Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧୬ ଜୁନ ରୁ ମଧ୍ୟପ୍ରଦେଶ ରେ ଜାତୀୟ ମୁଏଥାଇ ୨୦୨୨ ପ୍ରତିଯୋଗୀତା, ଓଡିଶାରୁ ଗଲେ ୪୮ ଖେଳାଳି
ଆଜିର ଖବର

୧୬ ଜୁନ ରୁ ମଧ୍ୟପ୍ରଦେଶ ରେ ଜାତୀୟ ମୁଏଥାଇ ୨୦୨୨ ପ୍ରତିଯୋଗୀତା, ଓଡିଶାରୁ ଗଲେ ୪୮ ଖେଳାଳି

June 15, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
୧୬ ଜୁନ ରୁ ମଧ୍ୟପ୍ରଦେଶ ରେ ଜାତୀୟ ମୁଏଥାଇ ୨୦୨୨ ପ୍ରତିଯୋଗୀତା, ଓଡିଶାରୁ ଗଲେ ୪୮ ଖେଳାଳି

ଭୁବନେଶ୍ବର: ଆନ୍ତର୍ଜାତିକ ଅଲମ୍ପିକ କମିଟି ଦ୍ୱାରା ସ୍ୱୀକୃତ “ଇଣ୍ଟରନାସନାଲ ଫେଡେରେସନ ଅଫ ମୁଏଥାଇ ଆସୋସିଏସନ” ସହ ଅନୁବନ୍ଧିତ  ଏକମାତ୍ର ଭାରତୀୟ ସଂସ୍ଥା “ୟୁନାଇଟେଡ଼ ମୁଏଥାଇ ଆସୋସିଏସନ- ଇଣ୍ଡିଆ” ପକ୍ଷରୁ ମଧ୍ୟପ୍ରଦେଶ ର ଦେବାସ ସ୍ଥିତ ଶ୍ରୀମନ୍ତ ଟୁକୋଜି ରାଓ ପାୱାର ଇଣ୍ଡୋର ଷ୍ଟାଡିଅମ ଠାରେ ଆସନ୍ତା ୧୬ ରୁ ୨୨ ଜୁନ ୨୦୨୨ ପର‌୍ୟ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି  ୟୁ .ଏମ.ଏ.ଆଇ ନ୍ୟାସନାଲ ମୁଏଥାଇ ପ୍ରତିଯୋଗିତା।

ଏହି ପ୍ରତିଯୋଗିତାରେ ଓଡିଶା ଅଲମ୍ପିକ ସଂଘ ଦ୍ୱାରା ସ୍ୱୀକୃତି ପ୍ରାପ୍ତ  ସଂସ୍ଥା “ଓଡିଶା  ମୁଏଥାଇ ୟୁନିଅନ” ପକ୍ଷରୁ ଏକ ୫୮ ଜଣିଆ ଦଳ  (୪୮ ମୁଏଥାଇ ଖେଳାଳି ଓ ୧୦ ଅଫିସିଆଲ) ଭାଗନେବେ। ପ୍ରକାଶ ଥାଉକି ଗତ ୪ ଓ ୫ ଜୁନ ୨୦୨୨ ରେ ବରଗଡ଼ ଲେଙ୍ଗୁ ମିଶ୍ର (ମିନି) ଷ୍ଟାଡିଅମ ଠାରେ ଅନୁଷ୍ଠିତ ହୋଇଥିବା ୧୦ମ ଓଡିଶା ରାଜ୍ୟ ମୁଏଥାଇ ପ୍ରତିଯୋଗିତା ମାଧ୍ୟମରେ ଚୟନ ହୋଇଥିବା ସମସ୍ତ ଇଛୁକ ମୁଏଥାଇ ଫାଇଟର ମାନଙ୍କୁ ଉକ୍ତ ଜାତୀୟ ପ୍ରତିଯୋଗିତାରେ ଓଡିଶା ରାଜ୍ୟ କୁ ପ୍ରତିନିଧିତ୍ବ କରିବାର ମଉକା ମିଳିଛି।

ଆଗାମୀ ଜାତୀୟ ପ୍ରତିଯୋଗିତା ରେ ଓଡିଶା ର ଭଲପ୍ରଦର୍ଶନ ଆଶା କରି ଓଡିଶା ମୁଏଥାଇ ୟୁନିଅନ   ର ରାଜ୍ୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ରବି ନାରାୟଣ ପଣ୍ଡା, ରାଜ୍ୟ ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ମହାନ୍ତି, ରାଜ୍ୟ ଯୁଗ୍ମ ସମ୍ପାଦକ ଡା. ଶୁଭ୍ରାଂଶୁ ଶେଖର ମହାପାତ୍ର, ଆୟୋଜକ କମିଟି ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ଭୋଇ, ଟେକ୍ନିକାଲ ସେକ୍ରେଟାରୀ ଚନ୍ଦ୍ର ଶେଖର ବହୁକ, ଟିମ ମ୍ୟାନେଜର ସଞ୍ଜୟ କୁମାର କିସାନ, ଟିମକୋଚ ଧୂସମନ୍ତ କୁମାର ନାଥ, ସୁରଜ ପୁଜାହାରୀ, ସୁଧୀର ବାରିକ, ରୁପେଶ ଅଧିକାରୀ  ଙ୍କ ସମେତ ବିଭିନ୍ନ ମହଲରୁ ସମସ୍ତ ମୁଏଥାଇ ପ୍ରତିଯୋଗୀ ଙ୍କୁ ଉତ୍ସହିତ କରାଯାଇଛି।

ଅଫିସିଆଲ ଅଙ୍କିତା ତ୍ରିପାଠୀ, ଜିତେନ୍ଦ୍ର କୁମାର ପ୍ରଧାନ,  ଶ୍ରଦ୍ଧାଞ୍ଜଳି ସ୍ୱାଇଁ, ନୁରସିଂ ସୁନା, ଉମେଶ ନାୟକ, ଅଞ୍ଜଳି ନାଥ, ସନ୍ଧ୍ୟାରାଣୀ ଦେହୁରୀ ଙ୍କ ନେତୃତ୍ୱରେ ଓଡିଶା ଦଳ ମଧ୍ୟପ୍ରଦେଶ ର ଦେବାସ ଅଭିମୁଖେ ୧୫.୦୬.୨୦୨୨ ରେ ଜରଳ ଯୋଗେଯାତ୍ରା କରିବେ।

ଓଡିଶା ଦଳରେ ରହିଛନ୍ତି: ସୁନ୍ଦରଗଡ ଜିଲ୍ଲାରୁ ତ୍ରିଲୋଚନ ବେହେରା, ହେମନ୍ତ ନାଏକ, ରଞ୍ଜନ କିଷାନ, ଅଭିନବ ବେହେରା, ସତ୍ୟବ୍ରତ କିଷାନ, ଅମୃତକୁମାର କିଷାନ, ଚନ୍ଦନ ଭୂମିଜ, ରବୀନ୍ଦ୍ର ଧରୁଆ, ଈଶ୍ଵରଚନ୍ଦ୍ର ନାଏକ, ହୃଷିକେଶ କିଷାନ, ଅଶୋକ କିଷାନ, ସୁଶ୍ରୀସମୀକ୍ଷା ସାହୁ. ଅସ୍ମିତା କିଷାନ, ଅନୁଗୁଳ ଜିଲ୍ଲାରୁ ଶ୍ରୀୟାଶ୍ରୀ ପ୍ରଧାନ, ଅଙ୍କିତା ମହାପାତ୍ର, ପ୍ରିୟାଂଶୁପ୍ରିୟରଞ୍ଜନ ପ୍ରଧାନ, ସ୍ୱାଧୀନକୁମାର ସାହୁ, ସାୟନ ମିଶ୍ର, ସାଗର ଦେହୁରୀ, ଆଦିତ୍ୟପ୍ରକାଶ ସିଂ, ରୁଦ୍ର ଜେଠୱା, ବିବେକକୁମାର ନାଏକ, ଖିତିଜ ବର୍ମା, ପ୍ରିତମକୁମାର ସାହୁ, ପ୍ରତୀକକୁମାର ମହାପାତ୍ର, ମନୋଜକୁମାର ନାଏକ, ସୌରଭ ଓଁପ୍ରକାଶ, ସୁବର୍ଣ୍ଣପୁର ଜିଲ୍ଲାରୁ  ନୀଳାଦ୍ରି ଚନ୍ଦ୍ର ପାତ୍ର, ନିମାଇଁ ମହାକୁର, ମିଳନ କୁମାର ଦାଶ, ଖୋର୍ଦ୍ଧା ଜ଼ିଲ୍ଲାରୁ : ଜ୍ୟୋତି ରଞ୍ଜନ ପରିଡା, କଟକ. ଯାଜପୁର ରୁ : ଦେବାଶିଷ ମହାନ୍ତି, ବରଗଡ଼ ଜିଲ୍ଲାରୁ ରଂଜିତ କୁମାର ସାହୁ, ଅଜୟ ପାତ୍ର, ଚନ୍ଦ୍ରଶେଖର ବାହୁକ, ଉମେଶ କୁମାର ପ୍ରଧାନ, କୃଷ୍ଣ ପାତ୍ର, ଅଭିଶେଖ ପାରୁଆ ଯାଦବ, ରାହୁଲ ପଟେଲ, ତୁଷାର ରଞ୍ଜନ ସାହୁ, ସୌରଭ କୁମାର ଭୋଇ, ଶ୍ରୀୟନସ ପଣ୍ଡା, ଶାଶ୍ୱତ ଡାଙ୍ଗ, ଏମ.ଡି. ସର୍ଫରଜ ଖାଁ, ଅନୁପ ସୁନା, ମାନକ ବଗର୍ତି, ସୁମିତ କୁମାର ମହାନନ୍ଦ, ବଉଦ ଜିଲ୍ଲାରୁ ଦିଲ୍ଲୀପ କୁମାର ବେହେରା

Share. Facebook Twitter LinkedIn Email WhatsApp Copy Link

Related Posts

Union Budget 2026: ବଜେଟ ପ୍ରସ୍ତୁତି ପାଇଁ ଦେଶର ଅର୍ଥନୀତିଜ୍ଞ ସହ ବୈଠକ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

November 10, 2025

ଟି-୨୦ ବିଶ୍ୱକପ୍ ସମ୍ପର୍କରେ ଗମ୍ଭୀର ଦେଲେ ବଡ ବୟାନ: ଖେଳାଳିଙ୍କୁ ଦେଲେ ଏହି ପରାମର୍ଶ

November 10, 2025

ବଡ଼ ଆତଙ୍କବାଦୀ ଯୋଜନା ପଣ୍ଡ: ୩୬୦ କିଲୋ ବିସ୍ଫୋରକ ସହ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

November 10, 2025

ଜାତୀୟ ସ୍ତରୀୟ ଭଲିବଲ୍ ପ୍ରତିଯୋଗିତା ପାଇଁ ଶିବପ୍ରସାଦଙ୍କ ମଧ୍ୟପ୍ରଦେଶ ଯାତ୍ରା

November 10, 2025
Latest News

Union Budget 2026: ବଜେଟ ପ୍ରସ୍ତୁତି ପାଇଁ ଦେଶର ଅର୍ଥନୀତିଜ୍ଞ ସହ ବୈଠକ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

November 10, 2025

ଟି-୨୦ ବିଶ୍ୱକପ୍ ସମ୍ପର୍କରେ ଗମ୍ଭୀର ଦେଲେ ବଡ ବୟାନ: ଖେଳାଳିଙ୍କୁ ଦେଲେ ଏହି ପରାମର୍ଶ

November 10, 2025

ବଡ଼ ଆତଙ୍କବାଦୀ ଯୋଜନା ପଣ୍ଡ: ୩୬୦ କିଲୋ ବିସ୍ଫୋରକ ସହ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

November 10, 2025

ଜାତୀୟ ସ୍ତରୀୟ ଭଲିବଲ୍ ପ୍ରତିଯୋଗିତା ପାଇଁ ଶିବପ୍ରସାଦଙ୍କ ମଧ୍ୟପ୍ରଦେଶ ଯାତ୍ରା

November 10, 2025

ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷକୁ ଶ୍ରଦ୍ଧାପୂର୍ବକ ସ୍ୱାଗତ କରିଥିବାରୁ ଭୂଟାନକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

November 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.