ଯ୍ୟାୟ ପରେ ଯାତ୍ରା ଶେଷ ହୋଇଛି। କାଗିସୋ ରାବାଡା (୨୩), ଉମ୍ରାନ ମଲିକ (୨୨) ଏବଂ କୁଲଦୀପ ଯାଦବ (୨୧) ଙ୍କ ଦଳ ପ୍ଲେ ଅଫରେ ପହଞ୍ଚିବାରେ ସକ୍ଷମ ହୋଇ ନାହାଁନ୍ତି ଏବଂ ଏହି ତିନୋଟି ବୋଲର ବର୍ତ୍ତମାନ ପର୍ପଲ କ୍ୟାପ୍ ଦୌଡରୁ ଦୂରେଇ ଯାଇଛନ୍ତି। ବର୍ତ୍ତମାନ ପର୍ପଲ କ୍ୟାପ୍ ପାଇଁ ପ୍ରକୃତ ଦୌଡ ୟୁଜବେନ୍ଦ୍ର ଚହଲ ଏବଂ ୱାନିନ୍ଦୁ ହାସରାଙ୍ଗା ମଧ୍ୟରେ ହେବ। ସମ୍ପ୍ରତି ଚହଲ ୨୬ ଟି ୱିକେଟ୍ ନେଇ ଆଗରେ ଥିବାବେଳେ ୱାନିନ୍ଦୁ ୨୪ ୱିକେଟ୍ ନେଇ ଦ୍ଵିତୀୟ ସ୍ଥାନରେ ଅଛନ୍ତି।

ପର୍ପଲ କ୍ୟାପ୍:

୧- ୟୁଜବେନ୍ଦ୍ର ଚହଲ- ୧୪ ଟି ମ୍ୟାଚ- ୨୬ ଟି ୱିକେଟ

୨- ୱାନିନ୍ଦୁ ହାସରାଙ୍ଗା- ୧୪ ଟି ମ୍ୟାଚ- ୨୪ ଟି ୱିକେଟ

୩- କାଗିସୋ ରାବାଡା- ୧୩ ଟି ମ୍ୟାଚ- ୨୩ ଟି ୱିକେଟ

୪- ଉମ୍ରାନ୍ ମଲିକ୍- ୧୪ ଟି ମ୍ୟାଚ- ୨୨ ଟି ୱିକେଟ

୫- କୁଲଦୀପ ଯାଦବ- ୧୪ ଟି ମ୍ୟାଚ- ୨୧ ଟି ୱିକେଟ

ସେହିଭଳି ଆଇପିଏଲର ଏହି ସଂସ୍କରଣରେ ଅରେଞ୍ଜ କ୍ୟାପ୍ ରାଜସ୍ଥାନର ଓପନର୍ ଜୋସ୍ ବଟଲରଙ୍କ ଦ୍ୱାରା ଅଧିକୃତ। ସେ ଏହି ସଂସ୍କରଣରେ ସର୍ବାଧିକ ରନ୍ ସ୍କୋରର୍ ରହିଛନ୍ତି। ବଟଲର ଚଳିତ ସିଜନରେ ୧୪ ଟି ମ୍ୟାଚରେ ୬୨୯ ରନ୍ ସଂଗ୍ରହ କରିଛନ୍ତି ଏବଂ ବ୍ୟାଟିଂ ହାରାହାରି ୪୮.୩୮ ଏବଂ ବ୍ୟାଟିଂ ଷ୍ଟ୍ରାଇକ୍ ହାର ୧୪୬.୯୬ ରହିଛି। ରନ୍ ସ୍କୋର କ୍ଷେତ୍ରରେ ସେ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ଠାରୁ ବହୁତ ଆଗରେ ଅଛନ୍ତି। ବଟଲରଙ୍କ ପରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଅଧିନାୟକ କେ.ଏଲ୍ ରାହୁଲ ଏବଂ ଓପନର୍ କ୍ୱିଣ୍ଟନ୍ ଡି କକ୍ ଅଛନ୍ତି। ଏହି ଉଭୟ ଖେଳାଳି ୫୦୦ ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି। ଶିଖର ଧାୱନ ମଧ୍ୟ ଏହି ଦୌଡରେ ସାମିଲ ଥିଲେ। କିନ୍ତୁ ପ୍ଲେ ଅଫରୁ ପଞ୍ଜାବ ବାହାରିବା ପରେ ସେ ଏହି ରେସରୁ ଦୂରେଇ ଯାଇଛନ୍ତି।

ଅରେଞ୍ଜ କ୍ୟାପ୍:

୧- ଜୋସ୍ ବଟଲର୍- ୧୪ ଟି ମ୍ୟାଚ- ୬୨୯ ରନ

୨- କେଏଲ ରାହୁଲ- ୧୪ ଟି ମ୍ୟାଚ- ୫୩୭ ରନ

୩- କ୍ୱିଣ୍ଟନ୍ ଡି କକ୍- ୧୪ ଟି ମ୍ୟାଚ- ୫୦୨ ରନ

୪- ଶିଖର ଧାୱନ- ୧୪ ଟି ମ୍ୟାଚ- ୪୬୦ ରନ

୫- ଫାଫ୍ ଡୁ ପ୍ଲେସିସ୍- ୧୪ ଟି ମ୍ୟାଚ- ୪୪୩ ରନ

ଅରେଞ୍ଜ କ୍ୟାପ୍ ଆଇପିଏଲ ପର୍ପଲ କ୍ୟାପ୍
Share. Facebook Twitter LinkedIn Email WhatsApp Copy Link

Related Posts

‘ରୁଷର ଡ୍ରୋନ ସହିତ ଭାରତର ସମ୍ପର୍କ ଅଛି’, ଟ୍ରମ୍ପଙ୍କ ପରେ ଗମ୍ଭୀର ଅଭିଯୋଗ ଆଣିଲା ୟୁକ୍ରେନ

August 5, 2025

ପ୍ରତିଶୃତି ପୂରଣ କଲେ ଆଇନ ମନ୍ତ୍ରୀ, ବାଣପୁରରେ ଏଡିଜେ କୋର୍ଟ ପ୍ରତିଷ୍ଠା ହେବା ନେଇ ବିଜ୍ଞପ୍ତି ଜାରି

August 5, 2025

ବଳଙ୍ଗା ଛାତ୍ରୀ ମୃତ୍ୟୁ ଘଟଣାରେ ଆସନ୍ତା ଗୁରୁବାର ଦିନ ପୁରୀ ଜିଲ୍ଲାରେ ହରତାଳ କରିବ ବିଜେଡି

August 5, 2025

‘ଭାରତକୁ ଆଖି ଦେଖାଉଥିବା ଲୋକମାନେ ନିଜେ ରୁଷ ସହିତ ବ୍ୟବସାୟ କରୁଛନ୍ତି’: ବୈଦେଶିକ ମନ୍ତ୍ରଣାଳୟ

August 5, 2025
Latest News

VinFast India: ତାମିଲନାଡୁରେ ଇଲେଟ୍ରିକ ଭେଇକଲ ଆସେମ୍ବଲି ପ୍ରକଳ୍ପର ଉଦଘାଟନ କଲା ଭିନଫାଷ୍ଟ

August 5, 2025

‘ରୁଷର ଡ୍ରୋନ ସହିତ ଭାରତର ସମ୍ପର୍କ ଅଛି’, ଟ୍ରମ୍ପଙ୍କ ପରେ ଗମ୍ଭୀର ଅଭିଯୋଗ ଆଣିଲା ୟୁକ୍ରେନ

August 5, 2025

ପ୍ରତିଶୃତି ପୂରଣ କଲେ ଆଇନ ମନ୍ତ୍ରୀ, ବାଣପୁରରେ ଏଡିଜେ କୋର୍ଟ ପ୍ରତିଷ୍ଠା ହେବା ନେଇ ବିଜ୍ଞପ୍ତି ଜାରି

August 5, 2025

ବଳଙ୍ଗା ଛାତ୍ରୀ ମୃତ୍ୟୁ ଘଟଣାରେ ଆସନ୍ତା ଗୁରୁବାର ଦିନ ପୁରୀ ଜିଲ୍ଲାରେ ହରତାଳ କରିବ ବିଜେଡି

August 5, 2025

‘ଭାରତକୁ ଆଖି ଦେଖାଉଥିବା ଲୋକମାନେ ନିଜେ ରୁଷ ସହିତ ବ୍ୟବସାୟ କରୁଛନ୍ତି’: ବୈଦେଶିକ ମନ୍ତ୍ରଣାଳୟ

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.